ଥୁଆମୂଳ ରାମପୁରରେ ବନ ବିଭାଗର କାର୍ଯ୍ୟକ୍ରମ: ସାଧାରଣ ଜନତାଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନବାଚୀ
ଥୁଆମୂଳ ରାମପୁର, ୨୪ା୨ (ଦୁର୍ଗା କୀର୍ତ୍ତି): ‘ଜଙ୍ଗଲ ସୁରକ୍ଷା ହିଁ ଜୀବନ ରକ୍ଷା’ – “ବନ୍ୟ ପ୍ରାଣୀଙ୍କୁ ନୂଆଁ ଦାଉରୁ ରକ୍ଷା କରନ୍ତୁ” ଏବଂ ବନାଗ୍ନି ରୁ ଜଙ୍ଗଲକୁ ବଞ୍ଚାନ୍ତୁ ଏହି ସବୁ ନାରାକୁ ପାଥେୟ କରି ସରକାର ଜଙ୍ଗଲକୁ ନିଆଁ…
ସ୍ବତନ୍ତ୍ର ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ଗ୍ରାମର ଛାତ୍ରୀଛାତ୍ରଙ୍କୁ ମିଳୁ ହଷ୍ଟେଲ ସୁବିଧା, ଜିଲାପାଳଙ୍କୁ ଭେଟି ଦାବି ରଖିଲେ କୋଟିଆ ସରପଞ୍ଚ
ପଟ୍ଟାଙ୍ଗି, ୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ରହିଥିବା ସ୍ବତନ୍ତ୍ର ଆଦର୍ଶ ବିଦ୍ୟାଳୟରେ ନିକଟସ୍ଥ ଗ୍ରାମର ଛାତ୍ରୀଛାତ୍ରଙ୍କୁ ହଷ୍ଟେଲରେ ଅଗ୍ରାଧିକାର ଦେବା ପାଇଁ ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ କୋଟିଆ ସରପଞ୍ଚ ଲିଉ ଗେମେଲ…
ପ୍ରେମ ପାଇଁ ନାବାଳିକା ଝିଅଙ୍କ ନିର୍ମମ କାଣ୍ଡ: ପ୍ରେମିକଙ୍କ ସହ ମିଶି ମା’-ଭାଇଙ୍କୁ ହତ୍ୟା କରି କେନାଲରେ ଫିଙ୍ଗିଲେ, ଅଖାରୁ ହାତ ଗୋଡ଼ ବନ୍ଧା…
କୋରାପୁଟ/ବୋରିଗୁମ୍ମା, ୨୪ା୨(ଅମିତାଭ ବେହେରା/ବିଜୟ ନାରାୟଣ ସାହୁ)-ପ୍ରେମ ପାଇଁ ଜଣେ ନାବାଳିକା ତାଙ୍କ ପ୍ରେମିକ ସହ ମିଶି ମା’ ଓ ନାବାଳକ ଭାଇଙ୍କୁ ହତ୍ୟା କରିଛନ୍ତି। ଏଭଳି ଏକ ଅଭିଯୋଗ କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଞ୍ଚଳରୁ ସାମନାକୁ ଆସିଛି। ସୋମବାର ଏକ…
୫୫ ହଜାର ଉଧାର ଟଙ୍କାକୁ ନେଇ ସମ୍ପର୍କ ଭୁଲିଲେ: ଦୁଇ ପରିବାର ମଧ୍ୟରେ ଉଗ୍ରରୂପ ନେଲା ବିବାଦ, ସୁରକ୍ଷା ପାଇଁ…
ଦିଗପହଣ୍ଡି,୨୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନ୍ତର୍ଗତ ପିତାମ୍ବରପୁର ଗ୍ରାମର ୨ ପରିବାର ମଧ୍ୟରେ ଟଙ୍କା ଦେଣ ନେଣକୁ କେନ୍ଦ୍ର କରି ଆକ୍ରମଣ ପ୍ରତିଆକ୍ରମଣ ଘଟିଛି। ଗ୍ରାମର କାହ୍ନୁଚରଣ ଶତପଥୀଙ୍କ ପୁଅ ନୀଳକଣ୍ଠ ସେହି ଗ୍ରାମର…
ଦିଗପହଣ୍ଡି-କେ. ନୂଆଗାଁ ଥାନାରେ ଯୋଗଦେଲେ ନୂଆ ଆଇଆଇସି: ଅପରାଧ ଦମନ ସହ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଦିଗରେ…
ଦିଗପହଣ୍ଡି, ୨୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାରେ ନୂତନ ଆଇଆଇସି ଭାବେ ମଙ୍ଗଳବାର ସାରେ କିଶୋର କୁମାର ସାମଲ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ କେ. ନୂଆଗାଁ ଥାନାରେ ଅବସ୍ଥାପିତ ଥିଲେ। ପୂର୍ବରୁ ଦିଗପହଣ୍ଡି ଥାନାରେ ଅବସ୍ଥାପିତ…
ବନ୍ଧୁକ ଦେଖାଇ ନବବଧୂଙ୍କୁ ଅପହରଣ ଘଟଣା: ଧରାପଡ଼ିଲେ ଅଭିଯୁକ୍ତ, ସମ୍ବଲପୁରର ଭଡ଼ା ଘରୁ ମହିଳାଙ୍କୁ…
ବଲାଙ୍ଗୀର/ତରଭା,୨୪।୨(ସୁନୀଲ ମହାନ୍ତି/ମାନଭଞ୍ଜନ ମିଶ୍ର): ବହୁଚର୍ଚ୍ଚିତ ବନ୍ଧୁକ ଦେଖାଇ ନବବଧୂ ଅପହରଣ ଘଟଣାର ପର୍ଦ୍ଦାଫାଶ କରିଛି ତରଭା ପୋଲିସ। ସୋନପୁର ଏସ୍ପି ନାରାୟଣ ନାୟକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି । ନବବଧୂକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଅଭିଯୁକ୍ତ…
କାର୍ ଧକ୍କାରେ ଛାତ୍ର ଆହତ: ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସ୍କୁଲ ବାହାରେ ଅଟକ ରଖି ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ
ମୋହନା,୨୪।୨( ମନ୍ମଥ ମିଶ୍ର ) : ବିଦ୍ୟାଳୟ ସମ୍ମୁଖରେ କାର୍ ଧକ୍କାରେ ଛାତ୍ର ଆହାତ। ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ କେଶରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।…
ଚତୁର୍ଥୀ ରାତିରେ ସ୍ତ୍ରୀଙ୍କଠାରୁ ଏମିତି କଥା ଶୁଣି ସ୍ବାମୀଙ୍କ ଉଡିଗଲା ହୋସ୍, ସାରା ଗାଁରେ ବ୍ୟାପିଗଲା ଏହି ଖବର
ଲକ୍ଷ୍ନୌ,୨୪।୨: ଉତ୍ତର ପ୍ରଦେଶର ହମିରପୁର ଜିଲାର ଗୋହାଣ୍ଡ ସହରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସୋମବାର ସକାଳେ ଗୋହାଣ୍ଡ ସହର ଛାଡି ରାଠରେ ପହଞ୍ଚିଥିବା କନ୍ୟା ମିଥିଲେଶ କୁମାରୀ ତାଙ୍କ ସ୍ବାମୀ ଧରମ ସିଂହଙ୍କ ସହ ରହିବାକୁ ମନା କରିଦେଇଥିଲେ।…
ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ
ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା ଯୁବକଙ୍କ ମୃତଦେହ ରାସ୍ତା ଉପରେ ପଡିଛି। ସକାଳେ ସ୍ଥାନୀୟ ଲୋକେ ଏହି ଘଟଣା…
ବନ୍ଥପଲ୍ଲୀ ଗାଁ ପୁଣି ଅଶାନ୍ତ: ଘର ଉପରକୁ ବୋମା ମାଡ଼ କଲେ…
ଦିଗପହଣ୍ଡି,୨୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ବନ୍ଥପଲ୍ଲୀ ଗ୍ରାମର ପ୍ରଶାନ୍ତ ଭୂୟାଁଙ୍କ ଘର ଉପରକୁ ବୋମା ମାଡ଼ କରାଯାଇଛି। କିଛିଦିନର ନୀରବତା ପରେ ପୂର୍ବ ଶତ୍ରୁତାକୁ ନେଇ ଏହି ବୋମା ମାଡ଼ କରାଯାଇଥିବା ସୂଚନା ମିଳିଛି। ରବିବାର…
ଆସନ୍ତାକାଲିଠୁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା: ଏହି ସବୁ ଜିଲାକୁ ୟେଲୋ ୱାର୍ନିଂ ଜାରି କଲା…
ଭୁବନେଶ୍ୱର,୨୩।୨: ଆସନ୍ତାକାଲି ଏବଂ ୨୫ ତାରିଖରେ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ନିଂ ଜାରି କରିଛି। ୨୪ ତାରିଖରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ନେଇ ୧୮ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ସେହି ସବୁ ଜିଲାଗୁଡିକ…
ବେଆଇନ ଚୋରା ଦେଶୀ, ବିଦେଶୀ ମଦ ବିକ୍ରିକୁ ବିରୋଧ: ରାଲି କରି ଅବକାରୀ କାର୍ଯ୍ୟାଳୟରେ ପହଞ୍ଚିଲେ ମହିଳା
ଧର୍ମଶାଳା, ୨୩।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଗଙ୍ଗାଧରପୁର ପଞ୍ଚାୟତର ପଲାର ଗ୍ରାମର ଏସ୍ଏଚ୍ଜି ମହିଳା ସଂଘ ପକ୍ଷରୁ ବେଆଇନ ଚୋରା ଦେଶୀ ଓ ବିଦେଶୀ ମଦ ବିକ୍ରି ବିରୋଧରେ ଦାବିପତ୍ର ପ୍ରଦାନ କରାଯାଇଛି। ଗଙ୍ଗାଧରପୁର (ନକପୋଲ)…
Archives


