CUET PG ୨୦୨୪: ପଞ୍ଜୀକରଣ ପାଇଁ ତାରିଖ ବଢ଼ାଇଲା NTA, ବିଦ୍ୟାର୍ଥିଙ୍କ ପାଇଁ ଶେଷ ସୁଯୋଗ

ନୂଆଦିଲ୍ଲୀ,୧।୨: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) କମନ୍ ୟୁନିଭରସିଟି ପ୍ରବେଶିକା ପରୀକ୍ଷା (ସିୟୁଇଟି) ପିଜି ୨୦୨୪ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରିଛି। ସର୍ବଶେଷ ଏନଟିଏ ବିଜ୍ଞପ୍ତି ଅନୁଯାୟୀ ପଞ୍ଜୀକରଣର ଶେଷ ତାରିଖ ବୃଦ୍ଧି କରାଯାଇଛି।

ଆଶାୟୀ ଏବଂ ଅନ୍ୟ ହିତାଧିକାରୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ସିୟୁଇଟି ପିଜି ୨୦୨୪ ପାଇଁ ପଞ୍ଜୀକରଣ ପାଇଁ ଶେଷ ତାରିଖ ବର୍ତ୍ତମାନ ଫେବୃଆରୀ ୭, ୨୦୨୪ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ଏହାପୂର୍ବରୁ ଶେଷ ତାରିଖ ଜାନୁୟାରୀ ୩୧ ଥିଲା।

ସେହିଭଳି ପେମେଣ୍ଟ କରିବାର ଶେଷ ତାରିଖ ଫେବୃଆରୀ ୧୮ ତାରିଖକୁ ବୃଦ୍ଧି କରାଯାଇଛି। ଏହାସହ ଆଶାୟୀମାନେ ଫେବୃଆରୀ ୯ ତାରିଖରୁ ୧୧ ତାରିଖ ମଧ୍ୟରେ ଆବଶ୍ୟକ ସଂଶୋଧନ କରିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, କଲେଜ ପ୍ରିନ୍ସିପାଲଙ୍କଠାରୁ ନିଯୁକ୍ତି କ୍ଷମତା ପ୍ରତ୍ୟାହାର

ଭୁବନେଶ୍ୱର,୨୧।୭(ସୁଚିସ୍ମିତା ସାହୁ): ସରକାରୀ କଲେଜରେ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ସରକାରୀ କଲେଜ ପ୍ରିନ୍ସିପାଲଙ୍କଠାରୁ ନିଯୁକ୍ତି କ୍ଷମତାକୁ ପ୍ରତ୍ୟାହାର କରାଯାଇଥିବାବେଳେ ଏହି ଦାୟିତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri