Tag Archives: pm modi

ମୋଦି-ଜିନପିଙ୍ଗ ବୈଠକରେ ପାକିସ୍ତାନ ସୀମାପାର ଆତଙ୍କବାଦୀ ଉପରେ ଚର୍ଚ୍ଚା, ଭାରତକୁ ସମର୍ଥନ କଲା ଚାଇନା

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବୈଠକରେ ପାକିସ୍ତାନର ସୀମାପାର ଆତଙ୍କବାଦ ବିଷୟରେ ଚର୍ଚ୍ଚା ହୋଇଛି। ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଚାଇନା ଆତଙ୍କବାଦ ବିରୋଧରେ ଭାରତକୁ ସମର୍ଥନ ପ୍ରକାଶ କରିଛି। ଅମେରିକାର ଟ୍ରମ୍ପ୍‌…

କୂଟନୀତିର ନୂଆ ଖେଳ ନା ଆମେରିକାକୁ ବାର୍ତ୍ତା? ଜାଣନ୍ତୁ ମୋଦିଙ୍କୁ ନେଇ କ’ଣ ଲେଖୁଛି ଚାଇନା ମିଡିଆ

ବେଜିଂ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର ତିଆନଜିନ ସହରରେ ପହଞ୍ଚିଛନ୍ତି। ସେ ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ଗସ୍ତ ଏପରି ସମୟରେ ହେଉଛି ଯେତେବେଳେ…

ଏହି ଶବ୍ଦ ଜରିଆରେ ଚାଇନାକୁ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଆମ ସମ୍ପର୍କ…

ନୂଆଦିଲ୍ଲୀ/ବେଜିଂ,୩୧ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭ ବର୍ଷ ପରେ ପ୍ରଥମ ଥର ପାଇଁ ଚାଇନା ଗସ୍ତରେ ଯାଇଥିବା ବେଳେ ରବିବାର ସକାଳେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏଠାରେ ସେ ଏସ୍‌ସିଓ ବୈଠକରେ ଅଂଶଗ୍ରହଣ କରିବାକୁ…

ମୋଦିଙ୍କ ଚାଇନା ଗସ୍ତକୁ ଦେଖି ଛାନିଆ ଟ୍ରମ୍ପ! ରଦ୍ଦ କଲେ ଭାରତ ଗସ୍ତ

ଓ୍ବାଶିଂଟନ,୩୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ବର୍ଷ ଶେଷ ଭାଗରେ କ୍ୱାଡ ଶିଖର ସମ୍ମିଳନୀ ପାଇଁ ଆଉ ଭାରତ ଗସ୍ତ କରିବାର ଯୋଜନା କରୁନାହାଁନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପଛରେ ଗତ କିଛି ମାସ ମଧ୍ୟରେ ଆମେରିକା ରାଷ୍ଟ୍ରପତି…

ଫୋନ୍‌ରେ ଟ୍ରମ୍ପ କହିଲେ ଏମିତି କଥା, ରାଗିଗଲେ ମୋଦି, ସେହିଦିନଠାରୁ ବଢ଼ିଛି ତିକ୍ତତା

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୦ା୮: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏବେ ବି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଠିକ୍‌ ହୋଇନାହିଁ। ଟ୍ରମ୍ପ ବାରମ୍ବାର କହିଛନ୍ତି, ସେ…

ଜେଲନସ୍କିଙ୍କ ସହ କଥା ହେଲେ ମୋଦି, ଜାଣନ୍ତୁ କ’ଣ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଥିଲେ। ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନୀୟ ସମ୍ପ୍ରତି ଘଟିଥିବା ଘଟଣାବଳୀ ବିଷୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ…

ମୋଦିଙ୍କ ଚାଇନା ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ, ରହିଛି ସାରା ବିଶ୍ୱର ନଜର

ବେଜିଂ,୩୦।୮: ସାତ ବର୍ଷରୁ ଅଧିକ ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଚାଇନାରେ ପହଞ୍ଚିଛନ୍ତି। ସାରା ବିଶ୍ୱ ଏହି ଗସ୍ତ ଉପରେ ନଜର ରଖିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସାକ୍ଷାତକୁ ସାରା ବିଶ୍ୱ ଉତ୍ସାହର…

ଜାପାନରେ ମୋଦି ଖେଳିଲେ ବଡ଼ ଗେମ୍‌! ଟ୍ରମ୍ପ ଶୁଣିଲେ…

ନୂଆଦିଲ୍ଲୀ, ୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାପାନ ଗସ୍ତ ସମୟରେ ଜାରି ହୋଇଥିବା ମିଳିତ ବିବୃତ୍ତିରେ ଚଳିତ ବର୍ଷ ଶେଷରେ ଭାରତରେ ହେବାକୁ ଥିବା କ୍ୱାଡ ଲିଡର୍ସ ସମ୍ମିଳନୀର ଆନୁଷ୍ଠାନିକ ଘୋଷଣା କରାଯାଇଥିଲା। ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକା ସହିତ କ୍ୱାଡର…

ଜାପାନରୁ ଟ୍ରମ୍ପଙ୍କୁ ବଡ଼ ବାର୍ତ୍ତା ପଠାଇଲେ ମୋଦି, ଚାଇନାକୁ ନେଇ କହିଲେ…

ନୂଆଦିଲ୍ଲୀ, ୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କହିଛନ୍ତି ଯେ ବିଶ୍ୱ ଅର୍ଥନୈତିକ ବ୍ୟବସ୍ଥାରେ ସ୍ଥିରତା ଆଣିବା ପାଇଁ ଭାରତ ଏବଂ ଚାଇନା ଏକାଠି କାମ କରିବା ଗୁରୁତ୍ୱପୂର୍ଣ୍ଣ। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ପାରସ୍ପରିକ ସମ୍ମାନ, ସ୍ବାର୍ଥ…

ମୋଦିଙ୍କ ଅପମାନ ସହିପାରିଲେନି ଓଓ୍ବାଇସି, କହିଲେ ରାଜନୀତି କର ହେଲେ…

ନୂଆଦିଲ୍ଲୀ,୨୯।୮: ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଆଙ୍କ ଉପରେ କରାଯାଇଥିବା ଅପମାନଜନକ ମନ୍ତବ୍ୟ ସମ୍ପର୍କରେ ହାଇଦ୍ରାବାଦ ଏମପି ଏବଂ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ରାଜନୀତିରେ ପ୍ରତିବାଦ କରନ୍ତୁ, କିନ୍ତୁ ଶାଳୀନତା ହରାନ୍ତୁ ନାହିଁ।…

ମୋଦିଙ୍କୁ ଭେଟି ନିଜର ଅନୁଭୂତି କହିଲେ ଜାପାନୀ କଳାକାର

ଟୋକିଓ,୨୯।୮: ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଜାପାନୀ ସମ୍ପ୍ରଦାୟ ଭାରତୀୟ ସଂସ୍କୃତିକୁ ଗ୍ରହଣ କରିଥିଲେ ଏବଂ ଏମିତି ଏକ ଦୃଶ୍ୟ ଉପସ୍ଥାପନ କରିଥିଲେ ଯାହା…

ପ୍ରଧାନମନ୍ତ୍ରୀଙ୍କ ଜାପାନ-ଚାଇନା ଗସ୍ତକୁ ନେଇ ଚିନ୍ତାରେ ଆମେରିକା! ମୋଦି ଅନ କଲେ କୂଟନୀତିର…

ଟୋକିଓ,୨୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସିଆର ଦୁଇ ପ୍ରମୁଖ ଅର୍ଥନୈତିକ ଶକ୍ତି ଚାଇନା ଏବଂ ଜାପାନ ଗସ୍ତରେ ଅଛନ୍ତି। ଭାରତୀୟ ଉତ୍ପାଦ ଉପରେ ଆମେରିକାର ୫୦ ପ୍ରତିଶତ ଶୁଳ୍କ ଏବଂ ସମ୍ପର୍କରେ ଉତ୍ତେଜନା ମଧ୍ୟରେ, ସମଗ୍ର ବିଶ୍ୱର ନଜର ପ୍ରଧାନମନ୍ତ୍ରୀ ମୋଦିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?