ଦାରିଙ୍ଗବାଡ଼ିରେ ନିଆରା ବିଶ୍ୱକର୍ମା ପୂଜା: ଉପଭୋକ୍ତାଙ୍କୁ ସଚେତନ କଲେ ବିଦ୍ୟୁତ କର୍ମଚାରୀ, ୩୬ ବର୍ଷ ଧରି…
ଦାରିଙ୍ଗବାଡି, ୧୭।୯ (ଅରୁଣ ସାହୁ): ଆଜି ପବିତ୍ର ବିଶ୍ୱକର୍ମା ପୂଜା। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ବିଦ୍ୟୁତ କାର୍ଯ୍ୟାଳୟ ପରିସର ମଧ୍ୟରେ ମଧ୍ୟ ଏହି ପୂଜା ବଡ଼ ଧୂମଧାମରେ ପାଳିତ ହୋଇଯାଇଛି।ତେବେ ଏହି ପୂଜାକାର୍ଯ୍ୟ ସହ ବିଭାଗ ଏକ ସଚେତନତା…
ମୋଦୀଙ୍କୁ ଜନ୍ମଦିନରେ ବଡ ଉପହାର ଦେଲେ ଓଡ଼ିଶାବାସୀ, ବୃକ୍ଷରୋପଣରେ ରେକର୍ଡ
ଭୁବନେଶ୍ୱର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ ଓଡ଼ିଶାରେ ୭୫ ଲକ୍ଷ ଗଛ ଲଗାଇବାର ସଂକଳ୍ପ ସଫଳ ହୋଇଛି। ଏହି ସାମୂହିକ ବୃକ୍ଷରୋପଣ ଅଭିଯାନ ପରିବେଶ ପ୍ରତି ଦାୟିତ୍ୱ ଓ ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ପାଇଁ ସମାଜର ଏକଜୁଟ୍…
ବନ୍ଦ ହେବ ଡିଜେ ଗାଡ଼ି: ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ
ଭୁବନେଶ୍ୱର,୧୭।୯: ରାଜ୍ୟରେ ଡିଜେ ଗାଡ଼ି ଉପରେ କଟକଣା ଜାରି କରିଛି ରାଜ୍ୟ ପରିବହନ ପ୍ରାଧିକରଣ (STA)। ଗାଡ଼ିର ମୂଳ ଢାଞ୍ଚାରେ ବେଆଇନ ପରିବର୍ତ୍ତନ, ଅତ୍ୟଧିକ ଶବ୍ଦ ଓ ଆଲୋକ ବ୍ୟବସ୍ଥା ବ୍ୟବହାର ବିରୋଧରେ STA ଏକ ସର୍କୁଲାର ଜାରି କରିଛି। ଏହା…
ଖବର ପ୍ରସାରଣ ପରେ ପ୍ରଶାସନ ଦେଖାଇଲା ତତ୍ପରତା, ଅବହେଳିତ ହୋଇ ପଡିଥିବା ପାର୍କକୁ କରାଗଲା ସଫା
ଗଞ୍ଜାମ , ୧୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୮ ପୁଇଁତୋଳା ଗ୍ରାମ ବଡ ବନ୍ଧ ନିକଟରେ ଥିବା ଶିଶୁ ପାର୍କ ଅବହେଳିତ ଓ ଅନାବନା ଗଛରେ ପରିପୂର୍ଣ୍ଣ ଥିଲା। ଏ ନେଇ ଧରିତ୍ରୀରେ ଖବର ପ୍ରସାରଣ…
ଏକ ପେଡ ମା’କେ ନାମ୍ କାର୍ଯ୍ୟକ୍ରମରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଲୋକଙ୍କୁ ଅନୁରୋଧ କରି କହିଲେ…
ଲାଙ୍ଗୀର, ୧୭।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଚନ୍ଦନଭାଟି ସୁଦାମ ଚରଣ କଲେଜରେ ବୁଧବାର ଏକ ପେଡ ମା’କେ ନାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ ଏହି କାର୍ଯ୍ୟକ୍ରମକୁ ଧୁମଧାମରେ ପାଳନ କରାଯାଇଛି।…
ସାର ପାଇଁ ଚାଷୀ ହଟହଟା: ଭୋରରୁ ଚାଷୀଙ୍କ ଲମ୍ବା ଧାଡ଼ି, ପ୍ରବଳ ତାତି ଯୋଗୁ ଅଚେତ୍ ହୋଇଗଲେ ୩ ମହିଳା
ଦିଗପହଣ୍ଡି/ପାଟପୁର,୧୭।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି। ବୁଧବାର ଭୋରରୁ ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପ୍ରାଥମିକ ସେବା ସମବାୟ ସମିତ କାର୍ଯ୍ୟାଳୟ ସମ୍ମୁଖରେ ସାର ପାଇଁ ଖଲିଙ୍ଗି ଏବଂ…
ଗୋକନେଶ୍ୱର ପୀଠରେ ଦୀପ ଦାନ କରି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳିଲେ ଭାଜପା କର୍ମୀ
ଧର୍ମଶାଳା,୧୭।୯(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଭାଜପା କର୍ମୀ ଓ ନେତୃମଣ୍ଡଳୀ ବରିଷ୍ଠ ନାଗରିକମାନେ ବାବା ଗୋକନେଶ୍ୱର ପୀଠରେ ସମୂହ ଦୀପ ଦାନ କରି ମହାଆଡ଼ମ୍ବରରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ପାଳନ କରିଛନ୍ତି। ଭାଜପା ଜିଲା ସଭାପତି ଦେବଯାନୀ ପ୍ରଧାନ…
ପ୍ରଧାନମନ୍ତ୍ରୀଙ୍କ ଫଟୋ ଚିତ୍ରକୁ ରଖି ମା’ ତାରାତାରିଣୀଙ୍କ ଠାରେ ଶୁଭ ମନାସିଲେ ସେବାୟତ ,ଦୀର୍ଘାୟୁ କାମନା କରି…
ପୁରୁଷୋତ୍ତମପୁର,୧୭।୯ (ସିମାଞ୍ଚଳ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରେ ସେବୟତମାନଙ୍କ ପକ୍ଷରୁ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଫୋଟଚିତ୍ରକୁ ମା’ଙ୍କ ନିକଟରେ ରଖି ଶୁଭମନାସି ଅଖଣ୍ଡ ଦୀପ ସହ…
ଆଧାରକାର୍ଡ ନ ଥିବାରୁ ପାଠପଢ଼ାରୁ ବଞ୍ଚିତ ଘଟଣା: ଖବର ପ୍ରକାଶ ପରେ ଛାତ୍ରୀଙ୍କ ପରିବାରଙ୍କୁ ଭେଟିଲେ ବିଇଓ, କହିଲେ…
ଗଞ୍ଜାମ, ୧୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ପଞ୍ଚାୟତ ଅଇଁଠା ବଣ ଗ୍ରାମର ଏସ ସୁରେନ୍ଦ୍ର ଦାସଙ୍କ ଝିଅ ମୋନାଲିସା ଦାସଙ୍କ ଆଧାରକାର୍ଡ ନ ଥିବାରୁ ପାଠ ପଢ଼ାରୁ ବଞ୍ଚିତ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା…
ଏକ ପେଡ ମା’ କେ ନାମ୍ କାର୍ଯ୍ୟକ୍ରମ: ସାମିଲ ହେଲେ ସ୍ଥାନୀୟ ପ୍ରଶାସନ, ଅଞ୍ଚଳବାସୀ
ଦାରିଙ୍ଗବାଡି,୧୭।୯ (ଅରୁଣ ସାହୁ):ଗଛ ଆମକୁ ଜୀବନ ଦେଉଛି । ସେ ଆମକୁ ଲାଳନପାଳନ କରୁଛି ହେଲେ ଆମେ ମଧ୍ୟ ଗଛ ଲଗାଇ ତାକୁ ନିଜ ସନ୍ତାନ ଭଳି ଲାଳନପାଳନ କରିବା ଆବଶ୍ୟକ। ଗଛ ଓ ମଣିଷ ଉଭୟ ଉଭୟଙ୍କ ପାଇଁ ପରିପୂରକ…
ଏକ ପେଡ ମା’କେ ନାମ୍ ୨.୦ ଶୁଭାରମ୍ଭ କଲେ ମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ…
ଗୋପାଳପୁର,୧୭।୯(ନବୀନ ରାଜ ଆଚାରୀ): ବୁଧବାର ରଙ୍ଗେଈଲୁଣ୍ଡା ବ୍ଲକ ଅଧିନସ୍ଥ ମନ୍ତ୍ରୀଡି ପଞ୍ଚାୟତ ପାଲୁର ହିଲ ନିକଟରେ ଏକ ପେଡ ମା’କେ ନାମ୍ ୨.୦ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଖଣି ଇସ୍ପାତ ଓ ସଡ଼କ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ…
ମହୁମାଛି ଆକ୍ରମଣରେ ଗର୍ଭବତୀ ମହିଳା ସହ ୩ ବର୍ଷର ଶିଶୁ କନ୍ୟା ଗୁରୁତର
କଲ୍ୟାଣିସିଂହପୁର, ୧୭।୯( ଦୀପକ କୁମାର ପରିଡ଼ା ): ମହୁମାଛି ଆକ୍ରମାଣରେ ଗର୍ଭବତୀ ମହିଳା ସହ ୩ ବର୍ଷର ଶିଶୁ କନ୍ୟା ଗୁରୁତର ହୋଇଛନ୍ତି। ଚାଷ ଜମିରେ କାମ କରୁଥିବା ଲୋକଙ୍କ ଦ୍ୱାରା ଉଦ୍ଧାର ଗୁରୁତର ଅବସ୍ଥାରେ ରାୟଗଡା ଜିଲା କଲ୍ୟାଣସିଂହପୁର ଗୋଷ୍ଠୀ…

