Tag Archives: Paris Olympics 2024

ଓଡ଼ିଶା ଫେରି ନବୀନଙ୍କୁ ଭେଟିଲେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଅମିତ୍‌ ରୋହିଦାସ୍

ଭୁବନେଶ୍ୱର,୧୬।୮: ଭାରତୀୟ ହକି ଦଳ ଲଗାତାର ଦ୍ୱିତୀୟ ଥର ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଦଳର ସଦସ୍ୟ ଥିବା ଓଡ଼ିଶାର ଅମିତ ରୋହିଦାସ ଶୁକ୍ରବାର ଓଡ଼ିଶା ଫେରିଛନ୍ତି। ଅମିତଙ୍କୁ ବିମାନ ବନ୍ଦରରେ ବିପୁଳ ସ୍ୱାଗତ କରାଯାଇଥିବା ବେଳେ ମାଧ୍ୟାନରେ ମୁଖ୍ୟମନ୍ତ୍ରୀ...

ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଅମିତ୍ ରୋହିଦାସ୍‌ଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୮: ପ୍ୟାରିସ୍‌ ଅଲମ୍ପିକ୍ସରେ ପଦକ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳର ଏକମାତ୍ର ଓଡିଆ ଖେଳାଳୀ ଅମିତ୍‌ ରୋହିଦାସ୍ ଆଜି ଓଡିଶାରେ ପହଞ୍ଚିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଅମିତ୍‌ଙ୍କୁ ସମ୍ବର୍ଦ୍ଧିତ...

ଅଲିମ୍ପିକ୍ସରେ ମେଡାଲ ନ ଜିତିଲେ ଖେଳାଳିଙ୍କୁ କେଉଁ ଦଣ୍ଡ ଦିଅନ୍ତି କିମ୍ ଜଙ୍ଗ ଉନ୍

ନୂଆଦିଲ୍ଲୀ,୧୨ା୮: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ସମାପ୍ତ ହୋଇଛି। ଅନେକ ଦେଶ ପରି ଉତ୍ତର କୋରିଆ ଆଥଲେଟ୍ ମାନେ ମଧ୍ୟ ଅନେକ କ୍ରୀଡ଼ାରେ ଅଂଶଗ୍ରହଣ କରି ପଦକ ଜିତିଛନ୍ତି। କିନ୍ତୁ, ଉତ୍ତର କୋରିଆର ଅନେକ ଆଥଲେଟ୍ ଅଛନ୍ତି ଯେଉଁମାନେ ବିନା ପଦକରେ...

ସ୍ୱର୍ଣ୍ଣ ଜିତିବା ପରେ ଅର୍ଶଦ ନଦୀମଙ୍କ ପାଇଁ ଏତିକି କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ସରକାର

ନୂଆଦିଲ୍ଲୀ,୯ା୮: ପ୍ୟାରିସ ଅଲିମ୍ପିକ୍ସରେ ପାକିସ୍ତାନ ପାଇଁ ଅର୍ଶଦ ନଦୀମ ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ଜିତିଥିବା ପରେ ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଶେଷଥର ପାଇଁ ୧୯୮୪ ଲସ୍ ଏଞ୍ଜେଲସରେ ହକି ଟିମ୍ ସ୍ବର୍ଣ୍ଣ ଜିତିଥିବା ବେଳେ ୨୭ ବର୍ଷୀୟ...

ନଦୀମଙ୍କ ସ଼୍ବର୍ଣ୍ଣକୁ ନେଇ ବହୁ ବର୍ଷ ପରେ ଖୁସି ପାଳୁଛି ପାକିସ୍ତାନ

ଇସ୍‌ଲାମାବାଦ, ୦୯।୦୮: ପ୍ରଥମଥର ପାଇଁ ଅଲିମ୍ପିକ୍ସର ବ୍ୟକ୍ତିଗତ ଇଭେଣ୍ଟରେ ପାକିସ୍ତାନ ସ଼୍ବର୍ଣ୍ଣ ଜିତିଛି । ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସରେ ପାକିସ୍ତାନର ଅର୍ଶଦ ନଦୀମ ଜାଭେଲିନ୍‌ ଥ୍ରୋରେ ଏହି ସ଼୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏଥିସହିତ ଅଲିମ୍ପିକ୍ସର ସର୍ବକାଳୀନ ରେକର୍ଡ...

ପ୍ୟାରିସ ଅଲିମ୍ପିକ୍ସରେ ପଦକ ପାଇବେ କି ନାହିଁ ଭିନେଶ; ଆଜି ଆସିପାରେ ନିଷ୍ପତ୍ତି, କେସ ଲଢ଼ୁଛନ୍ତି ପ୍ରଖ୍ୟାତ ଓକିଲ

ପ୍ୟାରିସ, ୯।୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ତାରକା ମହିଳା ରେସଲର ଭିନେଶ ଫୋଗାଟଙ୍କ ଆବେଦନ ଶୁକ୍ରବାର ଶୁଣାଣି ହେବ। ତାଙ୍କର ଅଯୋଗ୍ୟତା ବିରୋଧରେ ସେ CAS (କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ) ରେ ଏକ ଆବେଦନ କରିଥିଲେ, ଯାହା...

