ତାଜୁଙ୍ଗିଆ-ହାତୀମୁଣ୍ଡା ପଞ୍ଚାୟତରେ ଲାଗିଲା ନାଲି ରଙ୍ଗର ନୋଟିସ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଚେତାବନୀ
ଦାରିଙ୍ଗବାଡି, ୧୬।୯ (ଅରୁଣ ସାହୁ): ସରକାର କଚ୍ଚା ଘରକୁ ପକ୍କା ଘରେ ପରିଣତ କରିବା ଲାଗି ଆବାସ ଯୋଜନା ଆଣିଛନ୍ତି। ହେଲେ ଏହି ଯୋଜନାର ଲାଭ ମିଳିଥିଲେ ମଧ୍ୟ ବହୁ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତୋଦୟ ଯୋଜନାରେ ଗୃହ…
ପୁରୀ ଗଣବଳାତ୍କାର ଘଟଣାରେ ମୁହଁ ଖୋଲିଲେ ନବୀନ: ଭାଜପା ସରକାରଙ୍କୁ କହିଦେଲେ ବଡ କଥା
ଭୁବନେଶ୍ୱର,୧୬ା୯: ପୁରୀ ଜିଲାର ମା’ ବାଲିହରଚଣ୍ଡୀ ମନ୍ଦିର ନିକଟରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଦୁଃଖ ଓ କ୍ଷୋଭ ବ୍ୟକ୍ତ କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ଯେ, ରାଜଧାନୀଠାରୁ ୫୦…
ରାଜନୀତିରେ ହଇଚଇ: ଭାଜପା ବିଧାୟକଙ୍କ ନିକଟରେ ବିଜେଡିର ଆଗଧାଡ଼ିର ନେତା, ଫଟୋ ଭାଇରାଲ ପରେ…
ଗଞ୍ଜାମ,୧୬।୯ (ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ସ୍କୁଲଠାରେ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ,ଆଦିତ୍ୟ ବିର୍ଲାର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ…
ତାତିଲେ ଚାଷୀ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦେଲେ ଧାରଣା, ପଞ୍ଜୀକରଣ ଅବଧି ବୃଦ୍ଧି ନ ହେଲେ…
ବରଗଡ଼,୧୬।୯ ( ପ୍ରେମାନନ୍ଦ ଖମାରୀ): ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ ପଞ୍ଜୀକରଣକୁ ନେଇ ଅସନ୍ତୋଷ ଥମିବାର ନାଁ ନେଉ ନାହିଁ। ପ୍ରଥମେ ଜଟିଳ ପଞ୍ଜୀକରଣ ପ୍ରକ୍ରିୟା ପ୍ରତିବାଦରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଅନ୍ୟପକ୍ଷରେ ଅନେକ ଚାଷୀ ପଞ୍ଜୀକରଣ କରି…
ଏନଏସି ଘୋଷଣା ଦାବି ନେଇ ୧୨ ଘଣ୍ଟିଆ ସଇଁତଳା ବନ୍ଦ, ରାଜ୍ୟ ସରକାରଙ୍କୁ ଦେଲେ ଏମିତି ଚେତାବନୀ
ବଲାଙ୍ଗୀର/ସଇଁତଲା ,୧୬/୯ (ସୁନିଲ ମହାନ୍ତି,ରାଖାଲ ପ୍ରାସାଦ ଶତପଥୀ) : ସଇଁତଳାକୁ ଏନଏସି ଘୋଷଣା ଦାବି ନେଇ ମଙ୍ଗଳବାର ୧୨ ଘଣ୍ଟିଆ ସଇଁତଲା ବନ୍ଦ ପାଳନ କରାଯାଇଛି। ବିଜେଡି ସରକାର ଅମଳରେ ସଇଁତଲାକୁ ଏନଏସି କରାଯିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଭାଜପା…
ଆଉ ୩ ଦିନ ପ୍ରବଳ ବର୍ଷା! ୪ ଜିଲାକୁ ୟେଲୋ ୱାର୍ନିଂ ଜାରି କଲା…
ଭୁବନେଶ୍ୱର,୧୬।୯: ରାଜ୍ୟରେ ଆଗାମୀ ୩ ଦିନ ଯାଏ ବର୍ଷା ହେବାର ସମ୍ଭାବନା। ଆସନ୍ତା ୨୪ ଘଣ୍ଟାରେ ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏନେଇ ଆଜି ୪…
ଲାଞ୍ଚ ନେଇ ଧରାପଡିଥିଲେ OAS ଟପ୍ପର ଅଶ୍ୱିନୀ ପଣ୍ଡା, ଏବେ ସସ୍ପେଣ୍ଡ କଲେ ରାଜ୍ୟ ସରକାର
ଭୁବନେଶ୍ୱର,୧୬।୯: ବାମରା ତହସିଲଦାର ଅଶ୍ୱିନୀ ପଣ୍ଡାଙ୍କୁ ରାଜ୍ୟ ସରକାର ସସ୍ପେଣ୍ଡ କରିଛନ୍ତି । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ ଟିମ। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୧୯ରେ ଟପ୍ପର ହୋଇଥିବା ଅଶ୍ୱିନୀ କୁମାର ପଣ୍ଡା ଗତ ଶୁକ୍ରବାର…
ଛାତ୍ରୀଛାତ୍ରଙ୍କଠାରୁ ଆଦାୟ ହେଉଛି ଫି, ହେଲେ ୨୮ବର୍ଷ ହେଲା କଲେଜରେ ହେଉନି ବାର୍ଷିକ ଉତ୍ସବ
ବରଗଡ଼,୧୬।୯(ପ୍ରେମାନନ୍ଦ ଖମାରୀ): ବାର୍ଷିକ କ୍ରୀଡ଼ା, ବାର୍ଷିକ ଉତ୍ସବ ପାଇଁ ଛାତ୍ରୀଛାତ୍ରଙ୍କଠାରୁ ଆଡ଼ମିଶନ, ରି-ଆଡ଼ମିଶନ ପାଇଁ ପ୍ରତିବର୍ଷ ଫି ଆଦାୟ କରାଯାଉଛି। କିନ୍ତୁ କଲେଜରେ ପ୍ରବେଶ ଦିବସଠାରୁ ଏପର୍ଯ୍ୟନ୍ତ ଛାତ୍ରୀଛାତ୍ର ବାର୍ଷିକ କ୍ରୀଡ଼ା କିମ୍ବା କଲେଜର ବାର୍ଷିକ ଉତ୍ସବ ପାଳନ ଦେଖିନାହାନ୍ତି। ଏଭଳି…
ଗୋପାଳପୁର ଘଟଣା ନ ଲିଭୁଣୁ ପୁରୀରେ ଚାଞ୍ଚଲ୍ୟ: ପୁରୁଷ ବନ୍ଧୁଙ୍କ ସାମ୍ନାରେ +୩ ଛାତ୍ରୀଙ୍କୁ ଗଣବଳାତ୍କାର, ଜଙ୍ଗଲ ଦେଇ ଯାଉ ଯାଉ…
ପୁରୀ/ବ୍ରହ୍ମଗିରି,୧୬।୯: ପୁରୀ ଜିଲାର ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଜଣେ ଯୁକ୍ତ ତିନି ଦ୍ବିତୀୟ ବର୍ଷ ଛାତ୍ରୀ ଗଣବଳାତ୍କାରର ଶିକାର ହୋଇଛନ୍ତି। ଘଟଣାଟି ଗତ ଶନିବାର ମଧ୍ୟାହ୍ନରେ ଘଟିଥିବା ଜଣାପଡ଼ିଛି। ପୀଡ଼ିତା ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବାଲିହରଚଣ୍ଡୀ ଦର୍ଶନ ପାଇ…
୧୨ ଜିଲାରେ ୨୭ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର
ଭୁବନେଶ୍ୱର,୧୬।୯(ସୁନିତ୍ ମିଶ୍ର): ସୋମବାର ଓୟୁଏଟି କନ୍ଭେନସନ ସେଣ୍ଟରଠାରେ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ୧୨ ଜିଲାରେ ସମୁଦାୟ ୨୭ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାଦ୍ୱାରା ଓଡ଼ିଶାର ଶିଳ୍ପ ଇତିହାସରେ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ିହୋଇଛି ବୋଲି ସେ…
ରାସ୍ତା ଦବି ଯିବାରୁ ବିଜୁ ଏକ୍ସପ୍ରେସ ୱେ’ରେ ଫସିଲା ଟ୍ରକ
ବରଗଡ଼, ୧୬।୯(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲା ସୋହେଲାରୁ ନୂଆପଡା ଜିଲାକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେରେ ସୋମବାର ରାସ୍ତା ଦବି ଯିବାରୁ ଏକ ଟ୍ରକ ଫସିଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ ନିକଟ…
ଡ୍ରାଇଭିଂ ବେଳେ ରିଲ୍ କଲେ କଡ଼ା କାର୍ଯ୍ୟାନୁଷ୍ଠାନ, ପରିବହନ ବିଭାଗର କଡା ନିର୍ଦ୍ଦେଶ
ଭୁବନେଶ୍ୱର,୧୫।୯: ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ଓଡ଼ିଶାର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କୁ ରାସ୍ତା ସୁରକ୍ଷା ଉଲ୍ଲଙ୍ଘନକାରୀ, ବିଶେଷକରି ଗାଡ଼ି ଚାଳନା ବେଳେ ରିଲ୍ କିମ୍ବା ଭିଡିଓ ପ୍ରସ୍ତୁତକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବାଣିଜ୍ୟ…

