ଖାତା କଲମରେ ହେବ ନିଟ୍ ୟୁଜି ୨୦୨୫ ପରୀକ୍ଷା
ନୂଆଦିଲ୍ଲୀ,୧୬।୧: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଘୋଷଣା କରିଛି ଯେ ନ୍ୟାସନାଲ ଏଲିଜିବିଲିଟି-କମ୍-ଏଣ୍ଟ୍ରାନ୍ସ ଟେଷ୍ଟ ବା NEET (UG)-୨୦୨୫ ପେନ୍ ଆଣ୍ଡ୍ ପେପର୍ ମୋଡ୍ (OMR-ଆଧାରିତ) ରେ ଗୋଟିଏ ଦିନ ଏବଂ ଗୋଟିଏ ସିଫ୍ଟରେ କରାଯିବ। ଏହି ନିଷ୍ପତ୍ତି ନ୍ୟାସନାଲ...
ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା: ମାଷ୍ଟରମାଇଣ୍ଡ ସମେତ ଦୁଇ ଛାତ୍ର ଗିରଫ କଲା ସିବିଆଇ
ନୂଆଦିଲ୍ଲୀ, ୨୦ା୭: ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ସିବିଆଇ। ମାମଲା ସହ ଜଡିତ ଆଉ ତିନି ଜଣଙ୍କୁ ଗିରଫ କରିଛି ସିବିଆଇ, ଯେଉଁଥିରେ ମାମଲାର, ମାଷ୍ଟରମାଇଣ୍ଡ ଶଶିକାନ୍ତ ପାସୱାନ୍ ମଧ୍ୟ ସାମିଲ ଅଛନ୍ତି। ଏହା...
ନିଟ୍ ୟୁଜି’ରେ ଆଶ୍ଚର୍ଯ୍ୟକର ନମ୍ବର: ରାଜକୋଟରେ ୧୨, ସିକରରେ ୮ ବିଦ୍ୟାର୍ଥୀଙ୍କ ୭୦୦ ପାର କଲା ମାର୍କ
ନୂଆଦିଲ୍ଲୀ, ୨୦ା୭: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଅନଲାଇନରେ ସହର ଏବଂ ପରୀକ୍ଷା କେନ୍ଦ୍ର ଅନୁଯାୟୀ ନିଟ୍ ୟୁଜି ୨୦୨୪ ଫଳାଫଳ ଅପଲୋଡ୍ କରିବା ପରେ ଆଶ୍ଚର୍ଯ୍ୟକର ସଂଖ୍ୟା ପ୍ରକାଶ ପାଇଛି। ରାଜକୋଟ ପରୀକ୍ଷା କେନ୍ଦ୍ରରେ ୧୨ ଜଣ ଛାତ୍ରଙ୍କ...
ରାଜ୍ୟସଭାରେ ଖସିପଡ଼ିଲେ କଂଗ୍ରେସର ମହିଳା ଏମ୍ପି, ତାପରେ…
ନୂଆଦିଲ୍ଲୀ, ୨୬।୦୬: ନିଟ୍ ମୁଦ୍ଦାକୁ ନେଇ ସାରା ଦେଶରେ ବିରୋଧ କରାଯାଉଥିବା ବେଳେ ବିପକ୍ଷ ଦଳ ମଧ୍ୟ ସରକାରଙ୍କୁ ଛାଡ଼ି ନାହାନ୍ତି । ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଏହାରି ମଧ୍ୟରେ...
ଏନ୍ଟିଏ’ରେ ସଂସ୍କାର ପାଇଁ ଛାତ୍ରଛାତ୍ରୀ, ଅଭିଭାବକମାନଙ୍କ ଠାରୁ ମତାମତ ଲୋଡ଼ିଲା ଶିକ୍ଷା ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୨୮।୬: ଜାତୀୟ ପରୀକ୍ଷଣ ସଂସ୍ଥା-ଏନ୍ଟିଏରେ ସଂସ୍କାର ଆଣିବା ପାଇଁ ସୁପାରିଶ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଗଠିତ ବିଶେଷଜ୍ଞ କମିଟି ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ଠାରୁ ପ୍ରସ୍ତାବ ଲୋଡ଼ିଛନ୍ତି । ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କେ.ରାଧାକ୍ରିଷ୍ଣନ୍ଙ୍କ ଅଧ୍ୟକ୍ଷତାରେ ଗଠିତ...
NEET ପେପର ଲିକ୍ ମାମଲା; ଏନଟିଏ ମହାନିର୍ଦ୍ଦେଶକ ସୁବୋଧ କୁମାର ନିଲମ୍ବିତ
ନୂଆଦିଲ୍ଲୀ,୨୨।୬: NEET ପ୍ରଶ୍ନପତ୍ର ଲିକ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର। ଜାତୀୟ ପରୀକ୍ଷା ଆୟୋଜନ ସଂସ୍ଥା (ଏନଟିଏ) ମହାନିର୍ଦ୍ଦେଶକ ସୁବୋଧ କୁମାରଙ୍କୁ ନିଲମ୍ବିତ କରାଯାଇଛି। ପ୍ରଦିପ ସିଂ ଖରୋଲାଙ୍କୁ ଏନଟିଏ’ର ନୂତନ ମହାନିର୍ଦ୍ଦେଶକ ନିଯୁକ୍ତ କରିଛି କେନ୍ଦ୍ର...
NTA ପରୀକ୍ଷା ସଂସ୍କାର ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି
ନୂଆଦିଲ୍ଲୀ,୨୨ା୬: ଏନ୍ଟିଏ ପରୀକ୍ଷା ସଂସ୍କାର ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ପରୀକ୍ଷାଗୁଡ଼ିକର ସ୍ବଚ୍ଛ, ସରଳ ଏବଂ ନିରପେକ୍ଷ ଆଚରଣକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଉକ୍ତ କମିଟି ଗଠନ କରିଛି। କାରଣ ନିଟ୍, ୟୁଜି,...
୫ ହଜାର ଟଙ୍କାରେ ମିଳୁଥିଲା ୟୁଜିସି ନେଟ୍ ପ୍ରଶ୍ନପତ୍ର
ନୂଆଦିଲ୍ଲୀ,୨୧।୦୬: ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ୟୁଜିସି ନେଟ୍ ପ୍ରଶ୍ନ ପତ୍ର ଲିକ୍ ହୋଇଛି । ଯାହାକୁ ନେଇ ପରୀକ୍ଷା ଆୟୋଜନ କରୁଥିବା ନ୍ୟାଶନାଲ୍ ଟେଷ୍ଟିଂ ଏଜେନ୍ସିର ସ଼୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି...
CUET PG ୨୦୨୪: ପଞ୍ଜୀକରଣ ପାଇଁ ତାରିଖ ବଢ଼ାଇଲା NTA, ବିଦ୍ୟାର୍ଥିଙ୍କ ପାଇଁ ଶେଷ ସୁଯୋଗ
ନୂଆଦିଲ୍ଲୀ,୧।୨: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) କମନ୍ ୟୁନିଭରସିଟି ପ୍ରବେଶିକା ପରୀକ୍ଷା (ସିୟୁଇଟି) ପିଜି ୨୦୨୪ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରିଛି। ସର୍ବଶେଷ ଏନଟିଏ ବିଜ୍ଞପ୍ତି ଅନୁଯାୟୀ ପଞ୍ଜୀକରଣର ଶେଷ ତାରିଖ ବୃଦ୍ଧି କରାଯାଇଛି। ଆଶାୟୀ ଏବଂ...
ଜେଇଇ ମେନ୍ ୨୦୨୪ ପାଇଁ ଏନଟିଏ ପ୍ରକାଶ କଲା ଯୋଗ୍ୟତା ମାନଦଣ୍ଡ, ଯୁକ୍ତ ଦୁଇରେ ଏତିକି ପ୍ରତିଶତ ମାର୍କ ରଖିବା ଜରୁରୀ
ନୂଆଦିଲ୍ଲୀ, ୮।୧୧: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଜେଇଇ ମେନ୍ ୨୦୨୪ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଇଞ୍ଜିନିଅରିଂ ପାଠ ପଢିବାକୁ ଚାହୁଁଥିବା ଆଶାୟୀ ବିଦ୍ୟାର୍ଥିମାନେ ଅଫିସିଆଲ ୱେବସାଇଟ jeemain.nta.ac.in ରେ ଯାଇ ଆବେଦନ କରିପାରିବେ। ନଭେମ୍ବର ୩୦...
Archives


