ସମାଜସେବା ନାଁରେ କ୍ଷମତା ଓ ଚୌକି ଲୋଭ, ଦୁଇ ଘଣ୍ଟାରେ ବଦଳି ଯାଉଛି ଆଦର୍ଶ ଭୁବନେଶ୍ୱର, ୪।୪: ନିର୍ବାଚନ ଆସିଲେ ମନେ ପଡୁଛି ଆଦର୍ଶ ଏବଂ ଆତ୍ମସମ୍ମାନ। ଟିକେଟ୍ ନ ମିଳିବାରୁ ଦଳ ପରିବର୍ତ୍ତନ କରୁଛନ୍ତି ନେତା। ସମାଜ ସେବା କଥା କହି ନିର୍ବାଚନ ଲଢ଼ୁଥିବା ବେଳେ କ୍ଷମତା, ଚୌକି ଲୋଭ ରହୁଛି ସର୍ବୋପରି। ନିର୍ବାଚନ...