Tag Archives: Odisha Politics

ଅଧରାତି ଯାଏ ମୋହନଙ୍କ ବାସଭବନରେ ବୈଠକ: ଓଡ଼ିଶା ରାଜନୀତିରେ କିଛି ବଡ଼ ହୋଇପାରେ…

ଭୁବନେଶ୍ୱର,୧୭।୭: ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ଭିଡିଓ ଭାଇରାଲ ପରେ ଜଣାପଡିଛି ଅସଲ ସତ। ଏଫଏମ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁ ଖବର ସାରା ଓଡ଼ିଶାରେ ଚହଳ ପକାଇଛି। ଏହି ଘଟଣାରେ ବିରୋଧୀ…

ବିଜେଡି ପାଇଁ ବୋଝ ନୁହେଁ ଆସେଟ୍‌ ଥିଲେ ପ୍ରଭାତ; ଅମରଙ୍କ ବୟାନଙ୍କୁ ନେଇ…

ଭୁବନେଶ୍ୱର,୧୦।୪: ୱକଫ୍‌ ବିଲ୍‌ରେ ଦ୍ୱିମତକୁ ନେଇ ବିଜେଡିରେ ଅନ୍ତଃକନ୍ଦଳ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମ ନବୀନ ପଟ୍ଟନାୟକଙ୍କ ବୟାନ ନିଆଁରେ ଘିଅ ଢ଼ାଳିବା ଭଳି ହୋଇଛି। ଏବେ ଏନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ଅମର ଶତପଥୀ। ସେ ସମ୍ପୂର୍ଣ୍ଣ ଭୋଟିଂ…

‘ସସ୍ମିତ ବିଜେଡ଼ି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି’

ଭୁବନେଶ୍ୱର,୫।୪: ଓ୍ବକଫ୍‌ ବିଲ୍‌ ଭୋଟିଂକୁ ନେଇ ବିଜେଡି ଏବେ ଦୁଇ ଭାଗ ହୋଇଯାଇଛି। ଦଳର ଏମ୍‌ପି ସସ୍ମିତ ପାତ୍ରଙ୍କ ଉପରେ ପୁଣି ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ଗଣେଶ୍ୱର ବେହେରା। ବିଲ୍‌କୁ ସମର୍ଥନ କରି ସସ୍ମିତ ଦଳ ଲାଗି ଅଡ଼ୁଆ ପରିସ୍ଥିତି…

‘ବିଧାନସଭା ଇତିହାସରେ କଳଙ୍କିତ ଇତିହାସ’

ଭୁବନେଶ୍ୱର,୨୬।୩:ରାଜ୍ୟରେ ମହିଳା ଅସୁରକ୍ଷିତ ଦର୍ଶାଇ ଗୃହକମିଟି ଦାବି କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବନ ହେବା ଘଟଣାକୁ ନେଇ ରାଜ୍ୟ କଂଗ୍ରେସ ପ୍ରତିବାଦ କରିଆସୁଛି । ଏହି ଘଟଣାକୁ ନେଇ ବିଧାନସଭାକୁ ଘେରିବାକୁ କଂଗ୍ରେସ ପ୍ରସ୍ତୁତ ହୋଇଛି। କଂଗ୍ରେସର ଏହି କାର୍ଯ୍ୟକ୍ରମକୁ…

ମୁଁ ଭାଜପାରେ ଥିଲି, ଅଛି ଆଉ ରହିବି: ହିମାଂଶୁ ଶେଖର  

ଧର୍ମଶାଳା,୫।୪: ସାରା ରାଜ୍ୟରେ ପଦ୍ମର ଲହର ଥିବା ବେଳେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଜଣେ ସ୍ବାଧୀନ ପ୍ରାର୍ଥୀ ବାଜିମାତ କରିଥିଲେ। ଉଭୟ ବିଜେଡି ଏବଂ ଭାଜପାର ଛାମୁଆ ନେତାଙ୍କୁ ସେ ପଛରେ ପକାଇ ନିର୍ବାଚନ ଜିତିଥିଲେ। ୨୯ ବର୍ଷ ଧରି ବିଜେଡି…

ହାତ ପରେ ପାଣ୍ଡିଆନ ଗୋଡ଼କୁ ନିୟନ୍ତ୍ରଣ କରୁଥିବା କଥା କେତେ ସତ କେତେ ମିଛ? ସାମ୍ନାକୁ ଆସିଲା ପ୍ରକୃତ ଭିଡିଓ…

ଭୁବନେଶ୍ୱର,୨୯।୫: ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନର ଦିନ ଯେତିକି ପାଖେଇ ଆସୁଛି, ରାଜନୀତି ସେତିକି ସରଗରମ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଭାଜପା ବିଜେଡିର ପ୍ରଚାର ମଙ୍ଗ ଧରିଥିବା ନେତା ୫ଟି ପାଣ୍ଡିଆନ୍‌ଙ୍କୁ ଜୋରଦାର ଟାର୍ଗେଟ କରୁଛି। ଗତ ଦୁଇଦିନ ଧରି…

ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ, ଦମ ଅଛି ତ…

ପାରଳାଖେମୁଣ୍ଡି,୪ା୫: ପାରାଳାଖେମୁଣ୍ଡିରେ ନବୀନଙ୍କ ପ୍ରଚାର ସଭାରେ ଧର୍ମେନ୍ଦ୍ରଙ୍କ ନାଁ ନନେଇ ଖୋଲା ଚ୍ୟାଲେଞ୍ଜ ଦେଲେ କାର୍ତ୍ତିକ ପାଣ୍ଡିଆନ। ଦମ ଅଛି ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ଭାଜପା। ଧର୍ମେନ୍ଦ୍ର ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ହେଲେ ଭାଜପା ଓଡ଼ିଶାରେ ୧୦…

ବିଜେଡିରୁ ଇସ୍ତଫା ଦେଲେ ଅସିତ ପଟ୍ଟନାୟକ

ଭଦ୍ରକ,୪।୪(ସନାତନ ରାଉତ): ଭଦ୍ରକ ରାଜନୀତିର ଚର୍ଚ୍ଚିତ ଯୁବ ଚେହେରା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ (ବୁଲୁ ) ବୁଧବାର ରାତିରେ ବିଜେଡିରୁ ଇସ୍ତଫା ଦେଇଛନ୍ତି l ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ…

ବିଜେପୁରରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ସନତଙ୍କ ଉପରେ ଭାଜପାର ଭରସା

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଏକଦା କଂଗ୍ରେସର ଗଡ଼ ଥିଲା। ପୂର୍ବତନ କଂଗ୍ରେସ ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ପରିବାର ବିଜେଡିରେ ମିଶିଥିଲେ । ଏହି ମିଶ୍ରଣ ପରେ ଆସନଟି ବିଜେଡି…

କୁଚିଣ୍ଡାରେ ଗୁରୁ-ଶିଷ୍ୟ ଲଢ଼େଇ

ସମ୍ବଲପୁର,୨୪।୩ (ଭବାନୀ ଶଙ୍କର ଭୋଇ): ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ହୋଇଆସୁଥିବାରୁ କାହାର ଟିକେଟ କଟିବ ଓ କେଉଁଠି କାହାକୁ ଟିକେଟ ମିଳିବ, ସେ ନେଇ ଆଶାୟୀମାନେ ଚିନ୍ତାରେ ରହିଥିଲେ। ଶୁକ୍ରବାର ମେଣ୍ଟ ଆଲୋଚନାରେ ବିରାମ ଲାଗିବା ପରେ ଏବେ ଦୁଇ ଦଳର…

ସମ୍ବଲପୁର-ପୁରୀ-ଭୁବନେଶ୍ୱର ପାଇଁ ପ୍ରାର୍ଥୀ ଫାଇନାଲ କଲା ଭାଜପା! ଜାଣନ୍ତୁ ୩ ସମ୍ଭାବ୍ୟ ପ୍ରାର୍ଥୀ କିଏ…

ଭୁବନେଶ୍ୱର,୨୪।୩: ରାଜ୍ୟରେ ମେଣ୍ଟ ସରକାରଙ୍କୁ ନେଇ ସମସ୍ତ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଏବେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କ ନଜର ରହିଛି। ଏହାକୁ ନେଇ ଦିଲ୍ଲୀରେ ରାଜ୍ୟ ଭାଜପା ନେତାଙ୍କୁ ନେଇ ଘନଘନ ବୈଠକ ବସୁଛି। ଏହି କ୍ରମରେ…

ଅପରାଜିତା କହିଲେ- ‘ସଭାପତି ସ୍ପଷ୍ଟ କରିସାରିଛନ୍ତି, ଆମେ ଏକାକୀ ଲଢ଼ିବୁ’

ଭୁବନେଶ୍ୱର,୧୪।୩: ଓଡ଼ିଶାରେ ଏକାକୀ ନିର୍ବାଚନ ଲଢ଼ିବ ଭାଜପା। ଲୋକମାନଙ୍କ ଆଶୀର୍ବାଦ, ଶୁଭେଚ୍ଛାରେ ସରକାର ଗଢ଼ିବୁ। କିଛି ଏଭଳି କହି ମେଣ୍ଟ କଥାକୁ ଏଡ଼ାଇ ଦେଇଛନ୍ତି ଭାଜପା ସଭାପତି ମନମୋହନ ସାମଲ। ଦିଲ୍ଲୀରୁ ଫେରି ଗୁରୁବାର ସେ ପୁରୁଣା କଥାକୁ ଦୋହରାଇଛନ୍ତି। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri