Tag Archives: PAKISTAN

ଭାରତରୁ ପାକିସ୍ତାନକୁ ଚେତାବନୀ ଦେଲେ ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ; ‘ସୁଧୁରିଯା ନ ହେଲେ ଅନ୍ୟ ବାଟ ଅଛି’

ନୂଆଦିଲ୍ଲୀ,୧୨।୧୦: ଆଫଗାନିସ୍ତାନ ଓ ପକିସ୍ତାନ ମଧ୍ୟରେ ସୀମାନ୍ତ ସଂଘର୍ଷ ବଢ଼ିବା ପରେ ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଆମିର୍ ଖାନ୍ ମୁତ୍ତାକି ରବିବାର ସତର୍କ କରିଛନ୍ତି। ସେ କହିଛନ୍ତି, “ସୀମାନ୍ତରେ ଶାନ୍ତି ପ୍ରୟାସ ବିଫଳ ହେଲେ ଆମେ ଅନ୍ୟ ପଥ ଆପଣାଇବୁ।...

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲାଣି ପାକିସ୍ତାନ! ଆଫଗାନିସ୍ତାନକୁ ଧମକ ଦେଲେ ଶହବାଜ

ଇସଲାମାବାଦ,୧୨।୧୦: ପାକିସ୍ତାନର ପଶ୍ଚିମ ସୀମାରେ ଉତ୍ତେଜନା ଜାରି ରହିଛି। ଆଫଗାନିସ୍ତାନର ରାଜଧାନୀ କାବୁଲରେ ହୋଇଥିବା ବିମାନ ଆକ୍ରମଣ ପାକିସ୍ତାନକୁ ମହଙ୍ଗା ପଡ଼ିଛି। ଅନେକ ସୈନିକଙ୍କ ମୃତ୍ୟୁ ସତ୍ତ୍ୱେ, ପାକିସ୍ତାନ ହାର ମାନିବାକୁ ପ୍ରସ୍ତୁତ ନାହିଁ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ...

ପାକିସ୍ତାନ ସେନା ଉପରେ ଭୟଙ୍କର ଆକ୍ରମଣ, ସୀମାରୁ ଆସିଲା ବଡ଼ ଖବର

ଇସଲାମବାଦ,୧୨।୧୦: ପାକିସ୍ତାନ ଉପରେ ଆଫଗାନିସ୍ତାନ ସେନା ଭୟଙ୍କର ଆକ୍ରମଣ କରିଛି। ତାଲିବାନ ଓ ପାକ ସେନା ମଧ୍ୟରେ ପ୍ରବଳ ଗୁଳି ବିନିମୟ ଦେଖଇବାକୁ ମିଳିଛି। ଏହି ଯୁଦ୍ଧ ସମୟରେ ୧୨ ପାକିସ୍ତାନୀ ସୈନିକ ନିହତ ହୋଇଥିବା ସୂଚନା ମିଳିଛି। କୁନାର...

ଭାରତରୁ ତାଲିବାନ ମନ୍ତ୍ରୀଙ୍କ ପାକିସ୍ତାନକୁ ଚେତାବନୀ: “ଆଫଗାନଙ୍କ ସାହସର ପରୀକ୍ଷା କରନ୍ତୁ ନାହିଁ”

ନୂଆଦିଲ୍ଲୀ,୧୦।୧୦: ତାଲିବାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତାକୀ ଶୁକ୍ରବାର ଭାରତ ଗସ୍ତରେ ଆସି ଆଫଗାନିସ୍ତାନ ମାଟି କୌଣସି ଦେଶ ବିରୋଧରେ ବ୍ୟବହାର ହେବାକୁ ଦିଆଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ଯାହାକୁ ପାକିସ୍ତାନ ଉପରେ ଏକ ପରୋକ୍ଷ ଆକ୍ଷେପ...

ଭାରତର ଶକ୍ତି ପ୍ରଦର୍ଶନ, ଛାନିଆରେ ପାକିସ୍ତାନ ଘୋଷଣା କଲା ଲକ୍‌ଡାଉନ

ନୂଆଦିଲ୍ଲୀ,୧୦।୧୦: ଅପରେସନ ସିନ୍ଦୂର ପରଠାରୁ, ଭାରତ ଏହାର ପ୍ରତିରକ୍ଷା କ୍ଷମତାକୁ ଆହୁରି ବୃଦ୍ଧି କରିଛି। ଏହି ପଦକ୍ଷେପର ଅଂଶ ସ୍ବରୂପ, ଭାରତ ବଙ୍ଗୋପସାଗରରେ କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ପର୍କରେ ଏକ NOTAM (ବାୟୁସେନାକୁ ନୋଟିସ) ଜାରି କରିଛି। ଏହି NOTAM ଅକ୍ଟୋବର...

ପାକିସ୍ତାନର ବଡ଼ ଏୟାରଷ୍ଟ୍ରାଇକ୍‌! ଭୟଙ୍କର ବିସ୍ଫୋରଣରେ…

କାବୁଲ,୧୦।୧୦: ପାକିସ୍ତାନୀ ସେନା ଅକ୍ଟୋବର ୭ରେ ନଅ ଜଣ ସୈନିକ ଏବଂ ଦୁଇ ଜଣ ଅଧିକାରୀଙ୍କ ହତ୍ୟାରେ ଜଡିତ ୩୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଏନେଇ ରଏଟର୍ସ ଏକ ସେନା ବିବୃତ୍ତିକୁ ଉଦ୍ଧୃତ କରି ରିପୋର୍ଟ କରିଛି। ଗୁଇନ୍ଦା...

