Tag Archives: odisha

ଘରେ ପଶି ଓକିଲଙ୍କୁ ଏସିଡ୍‌ ମାଡ କରି ଚାଲିଗଲେ ଦୁର୍ବୃତ୍ତ

ଗଜପତି,୯।୧୧(ଗିରିଧାରୀ ପରିଛା)-ଗଜପତି ଜିଲା ପାରଳାଖେମୁଣ୍ଡିର ଜଣେ ପ୍ରତିଷ୍ଠିତ ଓକିଲଙ୍କ ଉପରକୁ ଏସିଡ ମାଡ ହୋଇଛି। ସେ ହେଲେ ପାରଳାଖେମୁଣ୍ଡି ବାର୍‌ ଆସୋସିଏଶନର ବରିଷ୍ଠ ଓକିଲ ପି. ରାମରାଓ । ଏଥିରେ ତାଙ୍କ ଦେହ ସହ ମୁହଁରେ ଅଧିକାଂଶ ଜାଗାରେ କ୍ଷତ ବିକ୍ଷତ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏହି ମାନଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା

ଭୁବନେଶ୍ୱର,୯।୧୧: ରାଜ୍ୟ ସରକାର ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ସମ୍ମାନ ସୂଚକ ସହାୟକ ରାଶି ମିଳିବ। ସେମାନଙ୍କୁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଆଇଏଏସ୍‌ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ: ଯୋଗାଣ-ଶକ୍ତି ବିଭାଗ ସଚିବ ପଦରୁ ହଟିଲେ…

ଭୁବନେଶ୍ୱର,୯।୧୧: ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ଆଇଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳକ କରାଯାଇଛି। ଶକ୍ତି ବିଭାଗର ସଚିବ ପଦରୁ ହେମନ୍ତ ଶର୍ମାଙ୍କୁ ବଦଳି କରାଯାଇଛି। ପ୍ରମୁକ ସଚିବ ବିଶାଲ କୁମାର ଦେବଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଖାଦ୍ୟ ଯୋଗାଣ…

ସୁନା ୨୦୦୦, ରୁପା ୫୦୦୦ ଟଙ୍କା, ପ୍ଲାଟିନମ- ହୀରା ମୂଲ୍ୟ ବି କମିଲା

ଭୁବନେଶ୍ୱର,୮।୧୧: (ଅଭୟ ଦାଶ): ପାର୍ବଣ ପୂର୍ବରୁ ଘରୋଇ ବଜାରରେ ମୂଲ୍ୟବାନ୍‌ ଅଳଙ୍କାରର ଦର ଆକାଶଛୁଆଁ ଥିଲାବେଳେ ପାର୍ବଣ ପରେ ଦର କମିବାରେ ଲାଗିଛି। ଏପରିକି ଗତ ସପ୍ତାହ ହେଲା ମୂଲ୍ୟବାନ ଅଳଙ୍କାର ମୂଲ୍ୟ ହ୍ରାସ ପାଉଛି। ଫଳରେ ଧନ୍‌ତେରସ୍‌ ବେଳେ ଭୁବନେଶ୍ୱରରେ…

ଆମ ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଶେଷ କରିଦେଲେ; କାହିଁକି ଏମିତି କହିଲେ ନବୀନ…

ଭୁବନେଶ୍ୱର,୭।୧୧: କନ୍ଧମାଳ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ମୃତାହତ ଘଟଣାକୁ ନେଇ ଭାଜପା ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆମର ବାର ବର୍ଷର ତପସ୍ୟାକୁ…

ଝିଅଙ୍କୁ ସ୍କୁଲରେ ଛାଡ଼ି ପାରିଲେନି, ଟ୍ରଲର ଚକା ତଳେ ଚାଲିଗଲା ବାପାଙ୍କ ଜୀବନ

ସୁନ୍ଦରଗଡ଼,୭।୧୧(ଜୟ ନାରାୟଣ ମେଣ୍ଡୁଳି): ଝିଅକୁ ସ୍କୁଲରେ ଛାଡ଼ିି ଅନ୍ୟ କୌଣସି କାମରେ ଯିବା ଲାଗି ଥିଲା ଯୋଜନା। ଏଥିପାଇଁ ମା’ ବାପା ଓ ଝିଅ ବାଇକ୍‌ରେ ବାହାରିଥିଲେ। ହେଲେ ଝିଅ ସ୍କୁଲରେ ପହଞ୍ଚିବା ପୂର୍ବରୁ ଘଟିଗଲା ମର୍ମନ୍ତୁଦ ଦୁର୍ଘଟଣା। ମା’ ଝିଅଙ୍କ…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, ଏହି ମାସରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ…

ଭୁବନେଶ୍ୱର,୭।୧୧: ରାଜ୍ୟରେ ପିଡିଏସ୍‌ ହିତାଧିକାରୀଙ୍କୁ ଗହମ ମିଳିବା ବନ୍ଦ ରହିଥିଲା। ହେଲେ ଆସନ୍ତା ବର୍ଷରୁ ସେମାନଙ୍କୁ ଚାଉଳ ସହ ଗହମ ମିଳିବ । ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ ବୋଲି ଗୁରୁବାର ଖାଦ୍ୟ ଓ ଯୋଗାଣ…

ସୁପରଭାଇଜରଙ୍କୁ ଆକ୍ରମଣ ଘଟଣା: ଆଉ ଜଣେ ସେବାୟତଙ୍କୁ ନିଲମ୍ବନ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ ୬ା୧୧(ଅଜିତ କୁମାର ମହାନ୍ତି)-ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସମ୍ପୃକ୍ତି ଥିବା ପନ୍ତିବଡୁ ସେବକ ଅମିତ୍ରାଂଶୁ ସାମନ୍ତରାୟ ଓରଫ ଜୁଜିକୁଙ୍କୁ ମହାପ୍ରଭୁଙ୍କ ସେବାପୂଜାରୁ ନିଲମ୍ବିତ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ର ୨୧- ଖ(କ) ଧାରା ଅନୁସାରେ…

କେନାଲ କଡ଼ରେ ପଡ଼ିଛି ଡ୍ରାଇଭରଙ୍କ ମୃତଦେହ,ତଦନ୍ତ ଆରମ୍ଭ କଲା ବରଗଡ଼ ପୋଲିସ

ବରଗଡ଼, ୭।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବ୍ରହ୍ମଚାରୀ ନିକଟ କେନାଲ କଡରୁ ଗୁରୁବାର ସ୍ଥାନୀୟ ଟାଉନ ଥାନା ପୋଲିସ ଜଣଙ୍କ ମୃତଦେହ ଉଦ୍ଧାର କରିଛି। ମୃତକଜଣଙ୍କ ହେଲେ ବରଗଡ ପୌର ପରିଷଦ ଅଧିନ ଗଙ୍ଗାଧର ନଗର ନିବାସୀ ଗଣେଶ ଦାଶ। ସେ…

ଶୂନ ହୋଇଯିବ ବିଜେଡି: ଚମକାଇଲା ଯାଜପୁର ଏମ୍‌ପିଙ୍କ ବୟାନ…

ଭୁବନେଶ୍ୱର,୬।୧୧: ରାଜ୍ୟରେ ଭାଜପା ସରକାରକୁ ଆସିବା ପରେ ଜଣଙ୍କ ପରେ ଜଣେ ବିଜେଡି ନେତା ଦଳ ଛାଡ଼ୁଛନ୍ତି। ଏହାକୁ ନେଇ ଯାଜପୁର ଏମ୍‌ପି ରବୀନ୍ଦ୍ର ନାରାୟଣ ବେହେରା ବଡ଼ ବୟାନ ଦେଇଛନ୍ତି। ଯାଜପୁରରୁ ପ୍ରକ୍ରିୟା ଆରମ୍ଭ ହେଲା, ୨୦୨୯ ନିର୍ବାଚନ ବେଳକୁ…

୨୦୨୭ ସୁଦ୍ଧା ଶେଷ ହେବ ଭୁବନେଶ୍ୱର ମେଟ୍ରୋ କାର୍ଯ୍ୟ

ଭୁବନେଶ୍ୱର,୬।୧୧: ୨୦୨୭ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର ମେଟ୍ରୋ ରେଳ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଭୂମିରୁ ୧୩ ମିଟର ଉଚ୍ଚରେ ଏହି ଟ୍ରେନ୍‌ଗୁଡ଼ିକ ଚଳାଚଳ କରିବ। ରାଜଧାନୀର ରାଜମହଲ, ଜୟଦେବ ବିହାର ଏବଂ ବାରଙ୍ଗରେ ଉଚ୍ଚତା ଅଧିକ ରହିବ। ପ୍ରତି ୧୦ ମିନିଟ୍‌…

ଗଦାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନରେ ଗଲେ ଆୟୁଷ ଡ଼ାକ୍ତର

ଦାରିଙ୍ଗବାଡି, ୫।୧୧ (ଅରୁଣ ସାହୁ )- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୨ ଜଣ ମୃତ୍ୟୁ ଓ ୬ ଗୁରୁତର ଘଟଣାରେ ଜିଲା ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ଆଉ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?