ପୁଣି ପାକିସ୍ତାନକୁ ପାନେ ଦେବ ଭାରତ: ପଡ଼ୋଶୀ ଦେଶର ଚାଲ୍କୁ ବିଫଳ କରିବାବୁ ସମସ୍ତ ପ୍ରସ୍ତୁତି ଶେଷ
ନୂଆଦିଲ୍ଲୀ,୩୦।୬: ଭାରତ ଜୁଲାଇ ମାସ ପାଇଁ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ସଭାପତି ପଦ ପାଇବାକୁ ଯାଉଛି ଏବଂ ଏହା ସହିତ ଭାରତ ଅନ୍ତର୍ଜାତୀୟ ସ୍ତରରେ ନିଜର ଭୂମିକା ଏବଂ ପ୍ରଭାବକୁ ଆହୁରି ମଜଭୁତ କରିବା ପାଇଁ ପ୍ରସ୍ତୁତି ଜୋରଦାର...
ସୁଧୁରିବ ନାହିଁ ପାକିସ୍ତାନ! ପୁଣି ଗଢିଲା ଅପରେଶନ ସିନ୍ଦୂରରେ ନଷ୍ଟ ହୋଇଥିବା ଆତଙ୍କବାଦୀ ଶିବିର
ଇସଲାମାବାଦ,୨୮।୬: ଭାରତର ଅପରେଶନ ସିନ୍ଦୂର ସମୟରେ ଧ୍ୱଂସ ହୋଇଥିବା ଆତଙ୍କବାଦୀ ଲଞ୍ଚ ପ୍ୟାଡ ଏବଂ ତାଲିମ ଶିବିରଗୁଡ଼ିକର ପୁନଃନିର୍ମାଣ କାର୍ଯ୍ୟ ପାକିସ୍ତାନ ପୁଣି ଆରମ୍ଭ କରିଛି। ଏହି ପୁନଃନିର୍ମାଣ ପ୍ରକ୍ରିୟାରେ, ଆତଙ୍କବାଦୀମାନଙ୍କୁ ପାକିସ୍ତାନୀ ସେନା, ଇଣ୍ଟର-ସର୍ଭିସେସ ଇଣ୍ଟେଲିଜେନ୍ସ (ISI) ଏବଂ...
ନୂଆ ର ମୁଖ୍ୟ ହେଲେ ଆଇପିଏସ ପରାଗ ଜୈନ, ଅପରେଶନ ସିନ୍ଦୂରରେ ନେଇଥିଲେ ମୁଖ୍ୟ ଭୂମିକା
ନୂଆଦିଲ୍ଲୀ,୨୮।୬: ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନ ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ସୂଚନା ପ୍ରଦାନ କରିଥିବା ବିମାନ ଗବେଷଣା କେନ୍ଦ୍ର (ARC)ର ମୁଖ୍ୟ ପରାଗ ଜୈନଙ୍କୁ ନୂତନ R&AW ମୁଖ୍ୟ ଭାବରେ ନିଯୁକ୍ତି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପରାଗ ଜୈନ...
ଆମେରିକାରେ ପହଞ୍ଚି ଭାରତ ବିରୋଧରେ ବିଷ ଓଗାଳିଲେ ମୁନୀର: କହିଲେ, ଆମେ ପ୍ରତିଶୋଧ ନେବୁ
ଓ୍ବାଶିଂଟନ୍,୧୮।୬: ପାକିସ୍ତାନର ସେନା ମୁଖ୍ୟ ଏବଂ ସଦ୍ୟ ନିଯୁକ୍ତ ଫିଲ୍ଡ ମାର୍ଶାଲ ସୟଦ ଅସୀମ ମୁନିର ଆଜିକାଲି ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ଆମେରିକାରେ ରହୁଥିବା ପାକିସ୍ତାନୀ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ ମୁନୀର...
ଅପରେଶନ ସିନ୍ଦୂରକୁ ପୂରଣ ହେଲା ଏକ ମାସ, ଏହାକୁ ନେଇ ବଡ଼ କଥା କହିଲେ ରାଜନାଥ
ନୂଆଦିଲ୍ଲୀ,୭।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆତଙ୍କବାଦ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ନିଜର ମତ ପ୍ରକାଶ କରିଛନ୍ତି। ସେ ଏହା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଏକ ଲେଖାରେ ଲେଖିଛନ୍ତି...
ମେ ୬ ରାତି କଥା ମନେ ପକାଇଲେ ମୋଦି: କହିଲେ, ସେଦିନ ଥିଲା ଐତିହାସିକ ଦିନ
ନୂଆଦିଲ୍ଲୀ,୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ ଏବଂ କଶ୍ମୀରର ରିଆସି ଜିଲାରେ ଚେନାବ ବ୍ରିଜ୍ର ଉଦଘାଟନ କରିଛନ୍ତି। ଏହି ବ୍ରିଜ୍ ଚେନାବ ନଦୀ ଉପରେ ନିର୍ମିତ ଏବଂ ଏହାକୁ ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜ୍ ଭାବରେ ବିବେଚନା କରାଯାଏ।...
Operation Sindoorର ୫ ମିନିଟ୍ ପରେ ପାକିସ୍ତାନକୁ ଫୋନ୍ କରିଥିଲା ଭାରତ: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୩।୬: ଭାରତର ଅପରେଶନ ସିନ୍ଦୂର ବିଷୟରେ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ଅନିଲ ଚୌହାନ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତ, ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବାର ପାଞ୍ଚ ମିନିଟ ପରେ ପାକିସ୍ତାନକୁ ସୂଚନା ଦିଆଯାଇଥିଲା। ଆକ୍ରମଣ...
ପରବର୍ତ୍ତୀ ଯୁଦ୍ଧ କିପରି ହେବ CDS ଦେଲେ ଚମ୍କାଇବା ଭଳି ଜବାବ: ପାକିସ୍ତାନ ଥରହର
ନୂଆଦିଲ୍ଲୀ,୨।୬: ଭାରତର ପ୍ରତିରକ୍ଷା ମୁଖ୍ୟ (CDS) ଅନିଲ ଚୌହାନ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଅପରେଶନ ସିନ୍ଦୂର ଏକ ‘କଣ୍ଟାକ୍ଟ ଲେସ’ ଯୁଦ୍ଧ ଥିଲା। ଏହି ସମୟ ମଧ୍ୟରେ ସେନା ମଧ୍ୟରେ କୌଣସି ସମ୍ପର୍କ ନ ଥିଲା, ତଥାପି...
ଘରେ ପଶି ମାରିବୁ…ପାକିସ୍ତାନକୁ ପୁଣି ଧମକ ଦେଲେ ପ୍ରଧାନମନ୍ତ୍ରୀ ମୋଦି
ଭୋପାଳ,୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମଧ୍ୟପ୍ରଦେଶର ଭୋପାଳରେ ଦେବୀ ଅହଲ୍ୟାବାଈ ମହିଳା ସଶକ୍ତିକରଣ ମହାସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଏବଂ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏକ ଜନସଭାକୁ ସମ୍ବୋଧିତ କରି ପାକିସ୍ତାନକୁ ଟାର୍ଗେଟ୍ କରିଥିଲେ। ଅପରେଶନ ସିନ୍ଦୂର ହେଉଛି...
ଭାରତର ବଡ଼ କୂଟନୈତିକ ବିଜୟ: ଦିନେ ପାକିସ୍ତାନକୁ ସମର୍ଥନ ଦେଇଥିଲା ଏହି ଦେଶ, ଏବେ ନେଲା ୟୁ-ଟର୍ନ
ନୂଆଦିଲ୍ଲୀ,୩୧।୫: ଶଶି ଥରୁରଙ୍କ ନେତୃତ୍ୱରେ ଭାରତ ଦ୍ୱାରା ଅପରେସନ ସିନ୍ଦୂରରେ ପଠାଯାଇଥିବା ପ୍ରତିନିଧି ଦଳ ବଡ଼ ସଫଳତା ହାସଲ କରିଛି। କଲମ୍ବିଆ ଅପରେଶନ ସିନ୍ଦୁର ସମୟରେ ପାକିସ୍ତାନରେ ନିହତ ଆତଙ୍କବାଦୀଙ୍କ ପ୍ରତି ସମବେଦନା ପ୍ରକାଶ କରିଥିଲା, ଏବେ ଏହା ଆନୁଷ୍ଠାନିକ...
ଭାରତକୁ ଧମକ ଦେଲେ ମୁନିର: ଆମେ କେବେ ନଇଁବୁ ନାହିଁ, ଦରକାର ପଡ଼ିଲେ…
ଇସଲାମାବାଦ୍,୩୧।୫: ସିନ୍ଦୂର ଅପରେଶନ ପରେ ମଧ୍ୟ ପାକିସ୍ତାନ ନିଜର ପଥ ବଦଳାଇବାକୁ ପ୍ରସ୍ତୁତ ନୁହେଁ। ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଭାରତକୁ ଅନେକ ଥର ଧମକ ଦେଇଛନ୍ତି। ଏବେ ସେ ସିନ୍ଧୁ ଜଳ ଚୁକ୍ତିନାମା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି।...
ମୋଦି ପ୍ରଥମେ ନିଜ ସ୍ତ୍ରୀଙ୍କୁ ସିନ୍ଦୂର ଦିଅନ୍ତୁ: କାହିଁକି ଏମିତି କହିଲେ ମମତା
କୋଲକାତା,୩୦।୫: ‘ଅପରେଶନ ସିନ୍ଦୂର’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୈତିକ ଫାଇଦା ହାସଲ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ତୃଣମୂଳ କଂଗ୍ରେସ (ଟିଏମ୍ସି) ଆସନ୍ତାକାଲି ନିର୍ବାଚନ ହେଲେ ମଧ୍ୟ...
Archives


