ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…
ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ ସଭ୍ୟା, ସରପଞ୍ଚ, ସମିତି ସଭ୍ୟାମ୍ସଭ୍ୟ ଏବଂ ଓ୍ବାର୍ଡସଭ୍ୟ ପ୍ରମୁଖ ଧାରଣା ଦେଇ ପ୍ରତିବାଦ…
ଏଣିକି ଲୋକେ ଆସିବେନି ଅଫିସରଙ୍କ ପାଖକୁ, ଲୋକଙ୍କ ଗୁହାରି ଶୁଣିବାକୁ ପଞ୍ଚାୟତ ଯିବେ ଅଫିସର
ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତିଭାସନ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଏଣିକି ଲୋକେ ଅଫିସରଙ୍କ ପାଖକୁ ଗୁହାରି କରିବାକୁ ସହରକୁ ଆସିବେ ନାହିଁ। ଅଫିସର ଲୋକଙ୍କ ପାଖକୁ ଯାଇ ଗୁହାରି ଶୁଣିବେ। ତେଣୁ ଜିଲାପାଳ…
ଖାଲି ପଡ଼ିଥିବା ୧୧୩୪ ପଞ୍ଚାୟତସ୍ତରର ପଦବୀ ପୂରଣ ହେବ
ଭୁବନେଶ୍ୱର,୧୨ା୪(ସୁନିତ୍ ମିଶ୍ର): ରାଜ୍ୟର ପଞ୍ଚାୟତ ସ୍ତରରେ ଖାଲି ପଡ଼ିଥିବା ୧୧୩୪ଟି ପଦ ପୂରଣ ପାଇଁ ଉପନିର୍ବାଚନ ନିମନ୍ତେ ପ୍ରାଥମିକ ପଦକ୍ଷେପ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ଆରମ୍ଭ କରାଯାଇଛି। ସେଥି ମଧ୍ୟରୁ ୫ଟି ଜିଲା ପରିଷଦ ସଭ୍ୟ, ୪୧ଟି ପଞ୍ଚାୟତ ସମିତି…
ନୂଆ ପଞ୍ଚାୟତ ଗଠନ ଦାବିରେ ରାସ୍ତାରେ ବସିଲେ ଅଞ୍ଚଳବାସୀ
ବାଲିଗୁଡ଼ା,୧୦ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): ନୂଆ ପଞ୍ଚାୟତ ଗଠନ ଦାବିରେ ତେଜୁଛି ଜନଅସନ୍ତୋଷ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇଛନ୍ତି ଅଞ୍ଚଳବାସୀ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହେବା ପରେ ନୂଆ ପଞ୍ଚାୟତ ଗଠନ ନିମନ୍ତେ ଆବେଦନ କରିଛନ୍ତି ମଗଡ଼ିଙ୍ଗିଆ ଅଞ୍ଚଳବାସୀ। କନ୍ଧମାଳ…
Archives