ପାକିସ୍ତାନ ଏକ୍ସପର୍ଟଙ୍କ ବଡ଼ ଦାବି, କହିଲେ ଭାରତ ସହ ହେବ ଭୟଙ୍କର ଯୁଦ୍ଧ, ସାଉଦି ଆରବ ଆମକୁ ଦେବ…

ଇସଲାମାବାଦ,୧୦।୧୦: ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଉ ଏକ ଯୁଦ୍ଧର ପୂର୍ବାନୁମାନ କରିଛନ୍ତି, ସାଉଦି ଆରବ ପାକିସ୍ତାନକୁ ସମର୍ଥନ କରିବ। ସେ ପାକିସ୍ତାନରେ ଅନୁଷ୍ଠିତ ଏକ କର୍ପସ କମାଣ୍ଡର ସମ୍ମିଳନୀରେ ଏହି ବିବୃତ୍ତି ଦେଇଛନ୍ତି,...

ତାଲିବାନ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତକୁ ସହି ପାରିଲାନି ପାକିସ୍ତାନ! କାବୁଲ ସମେତ ୩ ସହରରେ କଲା ଏୟାର ଷ୍ଟ୍ରାଇକ

କାବୁଲ,୧୦।୧୦: ପାକିସ୍ତାନ ତେହରିକ-ଏ-ତାଲିବାନ (ପାକିସ୍ତାନ)ର ଶୀର୍ଷ କମାଣ୍ଡରମାନଙ୍କୁ ନିପାତ କରିବା ପାଇଁ ଆଫଗାନିସ୍ତାନର ରାଜଧାନୀ କାବୁଲ ସମେତ ତିନୋଟି ସହରରେ ବିମାନ ଆକ୍ରମଣ କରିଛି। କାବୁଲରେ ପାକିସ୍ତାନର ଆକ୍ରମଣ ତାଲିବାନର ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ଭାରତ ଗସ୍ତ...

ପାକିସ୍ତାନରେ ହଇଚଇ: ପୁଣି ଭାରତ ବିରୋଧରେ ବିଷ ଓଗାଳିଲେ ମୁନିର

ନୂଆଦିଲ୍ଲୀ,୯।୧୦: ଦଶହରାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ଦେଇଥିବା କଡ଼ା ବାର୍ତ୍ତା ପଡ଼ୋଶୀ ଦେଶରେ ହଇଚଇ ସୃଷ୍ଟି କରିଛି। ସମଗ୍ର ପାକିସ୍ତାନରେ ଭୟର ବାତାବରଣ ରହିଛି ଏବଂ ଏବେ ପାକିସ୍ତାନ...

ଏଥର ଭାରତ-ପାକିସ୍ତାନ ଯୁଦ୍ଧ ହେଲେ…ପୁଣି ଭାରତ ବିରୋଧ ବିଷ ଓଗାଳିଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

ଇସଲାମାବାଦ୍‌,୮।୧୦: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବହୁ ପରିମାଣରେ ବୃଦ୍ଧି ପାଇଛି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ପାକିସ୍ତାନର ଘୃଣ୍ୟ ଉଦ୍ଦେଶ୍ୟ ପ୍ରକାଶ କରିଛନ୍ତି। ସେ ଭାରତ ସହିତ ଆଉ ଏକ ଯୁଦ୍ଧର ଆଶଙ୍କା ପ୍ରକାଶ କରିଛନ୍ତି।...

ପାକିସ୍ତାନରେ ବଡ଼ ଆକ୍ରମଣ, ଭାରତର…

ଇସଲାମବାଦ,୮।୧୦: ମଙ୍ଗଳବାର ଏବଂ ବୁଧବାର ରାତିରେ ପାକିସ୍ତାନୀ ସେନା ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ତେହେରିକ-ଏ-ତାଲିବାନ ପାକିସ୍ତାନ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ଏଗାର ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଗୁରୁତର ଆହତ ହୋଇଛନ୍ତି। ମୃତ...

ବଲୁଚ ଆର୍ମି ଟାର୍ଗେଟରେ ଜାଫର ଏକ୍ସପ୍ରେସ, ବିସ୍ଫୋରଣରେ ଥରି ଉଠିଲା ପାକିସ୍ତାନ

ଇସଲାମାବାଦ,୭।୧୦: ପାକିସ୍ତାନର ଜାଫର ଏକ୍ସପ୍ରେସ ଟ୍ରେନ ଉପରେ ପୁଣି ଥରେ ଆକ୍ରମଣ ହୋଇଛି। ବୋମା ବିସ୍ଫୋରଣରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ଏବଂ ଅନେକ କୋଚ ଲାଇନଚ୍ୟୁତ ହୋଇଛି। ବାଲୁଚ ଲିବରେସନ ଗାର୍ଡସ ଏହି ଆକ୍ରମଣ ପାଇଁ ଦାୟୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri