୨ ଦିନରେ ୧୭୭ ଆତଙ୍କବାଦୀ ନିହତ
ଇସ୍ଲାମାବାଦ,୩ା୨: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବେଲୋଚ ଆତଙ୍କବାଦୀ ଏବଂ ପାକିସ୍ତାନ ସେନା ମଧ୍ୟରେ ଲାଗି ରହିଥିବା ସଂଘର୍ଷ ଏବେ ମଧ୍ୟ କିଛି ଇଲାକାରେ ଜାରି ରହିଛି। ଇତିମଧ୍ୟରେ ପାକ୍ ସେନା ଗୁଳିରେ ଆଉ ୨୨ ବେଲୋଚ ଆତଙ୍କବାଦୀ ନିହତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା…
ଭାରତ ବିପକ୍ଷ ମ୍ୟାଚ୍ ବୟକଟ କରିବା ପାକିସ୍ତାନକୁ ପଡ଼ିବ ମହଙ୍ଗା
ନୂଆଦିଲ୍ଲୀ,୨।୨: ଆସନ୍ତା ୭ରୁ ଆରମ୍ଭ ହେବ ଟି୨୦ ବିଶ୍ୱକପ୍। ହେଲେ ୧୫ ତାରିଖରେ ଶ୍ରୀଲଙ୍କାର କଲମ୍ବୋଠାରେ ଭାରତ ବିପକ୍ଷରେ ହେବାକୁ ଥିବା ହାଇଭୋଲ୍ଟେଜ୍ ଲିଗ୍ ମ୍ୟାଚ୍କୁ ପାକିସ୍ତାନ ବର୍ଜନ କରିଛି। ପାକିସ୍ତାନର ମ୍ୟାଚ୍ ବର୍ଜନ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ଆଲୋଚନା…
ହେବ ତୃତୀୟ ବିଶ୍ୱ ଯୁଦ୍ଧ! କାହିଁକି ଉଠୁଛି ଭାରତ-ପାକିସ୍ତାନ ନାମ? ଜାଣନ୍ତୁ ଏହାର କାରଣ
ନୂଆଦିଲ୍ଲୀ,୨।୨: ୨୦୨୬ ମସିହାର ପ୍ରଥମ ମାସରେ, ବିଶ୍ୱର ଅଧିକାଂଶ ସ୍ଥାନରେ ଉତ୍ତେଜନା ଦେଖାଦେଇଛି। ଇରାନ ଉପରେ ଆମେରିକାର ସମ୍ଭାବ୍ୟ ଆକ୍ରମଣର ଭୟ ସମଗ୍ର ପଶ୍ଚିମ ଏସିଆରେ ଘୂରି ବୁଲୁଛି। ଏହି ସମୟରେ, ଗ୍ରୀନଲ୍ୟାଣ୍ଡକୁ ମିଶାଇବା ପାଇଁ ଆମେରିକାର ଯୋଜନା ୟୁରୋପରେ ଚିନ୍ତାକୁ…
କ’ଣ ଏମିତି କହିଲା ତୁର୍କୀ? ଖପ୍ପା ହୋଇଗଲା Pakistan, ଜାଣନ୍ତୁ ପୂରା ଘଟଣା
ଇସଲାମାବାଦ,୩୧।୧: ଇସଲାମିକ ନାଟୋ ଗଠନ କରିବାକୁ ଚେଷ୍ଟା କରୁଥିବା Pakistanକୁ ତୁର୍କୀ ଏକ ଗୁରୁତ୍ୱପୂର୍ଣ୍ଣ ଧକ୍କା ଦେଇଛି। ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ ସ୍ପଷ୍ଟ କରିଛନ୍ତି ଯେ ତୁର୍କୀ କୌଣସି ନୂତନ ଭୂରାଜନୈତିକ ବ୍ଲକରେ ଯୋଗଦେବ ନାହିଁ। ସେ କହିଛନ୍ତି,…
