Tag Archives: Paris Olympics 2024

ତୀରନ୍ଦାଜରେ ଭାରତ ନିରାଶ; କ୍ଵାଟରରୁ ଦୀପିକା କୁମାରୀ ବିଦା

ନୂଆଦିଲ୍ଲୀ,୩।୮: ଚଳିତ ପ୍ୟାରିସ ଅଲମ୍ପିକ୍ସରେ ପୁଣିଥରେ ଭାରତକୁ ତୀରନ୍ଦାଜ ଇଭେଣ୍ଟରେ ନିରାଶ ହେବାକୁ ପଡିଛି। ମହିଳା ବ୍ୟକ୍ତିଗତ ପ୍ରତିଯୋଗିତାରେ ତାରକା ଖେଳାଳି ଦୀପିକା କୁମାରୀ ଦକ୍ଷିଣ କୋରିଆର ସୁହିୟନ୍ ନାମଙ୍କ ନିକଟରୁ ପରାଜୟ ବରଣ କରିଛନ୍ତି। ଏଥିସହିତ ତୀରନ୍ଦାଜରେ ଭାରତର ପଦକ…

”ମତେ କେହି ହତ୍ୟା କରିଦେଲେ ଚିନ୍ତା ନାହିଁ”, କାହିଁକି ଅଲମ୍ପିକ୍ସରେ ପଦକ ଜିତିପାରୁନାହିଁ କହିଲେ ଛେତ୍ରୀ

ନୂଆଦିଲ୍ଲୀ,୧ା୮: ଫୁଟବଲ କିମ୍ବଦନ୍ତୀ ସୁନୀଲ ଛେତ୍ରୀ ଭାରତୀୟ କ୍ରୀଡ଼ା କ୍ଷେତ୍ରକୁ ଆଗକୁ ନେବା ଦିଗରେ ସର୍ବଦା ତାଙ୍କର ସକାରାତ୍ମକ ପ୍ରତିକ୍ରିୟା ଦେଇଥାନ୍ତି। ସମ୍ପ୍ରତି ପ୍ୟାରିସ ଅଲମ୍ପିକ୍ସ ଚାଲିଥିବା ବେଳେ ଅଲମ୍ପିକ୍ସରେ ଭାରତର ଦୁର୍ବଳ ପ୍ରଦର୍ଶନ ଉପରେ ନିଜର ମତ ପ୍ରକାଶ କରିଛନ୍ତି।…

ଭାଙ୍ଗିଲା ଅପରାଜୟ ଧାରା, ବେଲଜିୟମଠାରୁ ହାରିଲା ଭାରତ

ନୂଆଦିଲ୍ଲୀ,୧।୮: ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକି ଟିମର ଅପରାଜୟ ଧାରା। ଗତ ସଂସ୍କରଣର ସ୍ୱର୍ଣ୍ଣ ବିଜେତା ବେଲଜିୟମଠାରୁ୧-୨ ଗୋଲରେ ପରାସ୍ତ ହୋଇଛି ଭାରତ । ଭାରତର ପାଇଁ ଅଭିଷେକ ପ୍ରଥମ ଗୋଲ ସ୍କୋର କରି ୧-୦ରେ ଆଗୁଆ କରିବା ପରେ ବେଲଜିୟମ…

ପିତାଙ୍କ ଅନ୍ତିମ ଇଚ୍ଛା ପୂରଣ କଲେ ଜର୍ଜିଆନ ଶୁଟର

ଚାଟେରକ୍ସ (ଫ୍ରାନ୍ସ), ୩୧ା୭ (ପି.ଟି.): ପିତାଙ୍କ ଅନ୍ତିମ ଇଚ୍ଛା ପୂରଣ କରିବାକୁୁ ଯାଇ ଜର୍ଜିଆର ଜଣେ ମହିଳା ଶୁଟର ନିନୋ ସାଲୁକ୍‌ଭେଜ କ୍ରମାଗତ ୧୦ମ ଥର ଅଲିମ୍ପିକ୍ସରେ ଭାଗ ନେଇଛନ୍ତି। ନିନୋ ୯ମ ଥର ଅଲିମ୍ପିକ୍ସରେ ଅଂଶଗ୍ରହଶ କରି ୩ ପଦକ…

Paris Olympics 2024: ଲବଲୀନାଙ୍କ ଏକପାଖିଆ ବିଜୟ; ପଦକ ଠାରୁ ଗୋଟିଏ ବିଜୟ ଦୂରରେ

ନୂଆଦିଲ୍ଲୀ,୩୧।୭: ଭାରତର ତାରକା ମହିଳା ବକ୍ସର ଲବଲୀନା ବୋର୍ଗୋହେନ ପ୍ୟାରିସ ଅଲମ୍ପିକ୍ସରେ ପଦକ ହାସଲ କରିବାଠାରୁ ମାତ୍ର ଆଉ ଗୋଟିଏ ଵିଜୟ ଦୂରରେ ରହିଛନ୍ତି। ଲବଲୀନା ୭୬ କେଜି ବର୍ଗରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚ୍କୁ ଲବଳୀନ ୫-୦ରେ…

ମନୁ ଭାକରଙ୍କ ଟ୍ରେନିଂ ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି ଟଙ୍କା; ଖୁଲାସା କଲେ କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ,୨୯ା୭: ଚାଲିଥିବା ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ମନୁ ଭାକରଙ୍କ ଐତିହାସିକ ବ୍ରୋଞ୍ଜ ପଦକ ଜିତିବା ପରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏହି ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଲିମ ପଛରେ କରାଯାଇଥିବା କଠିନ ପରିଶ୍ରମ…

Paris Olympic 2024: ସୁଟିଂରେ ୧୦ ମିଟର ଏୟାର ରାଇଫଲ୍ ଫାଇନାଲରେ ରମିତା ଜିନ୍ଦଲ

ନୂଆଦିଲ୍ଲୀ,୨୮ା୭: ଭାରତର ରମିତା ଜିନ୍ଦଲ ଇତିହାସ ସୃଷ୍ଟି କରି ପ୍ୟାରିସ ଅଲମ୍ପିକ୍ସ ସୁଟିଂ ୧୦ ମିଟର ଏୟାର ରାଇଫଲ୍ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ଗତ ୨୦ ବର୍ଷ ମଧ୍ୟରେ ମନୁ ଭାକରଙ୍କ ପରେ ରମିତା ଦ୍ୱିତୀୟ ମହିଳା ପ୍ରତିଯୋଗୀ ଭାବେ…

Paris Olympic 2024: ବିଜୟ ସହିତ ଅଭିଯାନ ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ,୨୭।୭: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିବା ଭାରତ ଶନିବାର ଅନୁଷ୍ଠିତ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଛି। ମ୍ୟାଚ ୨-୨ରେ ଡ୍ର’…

Paris Olympics 2024: ଫାଇନାଲରେ ସୁଟର ମନୁ ଭାକର

ନୂଆଦିଲ୍ଲୀ,୨୭।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପ୍ରଥମ ଦିନରେ ଭାରତ ପାଇଁ ଭଲ ଖବର ଆସିଛି। ସୁଟର ମନୁ ଭାକର ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ମନୁ କ୍ୱାଲିଫାଇଂ ରାଉଣ୍ଡରେ ୫୮୦ ପଏଣ୍ଟ ସହ ତୃତୀୟ…

ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଉଦ୍‌ଘାଟନୀ ସମାରୋହ: ଆକର୍ଷଣରେ ଲେଡି ଗାଗା, ସେଲିନ୍‌ ଡିଅନ, ଆୟା

ପ୍ୟାରିସ୍‌,୨୬ା୭(ପି.ଟି.): ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆୟୋଜିତ ହେବାକୁ ଯାଉଥିବା ବେଳେ ଏହାର ଉଦ୍‌ଘାଟନୀ ସମାରୋହ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମ ଥର ପାଇଁ ମୁକ୍ତାକାଶରେ ଏକ ନଦୀ ଉପରେ ୬ କି.ମି. ଯାଏ ଏହି ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବ।…

ଅଲମ୍ପିକ୍ସ ଖେଳିବେ ବିଧାୟିକା; ବାପା-ମା’ ଥିଲେ ଏମପି

ନୂଆଦିଲ୍ଲୀ,୨୫।୭: ଚଳିତ ଅଲମ୍ପିକ୍ସ ଗେମ୍ସ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ୨୬ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ପ୍ୟାରିସ ଅଲମ୍ପିକ୍ସ ପାଇଁ ଭାରତର ୧୧୭ ଆଥଲେଟ ଅଂଶଗ୍ରହଣ କରୁଛନ୍ତି। ୨୦୨୦ ଟୋକିଓ ଅଲମ୍ପିକ୍ସରେ ଭାରତ ୭ ଟି ପଦକ ଜିତିଥିଲା।…

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କଲେ ଭାରତୀୟ ମହିଳା ଏବଂ ପୁରୁଷ ୪X୪୦୦ ମିଟର ରିଲେ ଟିମ୍

ନୂଆଦିଲ୍ଲୀ,୬।୫: ସୋମବାର ବିଶ୍ୱ ଆଥଲେଟିକ୍ସ ରିଲେରେ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଭାରତୀୟ ପୁରୁଷ ଏବଂ ମହିଳା ୪X୪୦୦ ମିଟର ରିଲେ ଦଳ ପ୍ୟାରିସ ଅଲିମ୍ପିକ୍ସ ପାଇଁ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି। ରୁପାଲ ଚୌଧୁରୀ, ଏମ ଆର ପୁଓଭାମା, ଜ୍ୟୋତିିକା ଶ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri