ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶା ସରକାର ଖର୍ଚ୍ଚ କରିବେ ୨ ହଜାର କୋଟି ଟଙ୍କା, ପ୍ରତି ଘରୁ ବାହାରିବେ ଯୋଦ୍ଧା ଭୁବନେଶ୍ୱର,୨୯ା୧୦: ବିପର୍ଯ୍ୟ ମୁକାବିଲାରେ ଓଡ଼ିଶା ସରକାର ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରୁଥିବା ବେଳେ ବର୍ତ୍ତମାନ ଆଉ ଏ ଦିଗରେ ଆଉ ଏକ ଐତିହାସିକ ନିଷ୍ପତି ନେଇଛନ୍ତି। ରବିବାର ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏହି...