Tag Archives: odisha

ବାପା, ପ୍ରେମିକ ସହ ମିଶି ଯୁବକଙ୍କୁ ହତ୍ୟା କଲେ ପ୍ରେମିକା! ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ…  

ମାଲକାନଗିରି,୧୮ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ଥାନା କତାପାଲ୍ଲୀ ପଞ୍ଚାୟତ ବଡାଗୁଡା ଗ୍ରାମ ନିକଟ କ୍ରସର ନିକଟ ଏକ ପୋଖରୀରୁ ଉଦ୍ଧାର ହୋଇଥିବା ମୃତଦେହ ଘଟଣାରେ ୩ଜଣଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ବିନୋଦ କୁମାର, ଶଙ୍କର ଇଣ୍ଡିଆ, ସାଗର…

ନୂଆପଡ଼ା ଉପନିର୍ବାଚନ: ଆଜି ନାମାଙ୍କନ ଭରିବେ ଢୋଲକିଆ, ଘାସିରାମ ମାଝୀ

ଭୁବନେଶ୍ୱର,୧୮।୧୦: ଆଜି ନୂଆପଡ଼ାରେ ପ୍ରାର୍ଥିପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ। ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ। ଗତ ୧୧ ତାରିଖରେଜୟ ଢୋଲକିଆ ଭାଜପାରେ ସାମିଲ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ମଧ୍ୟ ଆଜି…

ଭୋଟ ଚୋରି ପରେ ପ୍ରାର୍ଥୀ ଚୋରି କରୁଛି ଭାଜପା: ଭକ୍ତଙ୍କ ବସ୍ଫୋରକ ବୟାନ ପରେ…

ନୂଆପଡ଼ା,୧୮ା୧୦ (ମକାରୁ ବେମାଲ): ଭାଜପା ପ୍ରଥମେ ଭୋଟ ଚୋରି କରୁଥିଲା, ଏବେ ପ୍ରାର୍ଥୀ ଚୋରି କରୁଛି ବୋଲି ସ୍ଥାନୀୟ ଖୁଣ୍ଟିଆ ସମ୍ମିଳନୀ କକ୍ଷରେ ଗୁରୁବାର ସନ୍ଧ୍ୟାରେ ଆୟୋଜିତ ମିଶ୍ରଣ ପର୍ବରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ସେ ଆହୁରି…

ବେଆଇନ ବାଲିଘାଟକୁ ବିରୋଧ: ତହସିଲଦାରଙ୍କୁ ହାଣି ମାରିଦେବାକୁ ଧମକ, ସେପଟେ ଧାରଣାରେ ବସିଲେ…

ଆନନ୍ଦପୁର/ହାଟଡିହୀ,୧୭।୧୦(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ତହସିଲ ଅନ୍ତର୍ଗତ କରଗୋଳା ଗ୍ରାମକୁ ଲାଗିଥିବା ବୈତରଣୀ ନଦୀର ବାଲି ଉତ୍ସକୁ ବେଆଇନ ଭାବେ ଉତ୍ତୋଳନ କରାଯାଇ ଚଢା ଦରରେ ବିକ୍ରି କରାଯାଉଛି। ବାଲିଘାଟ ପାଇଁ ଗ୍ରାମବାସୀଙ୍କ ଦ୍ୱାରା…

ଇଣ୍ଡିଆ ସ୍କୁଲ ର଼୍ୟାଙ୍କିଂ ଆଓ୍ବାର୍ଡ, ଶିକ୍ଷା କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କଲା ‘ବିକାଶ ଆବାସିକ ବିଦ୍ୟାଳୟ’

ଭବାନୀପାଟଣା,୧୭।୧୦(ଉତ୍ତମ କୁମାର ଦାଶ)- ଦିଲ୍ଲୀର ଏକ ତାରକା ହୋଟେଲରେ ଗତ ୧୩ ତାରିଖରେ ଇଣ୍ଡିଆ ସ୍କୁଲ ର଼୍ୟାଙ୍କିଂଙ୍ଗ ଆୱାର୍ଡ଼ ୨୦୨୫-୨୬ ଅନୁଷ୍ଠିତ ହୋଇଥିଲା। ଏଜୁକେଶନ ୱାର୍ଲଡ୍‌ ପକ୍ଷରୁ ଏହି ସର୍ବେକ୍ଷଣରେ କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ସର୍ବଭାରତୀୟ…

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଉଦ୍‌ଯାପିତ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି, ୧୭।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବିଇଓଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଶୁକ୍ରବାର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଉଦଯାପିତ ହୋଇଯାଇଛି। ଏହି ଅବସରରେ ଏବିଇଓ ତଥା ବିଆର୍‌ସିସି ଗୋକୁଳାନନ୍ଦ ନାୟକଙ୍କ ଅଧ୍ୟକ୍ଷତା ଏବଂ ସହକାରୀ ଶିକ୍ଷକ…

ପୁରୁଷୋତ୍ତମପୁର ଏନ୍‌ଏସିରେ ନିର୍ବାହୀ ଅଧିକାରୀ ଭାବେ ଯୋଗ ଦେଲେ ସଙ୍ଗୀତା ସେଠୀ

ପୁରୁଷୋତ୍ତମପୁର,୧୭।୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଅତିରିକ୍ତ ତହସିଲଦାର ସଙ୍ଗିତା ସେଠୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ ସହରର ପରିମଳ ସେବା ସହ ସହରବାସୀଙ୍କ ନିତାନ୍ତ ଆବଶ୍ୟକୀୟ ମୌଳିକ ସମସ୍ୟାର ସମାଧାନ…

ଗଞ୍ଜାମ ଜିଲାସ୍ତରୀୟ ଖୋ’ ଖୋ’ ପ୍ରତିଯୋଗିତା: ବାଳିକାରେ ଚିକିଟି-ବାଳକରେ ସାନଖେମୁଣ୍ଡି ଚାମ୍ପିଅନ୍‌, ପ୍ରଥମ ଥର ଲାଗି…

ଗଞ୍ଜାମ,୧୭।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାସ୍ତରୀୟ ଖୋ’ଖୋ’ ଚାମ୍ପିୟାନଶିପ ୨୦୨୫ ପ୍ରତିଯୋଗିତା ଗୁରୁବାର ଅପରାହ୍ନରେ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମରେ ଆରମ୍ଭ ହୋଇଛି । ଆଜି ଦ୍ୱିତୀୟ ଦିନରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଅନୁଷ୍ଠାନିକ ଭାବେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାର…

ଜମି ଦଖଲକୁ ନେଇ ୨ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ : ୧୮ ଅଭିଯୁକ୍ତ ଗଲେ ଜେଲ, ୪ ପ୍ଲାଟୁନ ଫୋର୍ସ ମୁତୟନ

ଦିଗପହଣ୍ଡି/ପାଟପୁର,୧୭।୧୦(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ରତ୍ନମଣିପୁର ମୌଜା ରାସ୍ତାକଡରେ ଥିବା ମୂଲ୍ୟବାନ ଜମି ଦଖଲକୁ କେନ୍ଦ୍ରକରି ସିଙ୍ଗପୁର ଏବଂ ରତ୍ନମଣିପୁର ଗ୍ରାମବାସୀଙ୍କ ମଧ୍ୟରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ବିବାଦୀୟ ଜମିରେ…

ଏହି ଦିନ ବଡ଼ ଧୂମ୍‌ଧାମରେ ପାଳନ ହେବ ବଲାଙ୍ଗୀର ଦିନ: ଗଠନ ହେଲା ବିଭିନ୍ନ କମିଟି

ବଲାଙ୍ଗୀର,୧୭।୧୦ (ସୁନିଲ କୁମାର ମହାନ୍ତି): ଗୁରୁବାର ସନ୍ଧ୍ୟା ୭ଟା ସମୟରେ ବଲାଙ୍ଗୀର ପି.ପି.ଏକାଡେମୀ ସ୍କୁଲଠାରେ ବଲାଙ୍ଗୀର ଦିନ ଆୟୋଜନ କମିଟି ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ଦିନ ନଭେମ୍ବର ୧ରେ ଧୂମ୍‌ଧାମରେ ପାଳନ…

‘ଚାଷରେ ଏ ସବୁକୁ ବ୍ୟବହାର କଲେ ଭଲ ହେବ ଫସଲ’, ଉତ୍ତମ ବିହନ ଉତ୍ପାଦନ ଉପରେ ତାଲିମ ଶିବିର

ଭଞ୍ଜନଗର,୧୭।୧୦(ବାବୁଲା ପ୍ରଧାନ): ରାଜ୍ୟ ସରକାର ଏବଂ ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ-୧ ଭଞ୍ଜନଗର ସମ୍ମିଳନୀ କକ୍ଷଠାରେ ସୁସ୍ଥ ଓ ଉତ୍ତମ ବିହନ ଉତ୍ପାଦନ ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।…

ନୂଆପଡ଼ା ଉପନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେଡି, ଲିଷ୍ଟରେ ନବୀନଙ୍କ ସହ ଅଛନ୍ତି…

ଭୁବନେଶ୍ୱର,୧୭।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ଶୁକ୍ରବାର ବିଜେଡି ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଉକ୍ତ ତାଲିକାରେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରଣେନ୍ଦ୍ର ସ୍ବାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri