Tag Archives: Odisha Politics

ଓଡ଼ିଶା ଆସିବେ ନୀତିନ ନବୀନ

ଭୁବନେଶ୍ୱର,୧୦ା୧: ଖୁବଶୀଘ୍ର ଓଡ଼ିଶା ଆସିବେ ଭାଜପା କାର୍ଯ୍ୟକାରୀ ସଭାପତି ନୀତିନ ନବୀନ। ଏନେଇ ସୂଚନା ଦେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଦୀର୍ଘ ସମୟ ରାଷ୍ଟ୍ରୀୟ ସଭାପତିଙ୍କ ସହ ଆଲୋଚନା ହୋଇଥିଲା। ରାଜ୍ୟ ବିଷୟରେ ତାଙ୍କୁ ଅବଗତ କରିଥିଲ।…

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ ମାସ କେଉଁ ତାରିଖରେ ଆସିବେ ସେନେଇ କୌଣସି ସୂଚନା ମିଳିପାରି ନାହିଁ । ତେବେ…

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ ନେଇ ମୋକିମ ଏକ ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବିଜେଡି ଭିତରେ…

ଯୁବା ବିଧାୟିକାଙ୍କୁ ରଗାଇଦେଲେ ସଞ୍ଜୟ: କହୁକହୁ ଗୁମର ଖୋଲି ପକାଇଲେ ଉପାସନା

ଭୁବନେଶ୍ୱର,୧୬।୧୨: ପୁରୀ ଜିଲା ବ୍ରହ୍ମଗିରି କୁସୁବେଣ୍ଟି-ହରିଦାସ ମୌଜା ବିବାଦକୁ ନେଇ ତେଜିଲା ରାଜନୀତି। ମୁହାଁମୁହିଁ ହେଲେ ବିଧାୟିକା ଉପାସନା ମହାପାତ୍ର ଓ ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା। ହରିଦାସ ଗାଁ ଲୋକଙ୍କ ଉପରେ ବର୍ବର ଆକ୍ରମଣ ହୋଇଛି କହିଲେ ସଞ୍ଜୟ ଦାସବର୍ମା…

ବିଜୟ ଆଡ଼କୁ ମାଡ଼ି ଚାଲିଛନ୍ତି ଜୟ ଢୋଲକିଆ, ପରିବାରରେ ଖୁସି ମନାଇବା ସହ କହିଲେ ଏମିତି…

ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଏନେଇ ପ୍ରାର୍ଥୀଙ୍କଠାରୁ କର୍ମକର୍ତ୍ତା ଏବଂ ପରିବାର ସଦସ୍ୟ ପୂରା ଖୁସିରେ ବିମୋହିତ ହୋଇପଡ଼ିଛନ୍ତି। ଜୟ ତାଙ୍କ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବହୁ ଭୋଟ୍‌ ବ୍ୟବଧାନରେ…

ନୂଆପଡ଼ା ଉପନିର୍ବାଚନ: ୧୦ମ ରାଉଣ୍ଡ୍‌ରେ ଜୟ ଢୋଲକିଆ ଆଗରେ, ବିଜେଡିକୁ ମିଳିଛି…

ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନର ଭୋଟ୍‌ ଗଣତି ସକାଳ ୮ଟାରୁ ଜାରି ରହିଛି। ୧୦ମ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ୩୩୨୩୨ ଭୋଟ୍‌ରେ ଆଗୁଆ ରହିଛନ୍ତି। ୧୦ମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୫୦୩୩୩ ଖଣ୍ଡ ଭୋଟ୍‌ ମିଳିଥିବାବେଳେ ଦ୍ୱିତୀୟ…

Nuapara By-Election: ୫ମ ରାଉଣ୍ଡ୍‌ରେ ବି ଜୟ ଢୋଲକିଆ ଆଗରେ, ଏତିକି ଭୋଟ୍‌ ପଛରେ ଅଛନ୍ତି ସ୍ନେହାଙ୍ଗିନୀ

ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନର ଭୋଟ୍‌ ଗଣତି ସକାଳ ୮ଟାରୁ ଜାରି ରହିଛି। ପଞ୍ଚମ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ୧୮ ହଜାର ୩୯୮ ଭୋଟ୍‌ରେ ଆଗୁଆ ରହିଛନ୍ତି। ପଞ୍ଚମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୨୫୧୯୫ ଭୋଟ୍‌ ମିଳିଥିବାବେଳେ…

ଆଜି ନୂଆପଡ଼ା ଉପନିର୍ବାଚନ ଫଳାଫଳ

ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ଶୁକ୍ରବାର ସକାଳ ଅର୍ଥାତ୍‌ ଆଜି ନୂଆପଡ଼ା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ୍‌ ଏବଂ ଏହାର ୩୦ମିନିଟ୍‌ ପରେ ଇଭିଏମ୍‌ ଭୋଟ ଗଣତି ଆରମ୍ଭ ହୋଇଯିବ। ନୂଆପଡ଼ା ନ୍ୟାଶନାଲ କଲେଜଠାରେ ଭୋଟ ଗଣତି…

ଭାଜପା ନେତାଙ୍କ ବଡ଼ ବୟାନ, ନୂଆପଡାରେ ନବୀନ ମଇଦାନକୁ ଓହ୍ଲାଇଲେ…

ନୂଆପଡା,୩୧।୧୦:ରାଜ୍ୟ ଭାଜପା ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ବଡ଼ ବୟାନ । କହିଲେ, ନବୀନ ମୈଦାନକୁ ଓହ୍ଲାଇଲେ କିଛି ବି ଫରକ ପଡ଼ିବ ନାହିଁ । ଭାଜପାର ନୂଆପଡ଼ା ବିଜୟ ସୁନିଶ୍ଚିତ । ଏପଟେ ଅରୁଣ ସାହୁଙ୍କ କାଉଣ୍ଟର ।…

ବିଜେଡିକୁ ବଡ଼ ଝଟ୍‌କା: ଦଳରୁ ଇସ୍ତଫା ଦେଲେ…

ଗଜପତି, ୪।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ବିଜେଡିକୁ ଲାଗିଛି ଏକ ବଡ଼ ଝଟକା। ୨୦୨୪ ସାଧାରଣ ନିର୍ବାଚନରେ ମୋହନା ବିଜେଡି ବିଧାୟକ ପ୍ରାର୍ଥୀ ଥିବା ଅନ୍ତର୍ଯ୍ୟାମୀ ଗମାଙ୍ଗ ବିଜେଡିକୁ କରିଛନ୍ତି ବାଏ ବାଏ। ସେ ୨୦୦୯ରେ ଭାଜପା ପକ୍ଷରୁ ମୋହନା ବିଧାୟକ…

ମୁଖ୍ୟମନ୍ତ୍ରୀଙ୍କୁ ସିଧା ସିଧା ପଚାରିଲେ ସୋଫିଆ, ରାଜନୀତିରେ ହଲଚଲ

ଭୁବନେଶ୍ୱର, ୧୯।୯: ଓଡ଼ିଶା ସରକାର ବିଗତ ତିନୋଟି ବିତ୍ତୀୟ ବର୍ଷରେ ଟିଭି ଓ ଖବରକାଗଜ ବିଜ୍ଞାପନ ପାଇଁ ମୋଟ ୩୮୦.୯୫ କୋଟି ଟଙ୍କା ଖର୍ଚ୍ଚା କରିଛନ୍ତି। ଏନେଇ ନିଜେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ…

ନବୀନଙ୍କ ଚାମ୍ବରରେ ସରିଲା କଂଗ୍ରେସର ବୈଠକ, ସଂଧ୍ୟା ୫ରେ ବଡ଼ ଘୋଷଣା

ଭୁବନେଶ୍ୱର,୧୮।୯: ରାଜ୍ୟ ସରକାର ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ । ବିଧାନସଭା ସଚିବଙ୍କ ଜରିଆରେ ବାଚସ୍ପତିଙ୍କୁ ଚିଠି ଦେଇଛି କଂଗ୍ରେସ । ପ୍ରସ୍ତାବ ସପକ୍ଷରେ ୧୫ ବିଧାୟକଙ୍କ ସମର୍ଥନ ଥିବା ଜଣାଇଲା ଦଳ । ସେପଟେ କଂଗ୍ରେସ ବିଧାୟକମାନେ ବିଜେଡି ବିଧାୟକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?