ପାକିସ୍ତାନ ଏୟାର ଷ୍ଟ୍ରାଇକର ଆସିଲା ପ୍ରଥମ ଫଟୋ, ଆତଙ୍କବାଦୀ ମାସୁଦଙ୍କ ବହୁ ସହଯୋଗୀ ଆହତ
ଇସଲାମାବାଦ,୭।୫: ପାକିସ୍ତାନ ପଞ୍ଜାବ ଅଞ୍ଚଳର ମୁରିଦକେରେ ଅନେକ ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ବାୟୁସେନା ମଙ୍ଗଳବାର ରାତି ଅଧିଆ ଆକ୍ରମଣ କରିଛି। ଲସ୍କର-ଇ-ତୋଇବା ଏହାର ମୁଖ୍ୟାଳୟ ପଞ୍ଜାବର ମୁରିଦକେରେ ଅଛି। ଏହାକୁ ପାକିସ୍ତାନର ‘ଆତଙ୍କବାଦୀ ନର୍ସରୀ’ ଭାବରେ ଜଣାଶୁଣା। ଜମ୍ମୁ-କଶ୍ମୀରର...
ଏବେ ଆମେରିକାଠାରୁ ଭାରତକୁ ମିଳିଲା ଗ୍ରିନ୍ ସିଗ୍ନାଲ, ଭୟରେ ଥରହର ପାକିସ୍ତାନ
ନୂଆଦିଲ୍ଲୀ,୬।୫: ପହଲଗାମରେ ହୋଇଥିବା କାପୁରୁଷୋଚିତ ଆକ୍ରମଣକୁ ସାରା ବିଶ୍ୱରେ ନିନ୍ଦା କରାଯାଉଛି। ଏହି ଆକ୍ରମଣ ପରେ ବିଶ୍ୱ ଶକ୍ତିଗୁଡ଼ିକ ପୀଡିତ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଏପରିକି ଆତଙ୍କବାଦ ବିରୁଦ୍ଧରେ ଭାରତ ସହିତ ଏକତା ପ୍ରଦର୍ଶନ କରିଛନ୍ତି। ଏହି...
ପାକିସ୍ତାନକୁ ଚେନାବ ଜଳ ରୋକିଲା ଭାରତ
ନୂଆଦିଲ୍ଲୀ,୬ା୫: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପ୍ରଥମ ପଦକ୍ଷେପ ସ୍ବରୂପ ସିନ୍ଧୁନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖିଥିବାବେଳେ ରବିବାର ଜମ୍ମୁର ବାଗ୍ଲିହାର ଡ୍ୟାମ୍ରୁ ଚେନାବ ନଦୀଜଳ ପ୍ରବାହକୁ ସାମୟିକ ଭାବେ ରୋକିଛି। ବନ୍ଦିପୋର ନିକଟ କିଶନଗଙ୍ଗା ଡ୍ୟାମ୍ରୁ ମଧ୍ୟ ଅନୁରୂପ...
ଆମେରିକାରୁ ଆସିଲା ରିପୋର୍ଟ, ପାକିସ୍ତାନ ଛାନିଆ; ଭାରତ ସହ ଯୁଦ୍ଧ ହେଲେ ହୋଇଯିବ ଧ୍ୱଂସ!
ନୂଆଦିଲ୍ଲୀ,୫।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଉପରେ ସାରା ବିଶ୍ୱର ନଜର ରହିଛି। ଉଭୟ ଦେଶ ପରମାଣୁ ଶକ୍ତି ସମ୍ପନ୍ନ ଦେଶ। ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ, ତେବେ କ୍ଷତି ଅଧିକ ହୋଇପାରେ। ହୁଏତ ଇସ୍ରାଏଲ-ଗାଜା...
ଯୁଦ୍ଧକୁ ନିମନ୍ତ୍ରଣ କରିଥିବା ପାକିସ୍ତାନ ଏବେ ଭୟରେ ଥରହର! UNSC ବୈଠକ ପୂର୍ବରୁ କଲାଣି ଏମିତି ଅନୁରୋଧ
ଇସଲାମାବାଦ,୫।୫: ପହଲଗାମ ଆକ୍ରମଣ ପରେ, ପାକିସ୍ତାନ ଭାରତର କାର୍ଯ୍ୟାନୁଷ୍ଠାନକୁ ଦେଖି ଭୟଭୀତ ହୋଇଛି ଏବଂ ସେ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ପାଇଁ ଆବେଦନ କରିଛି, ଯାହା ପରେ ସୋମବାର (୫ ମଇ, ୨୦୨୫) UNSCର ଏକ ବୈଠକ ଡକାଯାଇଛି।...
ପହଲଗାମ ଆକ୍ରମଣକୁ ନେଇ ବଡ଼ ପଦକ୍ଷେପ ନେଲା ପାକିସ୍ତାନ: ସମର୍ଥନ ଘୋଷଣା କଲା ଚାଇନା
ଇସଲାମାବାଦ୍,୫।୫: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଏବଂ ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାହକ୍ ଡାର ଫୋନ୍ରେ କଥାବାର୍ତ୍ତା କରିଛନ୍ତି। ଏହା ପରେ,ଚାଇନା ପାକିସ୍ତାନର ନିରପେକ୍ଷ ତଦନ୍ତ...
ଭାରତ ପାଣି ବନ୍ଦ କରିବା ପରେ ପାକିସ୍ତାନ ଖପ୍ପା, ମନ୍ତ୍ରୀ କହିଲେ ଆମ ପାଖରେ ବି ବିକଳ୍ପ ଅଛି, ଆମେ ଚାହିଁଲେ…
ନୂଆଦିଲ୍ଲୀ/ଇସଲାମାବାଦ,୪ା୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିନ୍ଧୁ ନଦୀ ଚୁକ୍ତିନାମା ବାତିଲ ଘୋଷଣା କରିଛି। ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ରାଗି କି ନିଆଁବାଣ। ଏବେ ଭାରତକୁ ପରମାଣୁ ବୋମା ମାଡ଼ର...
‘ନା ଆମେ ପାକିସ୍ତାନୀ ଥିଲୁ, ନା ଅଛୁ, ନା କେବେ ହେବୁ…ଆମେ ହେଉଛୁ ଭାରତର ମୁକୁଟ’
ଶ୍ରୀନଗର,୪।୫: ଜମ୍ମୁ ଏବଂ କଶ୍ମୀର ନ୍ୟାସନାଲ କନଫରେନ୍ସ (ଜେକେଏନ୍ସି) ସଭାପତି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ଫାରୁକ ଅବଦୁଲ୍ଲା ଶନିବାର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଜମ୍ମୁ ଏବଂ କାଶ୍ମୀର ଭାରତର...
ମାତ୍ର ୪ ଦିନରେ ଆଣ୍ଠେଇବ ପାକିସ୍ତାନ! ଶୁଖିଲା ଧମକ ଦେଉଥିବା Pak ପାଖରେ ନାହିଁ ଗୋଳାବାରୁଦ, ଆସିଲା ସାଂଘାତିକ…
ଶ୍ରୀନଗର,୪।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନର ଅବସ୍ଥା ଖରାପ ହେବାରେ ଲାଗିିଛି। ଭାରତକୁ ଚ୍ୟାଲେଞ୍ଜ କରୁଥିବା ପାକିସ୍ତାନ ବର୍ତ୍ତମାନ ଗୋଳାବାରୁଦର ଅଭାବର ସମ୍ମୁଖୀନ ହେଉଛି। ଯୁଦ୍ଧ କଥା କହୁଥିବା ପାକିସ୍ତାନ ପାଖରେ ମାତ୍ର ୯୬ ଘଣ୍ଟାର ଗୁଳି...
ବଡ଼ କାର୍ଯ୍ୟାନୁଷ୍ଠାନ: ପାକିସ୍ତାନରୁ ସବୁ ଆମଦାନୀ ବନ୍ଦକଲା ଭାରତ, ମେଲ୍, ପାର୍ସଲ ବି ବନ୍ଦ…
ନୂଆଦିଲ୍ଲୀ,୪ା୫: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନ ସହ ଉତ୍ତେଜନା ବଢ଼ିଚାଲିଥିବାବେଳେ କେନ୍ଦ୍ର ସରକାର ସେଠାରୁ ସମସ୍ତ ପ୍ରକାର ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏଥିସହ ପାକିସ୍ତାନରୁ ଆସୁଥିବା ମେଲ୍ ଓ ପାର୍ସଲଗୁଡ଼ିକୁ ମଧ୍ୟ...
ପାକିସ୍ତାନ ହାତରୁ ଗଲା ବେଲୁଚିସ୍ତାନର ମାଙ୍ଗୋଚର ସହର? ସରକାରୀ କୋଠା କବ୍ଜା କଲେ ବାଲୁଚ୍ ବିଦ୍ରୋହୀ
ଇସଲାମାବାଦ,୩।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ପାକିସ୍ତାନର ବେଲୁଚିସ୍ତାନରେ ଏକ ବଡ଼ ଘଟଣା ଘଟିଛି। ଦେଶର କଳାଟ ଜିଲାର ମାଙ୍ଗୋଚର ସହରରେ ଥିବା ଅନେକ କୋଠାକୁ ବାଲୁଚ...
ହିନ୍ଦୀ ଛାଡି ଏଥର ଇଂରାଜୀରେ ପାକିସ୍ତାନକୁ ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୩।୫: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନ ବିରୋଧରେ ଭାରତର ଆଭିମୁଖ୍ୟ କଠୋର ହେବାରେ ଲାଗିଛି। ଶନିବାର ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିନ୍ଦୀ ବଦଳରେ ଇଂରାଜୀରେ କହି...
Archives


