ଉତ୍ତରାଖଣ୍ଡକୁ ବଡ଼ ଉପହାର: କେଦାରନାଥରେ ହେବ ରୋପୱେ
ନୂଆଦିଲ୍ଲୀ,୫ା୩: ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଉତ୍ତରାଖଣ୍ଡକୁ ଏକ ବଡ଼ ଉପହାର ମିଳିଛି। କେନ୍ଦ୍ରର ମୋଦି ସରକାର ଉତ୍ତରାଖଣ୍ଡର କେଦାରନାଥ ଧାମ ପାଇଁ ରୋପୱେ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ସୋନପ୍ରୟାଗରୁ କେଦାରନାଥ ପର୍ଯ୍ୟନ୍ତ ୧୨.୯ କିଲୋମିଟର ରୋପୱେ ନିର୍ମାଣ କରାଯିବ, ଯେଉଁଥିରେ…
ମୋଦିଙ୍କ ଅବସର ସମୟ ଆସିଗଲାଣି: କାହିଁକି ଏମିତି କହିଲେ ସଞ୍ଜୟ ରାଉତ
ନୂଆଦିଲ୍ଲୀ,୫।୩: ଶିବସେନା (ଉଦ୍ଧବ ଗୋଷ୍ଠୀ) ଏମ୍ପି ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଅବସର ନେବାର ସମୟ ଆସିଗଲାଣି, ସେଥିପାଇଁ ସେ ଜଙ୍ଗଲରେ ମଜା କରୁଛନ୍ତି।’ ରାଉତଙ୍କ ଏହି ବ୍ୟଙ୍ଗ ପ୍ରଧାନମନ୍ତ୍ରୀ…
ସିଂହ ଛୁଆକୁ କୋଳରେ ଧରି କ୍ଷୀର ପିଆଇଲେ ପ୍ରଧାନମନ୍ତ୍ରୀ ମୋଦି: ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୪।୩:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭାନ୍ତରାରେ ବନ୍ୟପ୍ରାଣୀ ଉଦ୍ଧାର, ପୁନର୍ବାସ ଏବଂ ସଂରକ୍ଷଣ କେନ୍ଦ୍ରର ଉଦଘାଟନ କରିଛନ୍ତି। ଭାନ୍ତରା ଦୁଇ ହଜାରରୁ ଅଧିକ ପ୍ରଜାତି ଏବଂ ଦେଢ଼ ଲକ୍ଷରୁ ଅଧିକ ଉଦ୍ଧାର ହୋଇଥିବା ବିପଦପୂର୍ଣ୍ଣ ପ୍ରାଣୀମାନଙ୍କର ଆବାସସ୍ଥଳ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାନ୍ତରାରେ…
‘ମୁଁ ଜନସାଧାରଣଙ୍କ ନିକଟରେ କ୍ଷମା ମାଗୁଛି…’, ମହାକୁମ୍ଭର ସମାପନ ସମୟରେ କାହିଁକି କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ମୋଦି ?
ନୂଆଦିଲ୍ଲୀ,୨୭।୨: ମହାକୁମ୍ଭମେଳା ୨୦୨୫ ମହା ଆଡମ୍ବରରେ ସମାପ୍ତ ହୋଇଛି। ୪୫ ଦିନ ଧରି ଚାଲିଥିବା ଏହି ଐତିହାସିକ ଉତ୍ସବରେ କୋଟି କୋଟି ଭକ୍ତ ବିଶ୍ୱାସ ଏବଂ ଭକ୍ତିର ସହିତ ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କରିଥିଲେ। ମହାକୁମ୍ଭର ସମାପନୀ ସମାରୋହ ଅବସରରେ,…
ଗୋଟିଏ ଦିନ ପାଇଁ ସୋସିଆଲ ମିଡିଆ ଆକାଉଣ୍ଟ ମହିଳାମାନଙ୍କୁ ହସ୍ତାନ୍ତର କରିବେ PM ମୋଦି
ନୂଆଦିଲ୍ଲୀ,୨୩।୨: ରବିବାର ‘ମନ କି ବାତ୍’ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଘୋଷଣା କରିଛନ୍ତି। ମାର୍ଚ୍ଚ ୮ ରେ ଜାତୀୟ ମହିଳା ଦିବସ ଅବସରରେ ମହିଳାମାନଙ୍କୁ ପ୍ରେରଣା ଦେବାକୁ ଗୋଟିଏ ଦିନ ପାଇଁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…
ମୋଦିଙ୍କ ପାଖକୁ ଯାଇଛି ୨୧ ନିୟୁତ ଡଲାର: ଟ୍ରମ୍ପ୍
ନ୍ୟୁୟର୍କ/ନୂଆଦିଲ୍ଲୀ,୨୩ା୨(ଏଜେନ୍ସି/ପିଟି): ଭାରତରେ ମତଦାନ ହାର ବୃଦ୍ଧି ପାଇଁ ଆମେରିକାରୁ ଆସିଥିବା ୨୧ ନିୟୁତ ଡଲାର (୧୮୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ସହାୟତାକୁ ନେଇ ଦେଶରେ ବିବାଦ ମୁଣ୍ଡ ଟେକିଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶନିବାର ଏହି ପ୍ରସଙ୍ଗ ଉପରେ ଚତୁର୍ଥ ଥର…
ପାଓ୍ବାରଙ୍କୁ ପାଣି ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୨ା୨: ନୂଆଦିଲ୍ଲୀରେ ଶୁକ୍ରବାର ଅନୁଷ୍ଠିତ ୯୮ତମ ଅଖିଳ ଭାରତୀୟ ମରାଠୀ ସମ୍ମେଳନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏନ୍ସିପି-ଏସ୍ପି ମୁଖ୍ୟ ଶରଦ ପାଓ୍ବାର ଯୋଗଦେଇଥିଲେ। ଦୁଇଜଣ ବ୍ୟକ୍ତି କାର୍ଯ୍ୟକ୍ରମ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ପାଓ୍ବାରଙ୍କୁ ଧରି ମଞ୍ଚକୁ ଆସିଲେ। ଉଦ୍ଘାଟନ ପାଇଁ…
PM Kisan: ଚାଷୀଙ୍କ ପାଇଁ ଖୁସି ଖବର;ଏହି ଦିନ ଆକାଉଣ୍ଟକୁ ଯିବ PM-KISAN ଟଙ୍କା
ନୂଆଦିଲ୍ଲୀ,୨୧।୨: ଦେଶର ୯.୮ କୋଟି ଚାଷୀଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୨୪ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଅଧୀନରେ ଚାଷୀମାନଙ୍କୁ ୧୯ତମ କିସ୍ତି ପ୍ରଦାନ କରିବେ। ଏହା ଅଧୀନରେ ପ୍ରାୟ ୨୨,୦୦୦ କୋଟି ଟଙ୍କା…
ଶପଥ ଗ୍ରହଣ ଉତ୍ସବରେ ଏହି ବ୍ୟକ୍ତିଙ୍କୁ ଦେଖି ଅଟକିଗଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ, ତୁମେ ହିମାଳୟ…
ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ରାମଲୀଳା ମଇଦାନରେ ରାଜନୀତିର ଏକ ନୂତନ ଅଧ୍ୟାୟ ଲେଖାଯାଇଛି। ୨୭ ବର୍ଷ ପରେ କ୍ଷମତାକୁ ଫେରିବା ପରେ ଭାଜପା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ଏକ ଭବ୍ୟ ରୂପ ଦେଇଥିଲା। ଦେଶବ୍ୟାପୀ ଭାଜପା ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ…
ଶୁଣିଲେ ହେବେ ଆଶ୍ଚର୍ଯ୍ୟ: ପ୍ରତିଦିନ ଖାଦ୍ୟରେ ଏତିକି ଟଙ୍କା ଖର୍ଚ୍ଚ କରନ୍ତି ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୫।୨: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଜାଣିବାକୁ ଲୋକେ ସବୁବେଳେ ଆଗ୍ରହୀ ଥାନ୍ତି। ସେ କ’ଣ ଖାଆନ୍ତି, କ’ଣ ପିନ୍ଧନ୍ତି, ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ କିଏ ପରିଚାଳନା କରନ୍ତି? ଲୋକମାନେ ଏସବୁ ବିଷୟରେ ଜାଣିବାକୁ ବହୁତ ଚାହାଁନ୍ତି। ତେବେ…
ଭାରତକୁ ଅତ୍ୟାଧୁନିକ F-35 ଅଫର କଲେ ଟ୍ରମ୍ପ: ବଢିବ ଭାରତୀୟ ବାୟୁସେନାର ଶକ୍ତି
ନୂଆଦିଲ୍ଲୀ ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ ବୈଠକ ସମୟରେ ଯୁକ୍ତରାଷ୍ଟ୍ର ଭାରତକୁ ଏଫ-୩୫ ଲାଇଟନିଂ-୨ ଲଢ଼ୁଆ ବିମାନ ଯୋଗାଇବା ପାଇଁ ଏକ ଐତିହାସିକ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ନୂଆଦିଲ୍ଲୀରେ…
Pulwama Attack: ମୁଣ୍ଡ ନୁଆଁଇବ ନାହିଁ ଭାରତ; ଆତଙ୍କବାଦୀଙ୍କୁ ଚେତାବନୀ ଦେଳେ ମୋଦି-ଶାହା
ନୂଆଦିଲ୍ଲୀ,୧୪।୨: ୧୪ ଫେବୃଆରୀ ୨୦୧୯ରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଭାରତର ଇତିହାସରେ ଏକ କଳା ଅଧ୍ୟାୟ ଭାବରେ ଲିପିବଦ୍ଧ କରାଯାଇଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଅବନ୍ତିପୋରାର ଗୋରିପୋରା ଅଞ୍ଚଳରେ ଏହି ଭୟଙ୍କର ଘଟଣା ଘଟିଥିଲା। ଯେତେବେଳେ ସିଆରପିଏଫ ଗାଡ଼ି ଶ୍ରୀନଗର…
Archives


