Tag Archives: odisha

ଭାଜପାରେ ସାମିଲ ହେଲେ ଆକାଶ ଦାସନାୟକ

ଭୁବନେଶ୍ୱର,୩୧।୩: ଭାଜପାରେ ସାମିଲ ହେଲେ ଆକାଶ ଦାସନାୟକ। ରବିବାର ଅପରାହ୍ନରେ ରାଜ୍ୟ ଭାଜପା କାର୍ଯ୍ୟାଳୟ ଆସି ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଶନିବାର ସେ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। କୋରେଇର ପୂର୍ବତନ ବିଧାୟକ ଆକାଶଙ୍କୁ ବିଜେଡି ଗତ…

ଝାରସୁଗୁଡ଼ାରୁ ବିମାନ ଚଳାଚଳ ବନ୍ଦ କଲା ସ୍ପାଇସ୍‌‌ଜେଟ୍‌‌

ଭୁବନେଶ୍ୱର,୩୧।୩: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସ୍ପାଇସ୍‌‌ଜେଟ୍‌‌ ଝାରସୁଗୁଡ଼ାରୁ ଦିଲ୍ଲୀକୁ ଚଳାଚଳ କରୁଥିବା ସମସ୍ତ ବିମାନକୁ ଆଜିଠାରୁ ସମ୍ପୂର୍ଣ୍ଣ ରୂପେ ଅପସାରଣ କରିଛି। ଝାରସୁଗୁଡ଼ା ବିମାନବନ୍ଦରରରୁ ସ୍ପାଇସ୍ ଜେଟ୍ତା ’ର ବିମାନ ସେବା ବିଭିନ୍ନ ସେକ୍ଟରରୁ ବନ୍ଦ କରିବାରେ ଲାଗିଥିବାରୁ…

ଏପ୍ରିଲ୍ ୨ ରୁ ଓଡ଼ିଶାର ଅନେକ ଜିଲାରେ ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା

ଭୁବନେଶ୍ୱର,୩୧।୩: ରାଜ୍ୟରେ ଗତ କିଛିଦିନ ହେବ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଆଜି ସକାଳେ ରାଜ୍ୟର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କାଳବୈଶାଖୀର ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଏହା…

ବିଜେଡିରେ ମିଶିଲେ ଚିରଞ୍ଜୀବ

ଭୁବନେଶ୍ୱର,୩୧ା୩: କଂଗ୍ରେସର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ରବିବାର ବିଜେଡିରେ ସାମିଲ ହୋଇଛନ୍ତି। ଆଜି ଶଙ୍ଖଭବନରେ ସେ ନିଜ ସମର୍ଥକଙ୍କ ସହ ଆସି ବିଜେଡିରେ ମିଶିଛନ୍ତି। ତାଙ୍କୁ ବିଜେଡି ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା। ରାଜ୍ୟ ସଭା ଏମ୍‌ପି ମାନସ ମଙ୍ଗରାଜଙ୍କ…

ମନ୍ମଥଙ୍କୁ ନେଇ ଅଙ୍କ ଗଡ଼ବଡ଼

ଖୋର୍ଦ୍ଧା,୩୧।୩(ପ୍ରଭାତ ପାଣିଗ୍ରାହୀ): ଓଡ଼ିଶା ରାଜନୀତିରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ରହିଛି। ୨୦୨୪ ସାଧାରଣ ନିର୍ବାଚନରେ ଭାଜପା ପୁଣି ଥରେ ଏହି ଆସନରୁ ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସାନପୁଅ…

ଏପ୍ରିଲ ୮ରୁ ସକାଳୁଆ କୋର୍ଟ

କଟକ,୩୦ା୩(କାର୍ତ୍ତିକ ସାହୁ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନ୍ୟାୟପାଳିକା ପକ୍ଷରୁ ସକାଳୁଆ ଅଦାଲତ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମଗ୍ର ରାଜ୍ୟରେ ଜିଲା ଓ ନିମ୍ନ ଅଦାଲତଗୁଡ଼ିକ ଏପ୍ରିଲ ୮ରୁ ସକାଳୁଆ କାର୍ଯ୍ୟ କରିବ। ସେହିଦିନଠାରୁ ପୂର୍ବାହ୍ନ ୭ଟାରୁ…

କଟକରୁ ଲୋକ ସଭା ନିର୍ବାଚନ ଲଢ଼ିବେ ଭର୍ତ୍ତୃହରି

କଟକ,୩୦ା୩: ଶନିବାର ଭାଜପା ୩ ଏମ୍‌ପି ପ୍ରାର୍ଥୀ ତାଲିକା ଘୋଷଣା କରିଛି।  ପୂର୍ବତନ ଏମ୍‌ପି ଭର୍ତ୍ତୃହରି ମହତାବ କଟକରୁ ଲୋକ ସଭା ନିର୍ବାଚନ ଲଢ଼ିବେ ବୋଲି ଭାଜପା ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ଯାଜପୁର ପାଇଁ ରବୀନ୍ଦ୍ର ନାରାୟଣ ବେହେରା, କନ୍ଧମାଳରୁ…

ଶପଥ ନେଲେ ୫୫ ନୂଆ ସିଭିଲ ଜଜ୍‌

କଟକ,୩୦ା୩(କାର୍ତ୍ତିକ ସାହୁ): ୨୦୨୨ ବ୍ୟାଚ୍‌ରେ ନିଯୁକ୍ତି ପାଇଥିବା ୫୫ ଜଣ ନୂଆ ସିଭିଲ୍‌ ଜଜ୍‌(ଜୁନିୟର ଡିଭିଜନ)ଙ୍କ ଶପଥ ଗ୍ରହଣ ଉତ୍ସବ ଓଡ଼ିଶା ଜୁଡିସିଆଲ ଏକାଡେମୀ ପରିସରସ୍ଥ ଗତିକୃଷ୍ଣ ମିଶ୍ର ଅଡିଟୋରିୟମଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜୁଡିସିଆଲ ଏକାଡେମୀର…

ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଅତିକ୍ରମ କଲା ତାତି

ଭୁବନେଶ୍ୱର,୩୦ା୩: ତାତିରେ ଫୁଟିଲା ସାରା ରାଜ୍ୟ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶାରେ ୪୦ ଡ଼ିଗ୍ରୀ ଅତିକ୍ରମ କଲା ତାତି। ଶନିବାର ମାଲକାନଗିରିରେ ସର୍ବାଧିକ ୪୧ଡ଼ିଗ୍ରୀ ପାରଦ ଛୁଇଁଛି। ସେହିଭଳି ବୌଦ୍ଧ ଏବଂ ଟିଟିଲାଗଡରେ ୪୦.୫ ଡ଼ିଗ୍ରୀ , ବଲାଙ୍ଗୀରରେ…

୨୦୨୪ ନିର୍ବାଚନରେ ଜଣାପଡିବ ଓଲିଉଡ୍ ଅଭିନେତାଙ୍କ ଦମ୍, ବିଜେଡି ଛାଡ଼ିଲେ ଅନୁଭବ-ଆକାଶ

ଭୁବନେଶ୍ୱର,୩୦ା୩: ଆସନ୍ତା ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶାରେ ଦଳ ଡିଆଁ ପର୍ବ ଲାଗି ରହିଛି। ଭାଜପା ଏବଂ କଂଗ୍ରେସରୁ ନେତା ଅସନ୍ତୁଷ୍ଟ ହୋଇ ବିଜେଡ଼ିକୁ ଡେଉଁଥିଲା ବେଳେ ବିଜେଡିରୁ ଟିକେଟ୍ ମିଳି ନଥିବା ବା ମିଳିବାର ସମ୍ଭାବନା…

ଆଗାମୀ ୪ରୁ ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା; ବୈଠକ ଡାକିଲେ ସ୍ୱତନ୍ତ୍ର ରିଲିଫ୍‌‌ କମିଶନର

ଭୁବନେଶ୍ୱର,୩୦ା୩: ରାଜ୍ୟରେ କ୍ରମାଗତ ୩ ଦିନ ହେବ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ରହିଥିବାବେଳେ ଆସନ୍ତା ଦୁଇଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ…

ବିଜେଡି ଛାଡ଼ିବା ପରେ କ୍ଷୋଭ ପ୍ରକାଶ କଲେ ଅନୁଭବ, ଲେଖିଲେ ଏମିତି…

କଟକ,୩୦ା୩: ଜଣଙ୍କ ପରେ ଜଣେ ସିନେ ଷ୍ଟାର ବିଜେଡି ଛାଡ଼ିବାରେ ଲାଗିଛନ୍ତି। ପୂର୍ବରୁ ଷ୍ଟାଇଲଶ୍‌ ହିରୋ ଅରିନ୍ଦମ ରାୟ ବିଜେଡି ଛାଡ଼ିଥିବା ବେଳେ ଦୁଇଦିନ ତଳେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ଆଜି ଅର୍ଥାତ୍‌ ଶନିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri