ପଞ୍ଜୀକରଣ ବ୍ୟବସ୍ଥାକୁ ନେଇ ତାତିଲେ ଚାଷୀ: ଡିଆର୍ସିଏସ୍ଙ୍କ ଅଫିସରେ ତାଲା ପକାଇ…
ବରଗଡ଼,୧।୯(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ରାଜ୍ୟ ସରକାରଙ୍କ ପଞ୍ଜୀକରଣ ବ୍ୟବସ୍ଥାକୁ ନେଇ ଚାଷୀ ଅସନ୍ତୋଷ ତୁଟିନାହିଁ। ପଞ୍ଜୀକରଣ ଅବଧି ସରିଯିବା କାରଣରୁ ଅନେକ ଚାଷୀ ପଞ୍ଜୀକୃତ ହୋଇପାରିନାହାନ୍ତି। ଅନ୍ୟପକ୍ଷେ ଚାଷୀମାନେ ପଞ୍ଜୀକରଣ ଅବଧି ବୃଦ୍ଧି ପାଇଁ ଦାବି କରିବା…
ଗୋପାଳପୁର ବେଳାଭୂମିକୁ ବୁଲୁ ବୁଲୁ ଲଜ୍ରେ ପହଞ୍ଚିଲେ ପ୍ରେମୀଯୁଗଳ, ରୁମ୍ରେ ଘଟିଲା…
ଗୋପାଳପୁର,୧।୯(ନବୀନ ରାଜ ଆଚାରୀ): ସୋମବାର ଅପରାହ୍ନରେ ଗଞ୍ଜାମ ଜିଲା ଗୋପାଳପୁର ଥାନା ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋପାଳପୁର ଥାନାକୁ ଅଭିଯୋଗ ପାଇଁ ଆସି ନାବାଳିକା ଜଣଙ୍କ ପର୍ସରେ ଆଣିଥିବା ଏକ କାଚ ସିଶାରୁ ଔଷଧ କାଢି ଖାଇ ଦେଇଥିଲେ।…
ନକଲି ସାର ଗୋଦାମରେ ଅଚାନକ ପହଞ୍ଚିଲେ କୃଷି ବିଭାଗ ଅଧିକାରୀ, ଭିତରେ ଥିଲା…
କୋଟପାଡ଼,୧।୯(ରାଜଶେଖର ): କୋରାପୁଟ ଜିଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ୧୨ ୱାର୍ଡ ଇଣ୍ଡୋର ଷ୍ଟାଡିୟମ ନିକଟରେ ଏକ ନକଲି ସାର ଗୋଦାମ ଉପରେ ଚଢାଉ ହେଇଥିବା ଜଣାପଡିଛି। ଉକ୍ତ ଗୋଦାମରେ ନକଲି ସାର ସହ କିଛି ରଙ୍ଗ, ଖଲି ବସ୍ଥା, ଏକ…
ଏଣିକି ଓଡ଼ିଶାର ଏସବୁ ମେଡିକାଲରେ ମାଗଣା ଡାଇଗନୋଷ୍ଟିକ ସେବା
ଭୁବନେଶ୍ୱର,୧।୯: ଓଡ଼ିଶା ସରକାର ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସଂସ୍କାର ଘୋଷଣା କରିଛନ୍ତି। ରାଜ୍ୟର ଆୟୁଷ ହସ୍ପିଟାଲ ଓ ଡିସପେନସାରୀଗୁଡ଼ିକରେ ନିଦାନ ଯୋଜନା ଅଧୀନରେ ମାଗଣା ଡାଇଗନୋଷ୍ଟିକ ସେବା ଉପଲବ୍ଧ ହେବ। ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଘୋଷଣା କରିଛନ୍ତି ଯେ,…
ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗର ସହଯୋଗ ଲୋଡିଲେ ଭିଏସଏସ କର୍ମକର୍ତ୍ତା, ଦାବି ପତ୍ରରେ କହିଲେ…
ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜର କେତେକ ଅଞ୍ଚଳରେ ବନ୍ୟପ୍ରାଣୀ ବିପଦରେ ପଡୁଛନ୍ତି। ବନ୍ୟପ୍ରାଣୀମାନେ ବିଶେଷ କରି ହାତୀ ଜଙ୍ଗଲରୁ ବାହାରି ଲୋକଙ୍କ ବ୍ୟାପକ କ୍ଷତି କରୁଛନ୍ତି। କେତେକ ଅଞ୍ଚଳରେ ଜଙ୍ଗଲ କ୍ଷୟ ହେଉଛି।…
ସାର ଅଭାବୀ ବିକ୍ରି: ୭୫୦ ଚାଷୀ ପାଇଁ ଆସିଲା ମାତ୍ର ଏତିକି ପ୍ୟାକେଟ୍, ପଡିଲେ ଚିନ୍ତାରେ…
ଗଞ୍ଜାମ, ୧/୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକରେ ୧୨ ହଜାର ୮୮୪ ହେକ୍ଟର ଚାଷ ଜମିରୁ ୭୮୬ ହେକ୍ଟର ଜମିରେ ଚାଷୀ ଧାନ ଚାଷ କରୁଛନ୍ତି । ବର୍ତ୍ତମାନ ଜମିରେ ଧାନ ତଳି ବଢ଼ିବାରେ ଲାଗିଛି । ଉନ୍ନତ ଫସଲ ନିମନ୍ତେ…
ବିଦ୍ୟୁତ୍ ବିଭାଗର ଅବହେଳା! ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…
ରିଷିଡା,୧।୯ (ସୁଶାନ୍ତ ମଲ୍ଲିକ): ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ କଳାହାଣ୍ଡି ଜିଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ବମକ ଗାଁର ଉଦ୍ୟମ ମାଝି ବୋଲି ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ ସକାଳ…
କୀଟନାଶକ ଔଷଧ ଖାଇଦେଲେ ଯୁବକ, ତା’ପରେ ଘଟିଲା…
ବଲାଙ୍ଗୀର,୧।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଆଗଲପୁର ବ୍ଲକ ଅନ୍ତର୍ଗତ ରୋତ ଗାଁରେ ଜଣେ ଯୁବକ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଆଗଲପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ…
ଆସନ୍ତା ୩ ତାରିଖ ଯାଏ ଅତି ପ୍ରବଳ ବର୍ଷା: ଏସବୁ ଜିଲା ପାଇଁ ଓ୍ବାର୍ନିଂ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା…
ଭୁବନେଶ୍ୱର, ୩୧ା୮(ବନ୍ଦନା ସେଠୀ) – ବର୍ତ୍ତମାନ ରାଜ୍ୟରେ ଘୂର୍ଣ୍ଣିବଳୟ ସହ ମୌସୁମୀ ଟ୍ରପ୍ ପ୍ରଭାବରେ ବର୍ଷା ଲାଗିରହିଛି। ଗତ ୨୪ଘଣ୍ଟାରେ ସର୍ବାଧିକ କନ୍ଧମାଳ ଜିଲା ଫିରିଙ୍ଗିଆ ଅଞ୍ଚଳରେ ୧୨.୫ ସେ.ମି ବର୍ଷା ରେକର୍ଡ କରାଯାଇଛି। ତେବେ ଆସନ୍ତା ୨ ତାରିଖ ବେଳକୁ…
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସାର ଯୋଗାଣ ତ୍ୱରାନ୍ୱିତ, ୬୨ ଡିଲରଙ୍କ ଲାଇସେନ୍ସ ବାତିଲ
ଭୁବନେଶ୍ୱର,୩୧।୮: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଖରିଫ ୨୦୨୫ ପାଇଁ ରାଜ୍ୟରେ ସାର ଯୋଗାଣ ତ୍ୱରାନ୍ୱିତ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିୟମିତ ସମୀକ୍ଷା କରୁଛନ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ସାର ମହଜୁଦ ଥିବା ସୂଚନା ଦେଇ ଚାଷୀଙ୍କୁ ଆତଙ୍କିତ ନ…
ଛତ୍ରପୁର ଏନ୍ଏସିକୁ ମ୍ୟୁନିସିପାଲିଟି ଘୋଷଣା କଲେ ସରକାର, ଖୁସିବ୍ୟକ୍ତ କରିବା ସହ…
ଛତ୍ରପୁର,୩୧।୮(ଦିଲୀପ ସାମଲ/ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁରବାସୀଙ୍କ ବହୁ ପ୍ରତିକ୍ଷୀତ ଆଶା ଆଜି ସଫଳ ହୋଇଛି। ଜିଲାର ସଦର ମହକୁମା ଛତ୍ରପୁର ଏନ୍ଏସିକୁ ରବିବାର ମୋହନ ସରକାର ମୁନିସିପାଲଟି ଭାବେ ଘୋଷଣା କରିଛନ୍ତି । ଏଥିପାଇଁ ଛତ୍ରପୁରବାସୀ ବହୁତ ଖୁସି ଥିବା…
ଦେଶ ସ୍ବାଧୀନତାରେ କୁର୍ମି କ୍ଷତ୍ରିୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା, ଡିସେମ୍ବରରେ…
ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଜିଲୁଣ୍ଡି ଅଞ୍ଚଳ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ସମ୍ମିଳନୀ ରବିବାର ବାଉଁଶଲୁଣ୍ଡିଠାରେ ଅନୁଷ୍ଟିତ ହୋଇଯାଇଛି। ଏଥିରେ ସଭାପତି ସରୋଜ କୁମାର ରାଉଳ ଅଧ୍ୟକ୍ଷତା କରିଥିଲେ । ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…
Archives