ଆକାଶ ମାର୍ଗରେ ଏକାଠି ହେଲେ ପାକିସ୍ତାନ-ବାଂଲାଦେଶ, ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ
କରାଚୀ,୩୦।୧: ୧୪ ବର୍ଷ ପରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁନର୍ବାର ଆରମ୍ଭ ହୋଇଛି। ବାଂଲାଦେଶର ଜାତୀୟ ବିମାନ କମ୍ପାନୀ, ବିମାନ ବାଂଲାଦେଶ ଏୟାରଲାଇନ୍ସ, ଢାକାରୁ କରାଚୀକୁ ପ୍ରଥମ ସିଧାସଳଖ ବିମାନ ସେବା ଆରମ୍ଭ କରିଛି। ଏହି…
T20 ବିଶ୍ୱକପରୁ ପାକିସ୍ତାନ ଆଉଟ…, ପାକିସ୍ତାନର ମଜା ଉଡାଇଲା ଏହି ଦେଶ
ନୂଆଦିଲ୍ଲୀ,୩୦।୧: ପାକିସ୍ତାନ ୨୦୨୬ ଟି୨୦ ବିଶ୍ୱକପ ପାଇଁ ତାର ଦଳ ଘୋଷଣା କରିଛି, କିନ୍ତୁ ପିସିବି ଅଧ୍ୟକ୍ଷଙ୍କ ପୋଷ୍ଟ ପରେ ସେମାନଙ୍କ ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା ଜାରି ରହିଛି। ମୋହସିନ ନକଭି ଏକ ପୋଷ୍ଟରେ କହିଛନ୍ତି ଯେ ଆଇସିସି ପ୍ରସଙ୍ଗରେ ଚୂଡ଼ାନ୍ତ…
କାହିଁକି ଇସ୍ରାଏଲ ଯାଉଛନ୍ତି ମୋଦି? ପାକିସ୍ତାନ ସହ ହଜିବ ହମାସର ନିଦ
ନୂଆଦିଲ୍ଲୀ/ଇସଲାମାବାଦ,୨୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ ଗସ୍ତ ସମ୍ପର୍କରେ ପୁଣି ଥରେ ଆଲୋଚନା ଜୋର ଧରିଛି। ରିପୋର୍ଟ ଅନୁଯାୟୀ ଏହି ଗସ୍ତ ୨୭-୨୮ ଫେବୃଆରୀ, ୨୦୨୬ ରେ ହୋଇପାରେ। ଯଦି ଏହା ହୁଏ, ତେବେ ଏହା ୨୦୧୭ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କର…
ଯଦି ପାକିସ୍ତାନ ଟି୨୦ ବିଶ୍ୱକପ୍ ବର୍ଜନ କରେ ତେବେ କ’ଣ ହେବ?
ନୂଆଦିଲ୍ଲୀ,୨୭।୧: ଆଗାମୀ T20 ବିଶ୍ୱକପ୍କୁ ନେଇ କ୍ରିକେଟ୍ ଦୁନିଆରେ ଏବେ ଅସ୍ଥିରତା ଦେଖାଦେଇଛି। ବାଂଲାଦେଶ ସହ ଏକତା ପ୍ରଦର୍ଶନ କରି ପାକିସ୍ତାନ ଏହି ମେଗା ଇଭେଣ୍ଟକୁ ସମ୍ପୂର୍ଣ୍ଣ ବର୍ଜନ କରିବାକୁ ବିଚାର କରୁଛି। ଭାରତ ଗସ୍ତ କରିବାକୁ ମନା କରିବାରୁ ଆଇସିସି…
ଭୟଭୀତ ହେଲାଣି ପାକିସ୍ତାନ!, ଚାଇନାରୁ କ୍ଷେପଣାସ୍ତ୍ର ସହ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବାକୁ ବିମାନ ପଠାଇଲେ ଅସୀମ ମୁନିର
ଇସଲାମାବାଦ,୨୭।୧: ପାକିସ୍ତାନ ବାୟୁସେନା ସହିତ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଦକ୍ଷିଣ ଏସିଆର ସୁରକ୍ଷା ପରିସ୍ଥିତି ବିଷୟରେ ନୂତନ କଳ୍ପନାଜଳ୍ପନା ସୃଷ୍ଟି କରିଛି। ସମ୍ପ୍ରତି, ପାକିସ୍ତାନୀ Il-78 ଆକାଶରେ ଇନ୍ଧନ ଭର୍ତ୍ତି କରୁଥିବା ବିମାନ ଚାଇନାର ସିଚୁଆନ ପ୍ରଦେଶର ଏକ ଏୟାରବେସରେ…
ପାକିସ୍ତାନକୁ ପୁଣି ଶୁଣାଇଲା ଭାରତ, କହିଲା ‘ଆମ ଦେଶକୁ କ୍ଷତି ପହଞ୍ଚାଇବା ଏକମାତ୍ର ଏଜେଣ୍ଡା…’
ନୂଆଦିଲ୍ଲୀ,୨୭।୧: ପାକିସ୍ତାନକୁ ପୁଣିଥରେ ଜାତିସଂଘରେ ଝଟକା ଲାଗିଛି। ଭାରତୀୟ ରାଷ୍ଟ୍ରଦୂତ ଜାତିସଂଘ ମଞ୍ଚରୁ ପାକିସ୍ତାନକୁ କଟାକ୍ଷ କରିଛନ୍ତି। ଏହି ସମୟରେ ସେ ଅପରେଶନ ସିନ୍ଦୂର, ଜମ୍ମୁ କଶ୍ମୀର, ଆତଙ୍କବାଦ ଏବଂ ୨୭ତମ ସଂଶୋଧନ ବିଷୟରେ ମିଥ୍ୟା ପ୍ରଚାର ପାଇଁ ପାକିସ୍ତାନକୁ କଡ଼ା…
T20 World Cup 2026: କାହାଣୀରେ ଆସିଲା ବଡ଼ ଟୁଇଷ୍ଟ, ICC କହିଲା ପାକିସ୍ତାନ ହଟିଲେ ବାଂଲାଦେଶକୁ ମିଳିବ ଏଣ୍ଟ୍ରି!
ନୂଆଦିଲ୍ଲୀ,୨୭।୧: ଆରମ୍ଭ ହେବା ପୂର୍ବରୁ ବିବାଦରେ ଫସି ରହିଥିବା T20 ବିଶ୍ୱକପ 2026କୁ ନେଇ ଏବେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସୁଛି। ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ଓହରିଯିବାକୁ ଧମକ ଦେଉଥିବା ବେଳେ, ICC ଏକ ପ୍ଲାନ B ପ୍ରସ୍ତୁତ କରିଛି। ସୂତ୍ର ଅନୁଯାୟୀ…
ବାଂଲାଦେଶକୁ ‘ଧୋକା’ ଦେଲା ପାକିସ୍ତାନ, ଆଗକୁ ଠେଲିଦେଇ ନିଜେ…
ନୂଆଦିଲ୍ଲୀ, ୨୫ା୧: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ କ୍ରିକେଟ ଜଗତରେ ଏକ ବଡ଼ ଧରଣର ବିବାଦ ଦେଖାଦେଇଛି। ବାଂଲାଦେଶକୁ ସମର୍ଥନ କରି ବିଶ୍ୱକପ୍ ବୟକଟ୍ କରିବାକୁ ଧମକ ଦେଇଥିବା ପାକିସ୍ତାନ ଶେଷ ମୁହୂର୍ତ୍ତରେ ନିଜର ଆଭିମୁଖ୍ୟ ବଦଳାଇ ଦଳ ଘୋଷଣା କରିଛି।…
Archives


