Tag Archives: pm modi

ଟ୍ରମ୍ପଙ୍କୁ ଭାରତର ଶକ୍ତ ଧକ୍କା: ଏଣିକି ରୁଷିଆଠାରୁ ଅଧିକରୁ ଅଧିକ…

ନୂଆଦିଲ୍ଲୀ,୨୯ା୮: ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍‌ ବା ଶୁଳ୍କ ଲାଗୁ କରିଛନ୍ତି, କିନ୍ତୁ ଭାରତ ଆମେରିକା ଆଗରେ ମୁଣ୍ଡ ନୁଆଁଇବ ନାହିଁ। ରିପୋର୍ଟ…

ଜାପାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଶ୍ୱର ଏକ ବ୍ରାଣ୍ଡ କହି…

ଟୋକିଓ/ନୂଆଦିଲ୍ଲୀ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଛନ୍ତି। ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଏଥିସହିତ ପ୍ରବାସୀମାନେ ମୋଦିଙ୍କୁ ବିଶ୍ୱର ଏକ ବ୍ରାଣ୍ଡ କହି ପ୍ରଶଂସା ମଧ୍ୟ କରିଛନ୍ତି। ମୋଦିଙ୍କ ପାଇଁ ବିଶ୍ବରେ…

ଭାରତ ପାଇଁ ଆସିଲା ଗୁଡନ୍ୟୁଜ୍‌: ଶୁଣିଲେ ଟ୍ରମ୍ପଙ୍କ ନିଦ ହଜିଯିବ…

ନୂଆଦିଲ୍ଲୀ, ୨୮।୮: ଭାରତୀୟ ଅର୍ଥନୀତି ପାଇଁ ଏକ ଆଶ୍ୱସ୍ତିକର ଖବର। ଜୁଲାଇ ମାସରେ ଦେଶର ଶିଳ୍ପ ଉତ୍ପାଦନରେ ୩.୫ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଏହା ଗତ ଚାରି ମାସ ମଧ୍ୟରେ ସର୍ବାଧିକ ଅଭିବୃଦ୍ଧି। ଏହି ବୃଦ୍ଧିର ମୁଖ୍ୟ କାରଣ ଥିଲା ଉତ୍ପାଦନ…

ନୂଆଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି, କହିଲେ ଯାହାଙ୍କ ପରିଶ୍ରମ ପାଇଁ ଆମ ସମସ୍ତଙ୍କର…

ନୂଆଦିଲ୍ଲୀ,୨୮ା୮: କୃଷିଭିତ୍ତିକ ତଥା ଗଣପର୍ବ ନୂଆଖାଇ ପାଇଁ ଉତ୍ସବମୁଖର ହୋଇଉଠିଛି ପଶ୍ଚିମ ଓଡ଼ିଶା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଖାଇର ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି। ଏହି ଲୋକପ୍ରିୟ ପର୍ବ କୃଷକମାନଙ୍କ ପ୍ରତି ଗଭୀର କୃତଜ୍ଞତାର ସ୍ମରଣ କରାଏ। ଯାହାଙ୍କ କଠିନ…

ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ, ୩୨ ମୃତ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭।୮: କଟରାର ବୈଷ୍ଣୋ ଦେବୀ ମନ୍ଦିର ନିକଟରେ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି, ଯେତେବେଳେ ୨୦ଜଣ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବୁଧବାର (୨୭ ଅଗଷ୍ଟ, ୨୦୨୫) X ରେ ପୋଷ୍ଟ କରି ଏହି ଘଟଣାରେ ଦୁଃଖ ପ୍ରକାଶ…

ଗଶେଣ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଏହି ପବିତ୍ର ଅବସରରେ ସମସ୍ତଙ୍କ ମଙ୍ଗଳ ଏବଂ ସମୃଦ୍ଧି କାମନା କରିଛନ୍ତି। ସେ ଲେଖିଛନ୍ତି,…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କଲି, ୫ ଘଣ୍ଟାରେ ଖେଳ ଶେଷ: ଏମିତି କାହିିଁକି କହିଲେ ଟ୍ରମ୍ପ, ପଛରେ ରହିଛି…

ୱାଶିଂଟନ/ନୂଆଦିଲ୍ଲୀ,୨୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଏକ ଏପରି ବୟାନ ଦେଇଛନ୍ତି ଯାହା ହଇଚଇ ସୃଷ୍ଟି କରିଛି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ ଯୋଗେ କଥା ହୋଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାରି ଦିନିଆ ଯୁଦ୍ଧ…

ଏସିଆ କପରେ ପାକିସ୍ତାନ କ୍ରିକେଟ ମ୍ୟାଚକୁ ନେଇ ମୋଦିଙ୍କୁ ଏମିତି ଚିଠି ଲେଖିଲେ ସଞ୍ଜୟ ରାଉତ, ବଢିଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୮: ଶିବସେନା (UBT) ଏମପି ସଞ୍ଜୟ ରାଉତ ଜମ୍ମୁ-କଶ୍ମୀରର ପହଲଗାମରେ ସମ୍ପ୍ରତି ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ଉଦ୍ଧୃତ କରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ କ୍ରିକେଟ ମ୍ୟାଚ ଉପରେ କଡ଼ା ଆପତ୍ତି ଉଠାଇଛନ୍ତି। ସେ ଏହି ପ୍ରସଙ୍ଗରେ ନିଜର…

ଟ୍ରମ୍ପଙ୍କ ଟାରିଫ ମାଡ଼! ଚଳିତ ମାସରେ ଚାଇନା-ଜାପାନ ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ ଜାପାନ ଏବଂ ଚାଇନା ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ୨୯-୩୦ ଅଗଷ୍ଟ ୨୦୨୫ରେ ଜାପାନ ଗସ୍ତ କରିବେ ଏବଂ ତା’ପରେ ୩୧ ଅଗଷ୍ଟ ରୁ ୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଇନା…

ମୋଦି ଉଠାଇଲେ ବଡ଼ ପଦକ୍ଷେପ, ଛାନିଆ ହୋଇଗଲେ ଟ୍ରମ୍ପ, ଏବେ…

ନୂଆଦିଲ୍ଲୀ,୨୧।୮: ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ “ମୃତ ଅର୍ଥନୀତି” ବୋଲି କହିଥିଲେ ଏବଂ ଆମେରିକାର ଟାରିଫ୍‌କୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଏହି ବିବୃତ୍ତି ପରେ, ଭାରତ-ଆମେରିକା ବାଣିଜ୍ୟ ଆଲୋଚନା ପ୍ରାୟ ସ୍ଥଗିତ ରହିଛି। ଏବେ…

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୮: କେନ୍ଦ୍ର କ୍ୟାବିନେଟ୍‌ରେ ଓଡ଼ିଶା ପାଇଁ କ୍ୟାପିଟାଲ ରିଜନ ରିଙ୍ଗ ରୋଡ୍‌ ମଞ୍ଜୁର କରାଯାଇଥିବାରୁ ରାଜ୍ୟ ଅତିଥି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ବିଧାୟକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

ନବୀନଙ୍କ ସହ ଫୋନ୍‌ରେ କଥା ହେଲେ ପ୍ରଧାନମନ୍ତ୍ରୀ, କହିଲେ ଏବେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୦ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ମୋଦି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା କଥା ପଚାରି ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?