ନୀରଜଙ୍କୁ ରୌପ୍ୟ: ପାକିସ୍ତାନର ନଦିମଙ୍କୁ ସ୍ବର୍ଣ୍ଣ

ପ୍ୟାରିସ, ୯।୮: ପ୍ୟାରିସ୍‌ ଅଲିମ୍ପିକ୍ସରେ ଚମକ ଦେଖାଇ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର ନୀରଜ ଚୋପ୍ରା। ଗୁରୁବାର ଅନୁଷ୍ଠିତ ପୁରୁଷ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ସେ ଯଦିଓ ନିଜର ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବଜାୟ ରଖିବାରେ ସକ୍ଷମ...

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ୍‌, ଭିନେଶ ଫୋଗାଟଙ୍କୁ ରାଜ୍ୟସଭା ପଠାଇଥାନ୍ତୁ, ହେଲେ..

ନୂଆଦିଲ୍ଲୀ, ୦୮।୦୮: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେନ୍ଦ୍ର ସିଂହ ହୁଡ୍ଡା ଭିନେଶ ଫୋଗାଟଙ୍କୁ ନେଇ ବଡ଼ କଥା କହିଛନ୍ତି । ଯଦି ଆମ ପାଖରେ ବିଧାୟକ ସଂଖ୍ୟା ଅଧିକ ଥାନ୍ତା ଆମେ ମହିଳା କୁସ୍ତିଯୋଦ୍ଧା ଭିନେଶ...

ସାଥୀ ଖେଳାଳିଙ୍କ ଧ୍ୟାନ ଭଙ୍ଗ କଲେ ଅନିନ୍ଦ୍ୟ ସୁନ୍ଦରୀ; ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ଟିମ୍ ମ୍ୟାନେଜମେଣ୍ଟ

ନୂଆଦିଲ୍ଲୀ, ୮ା୮: ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ ଗ୍ରହଣ କରିଥିବା ପାରଗୁଏର ମହିଳା ସନ୍ତରଣକାରୀ ଲୌନା ଅଲୋନ୍‌ସୋ ନିଜର ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ତାଙ୍କର ଏହି ସୁନ୍ଦରତା ପାଇଁ ତାଙ୍କୁ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡିଛି। ସାଥୀ ଖେଳାଳିଙ୍କ...

ଅଲମ୍ପିକରୁ ଦୁଃଖଦ ବିଦାୟ ପରେ ଅବସର ଘୋଷଣା କଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୮।୮: ମାତ୍ର ୧୦୦ ଗ୍ରାମ୍ ଓଜନ ଅଧିକ ପାଇଁ ମହିଳା କୁସ୍ତି ଫାଇନାଲରେ ପ୍ରବେଶ କରିଥିବା ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେବା ପରେ ଅବସର ଘୋଷଣା କରିଛନ୍ତି। ସେ ଫାଇନାଲ ଖେଳି ପାରିବେ ନାହିଁ। ତାଙ୍କୁ କୌଣସି ପଦକ...

ସେମିଫାଇନାଲ ପୂର୍ବରୁ ଭାରତୀୟ ହକି ଦଳକୁ ବଡ ଝଟକା; ଓଡ଼ିଶାର ଅମିତ ଗୋଟିଏ ମ୍ୟାଚ୍‌ରୁ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୫।୮: ଭାରତର ପ୍ରମୁଖ ଡିଫେଣ୍ଡର ତଥା ପ୍ରଥମ ରଶର ଅମିତ ରୋହିଦାସ ଗୋଟିଏ ମ୍ୟାଚରୁ ସସ୍‌ପେଣ୍ଡ ହୋଇଛନ୍ତି। ଫଳରେ ସେ ଚଳିତ ଅଲିମ୍ପିକ୍ସର ଜର୍ମାନୀ ବିପକ୍ଷ ପୁରୁଷ ହକି ସେମିଫାଇନାଲ ଖେଳିପାରିବେ ନାହିଁ। ଗ୍ରେଟ୍‌ ବ୍ରିଟେନ ବିପକ୍ଷ କ୍ୱାର୍ଟର ଫାଇନାଲର...

ଜୁଲିଆନ୍‌ ଆଲଫ୍ରେଡ୍‌ ବିଶ୍ୱର ଦ୍ରୁତତମ ଧାବିକା

ପ୍ୟାରିସ୍‌, ୪ା୮(ପି.ଟି.): ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ୧୦୦ ମିଟର ମହିଳା ସ୍ପ୍ରିଣ୍ଟରେ ସେଣ୍ଟ ଲୁସିଆର ଜୁଲିଆନ୍‌ ଆଲଫ୍ରେଡ୍‌ ବିଜୟୀ ହୋଇଛନ୍ତି। ନିଟ୍‌ ରେକର୍ଡ ସହିତ ଆଲଫ୍ରେଡ୍‌ ୧୦.୭୨ ସେକେଣ୍ଡର ଟାଇମିଂ ହାସଲ କରି ସ୍ବର୍ଣ୍ଣ ପଦକ ଜିତିଥିଲେ। ଅନ୍ୟ ପକ୍ଷରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri