ସୁରେଶ ପୂଜାରୀଙ୍କୁ ଆସିଲା ଫୋନ କଲ୍, ହେବେ ମନ୍ତ୍ରୀ ଭୁବନେଶ୍ୱର,୧୨।୬: ମୋହନ ମଝି ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଉ କିଛି ସମୟ ବ୍ୟବଧାନରେ ଶପଥ ଗ୍ରହଣ କରିବାକୁଯାଉଥିଲା ବେଳେ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବାକୁ ଥିବା ନେତା ମାନଙ୍କୁ ଫୋନ କଲ୍ ଆସିବାରେ ଲାଗିଛି। ଏହି କ୍ରମରେ...