ଭାରତକୁ ଧମକ ଦେଇଥିବା ପାକିସ୍ତାନୀ ମନ୍ତ୍ରୀ ମୁସାଦିକ ଆସୁଛନ୍ତି ଦିଲ୍ଲୀ, ଜାଣନ୍ତୁ ସେ କ’ଣ କହିଥିଲେ…
ଇସଲାମାବାଦ/ନୂଆଦିଲ୍ଲୀ,୧୯।୧୧: ପାକିସ୍ତାନ ମନ୍ତ୍ରୀ ମୁସାଦିକ ମଲିକ, ଯିଏ ପୂର୍ବରୁ ଭାରତ ବିରୋଧରେ ଧମକ ଦେଇଥିଲେବର୍ତ୍ତମାନ ତାଙ୍କର ଆଗାମୀ ଭାରତ ଗସ୍ତ ଆଲୋଚନାର ବିଷୟ ପାଲଟିଛି। ସେ ପଡ଼ୋଶୀ ଦେଶରେ ଜଳବାୟୁ ବିଭାଗର ଦାୟିତ୍ୱରେ ଥିବା ମନ୍ତ୍ରୀ ଅଟନ୍ତି। ଭାରତର ନିମନ୍ତ୍ରଣ କ୍ରମେ,…

