ସରକାରଙ୍କ ବଡ଼ ଆକ୍ସନ, ୧୧ ଇଞ୍ଜିନିୟର ନିଲମ଼୍ବିତ
ପାଟନା, ୫।୭: ଗତ ଦୁଇ ସପ୍ତାହ ମଧ୍ୟରେ ବିହାରରେ ୧୨ ଟି ବ୍ରିଜ୍ ଭୁଷୁଡ଼ି ପଡ଼ିଛି । କାର୍ଯ୍ୟରେ ଅବହେଳା ପାଇଁ ରାଜ୍ୟ ସରକାର ଶୁକ୍ରବାର ୧୧ ଜଣ ଇଞ୍ଜିନିୟଙ୍କୁ କାର୍ଯ୍ୟରୁ ନିଲମ଼୍ବିତ କରିଛନ୍ତି । ନୀତିଶ ସରକାର ଯେଉଁ ଯେଉଁ…
ଜେଡିୟୁ ବୈଠକରେ ବଡ଼ ଘୋଷଣା, ଝାଡ଼ଖଣ୍ଡରେ ନିର୍ବାଚନ ଲଢ଼ିବେ ନୀତୀଶ ଟିମ୍
ନୂଆଦିଲ୍ଲୀ, ୨୯।୦୬: ଦିଲ୍ଲୀରେ ବସିଥିବା ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଦଳର ସୁପ୍ରିମୋ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଏହି ବୈଠକରେ ଲୋକସଭା ନିର୍ବାଚନକୁ ନେଇ ସମୀକ୍ଷା କରାଯିବା ସହ ଆଗାମୀ…
ସଞ୍ଜୟଙ୍କୁ ବଡ଼ ଦାୟିତ଼୍ବ, ହେଲେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ
ନୂଆଦିଲ୍ଲୀ, ୨୯।୦୬: ରାଜଧାନୀ ଦିଲ୍ଲୀରେ ବସିଥିବା ଜନତା ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ । ବୈଠକରେ ସଞ୍ଜୟ ଝାଙ୍କୁ…
ସଞ୍ଜୟ ଝାଙ୍କୁ ବଡ଼ ଦାୟିତ଼୍ବ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ
ପାଟନା, ୨୮।୦୬: ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ମୁଖ୍ୟ ନୀତୀଶ କୁମାର ରାଜ୍ୟସଭା ଏମ୍ପି ସଞ୍ଜୟ ଝାଙ୍କୁ ବଡ଼ ଦାୟିତ଼୍ବ ଦେଇପାରନ୍ତି । ତାଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ କରିବା ପାଇଁ ଯୋଜନା ହେଉଥିବା ଶୁଣାଯାଉଛି । ନୀତୀଶ ସରକାରଙ୍କ…
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି
ପାଟନା,୧୫।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅସୁସ୍ଥ ହୋଇପଡ଼ିଛନ୍ତି। ଶନିବାର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସକାଳେ ତାଙ୍କ ହାତରେ ଯନ୍ତ୍ରଣା ହୋଇଥିଲା। ପରେ ଏହା ଅତ୍ୟଧିକ ହେବା ପରେ ତାଙ୍କୁ ପାଟନାର ମେଦାନ୍ତା ଡାକ୍ତରଖାନାରେ…
କେଉଁ ସର୍ତ୍ତରେ ଏନ୍ଡିଏକୁ ସମର୍ଥନ ଜଣାଇଲେ ନୀତୀଶ କୁମାର, ଜାଣନ୍ତୁ…
ପାଟ୍ନା,୫ା୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦିଲ୍ଲୀରେ ପହଞ୍ଚି ଏନ୍ଡିଏ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ନୀତୀଶ କୁମାରଙ୍କୁ ଗତ ୧୦ ବର୍ଷ ମଧ୍ୟରେ କିଙ୍ଗ୍ମେକରଙ୍କ ପଦରେ ଦେଖିବାକୁ ମିଳିଥିଲା। ବୈଠକର ଠିକ୍ ପୂର୍ବରୁ ନୀତୀଶ ଏବଂ ତାଙ୍କ ପରିବାର…
ନୀତୀଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ ଅଫର ଦେଲା ଇଣ୍ଡିଆ ମିଳିତ ମଞ୍ଚ
ନୂଆଦିଲ୍ଲୀ,୩।୬: ଲୋକସଭା ନିର୍ବାଚନର ଫଳାଫଳ ଧୀରେ ଧୀରେ ଆସିବା ଆରମ୍ଭ କରିଛି। ଏହି ସମୟରେ ଏନଡିଏ ଆଗରେ ଅଛି। କିନ୍ତୁ, ପୂର୍ବ ତୁଳନାରେ ଇଣ୍ଡିଆ ମିଳିତ ମଞ୍ଚ ମଧ୍ୟ ଭଲ ସ୍ଥିତିରେ ଅଛି। ୨୯୯ ଟି ଆସନରେ ଏନଡିଏ ଆଗରେ ରହିଛି।…
କିଏ ଅଧିକ ଚାକିରି ଦେଇଛନ୍ତି ନୀତୀଶ ନା ତେଜସ୍ବୀ
ପାଟନା,୭ା୩: ଜାତୀୟ ରାଜନୀତିକୁ ନେଇ ଚର୍ଚ୍ଚିତ ବିହାରରେ ଆଜିକାଲି ନିଯୁକ୍ତି ପ୍ରସଙ୍ଗ ସବୁଠାରୁ ଅଧିକ ପ୍ରାଧାନ୍ୟ ପାଲଟିଛି। ଏନ୍ଡିଏ ହେଉ କିମ୍ବା ମହାଗଠବନ୍ଧନ ହେଉ ନିଯୁକ୍ତି ପ୍ରସଙ୍ଗକୁ ଦୃଷ୍ଟିରେ ରଖି ନିର୍ବାଚନ କ୍ଷେତ୍ରକୁ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବିହାରରେ ରୋଜଗାର…
ଲଗାତର ୨୦ ବର୍ଷ ହେଲାଣି କ୍ଷମତାରେ, ହେଲେ ନିର୍ବାଚନ ଲଢ଼ନ୍ତି ନାହିଁ ନୀତୀଶ କୁମାର; କାରଣ ଜାଣିଲେ…
ପାଟନା,୬।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ପୁଣିଥରେ ବିଧାନ ପରିଷଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହା ନିଶ୍ଚିତ ଯେ ସେ ବିଧାନ ପରିଷଦର ସଦସ୍ୟ ଭାବରେ ନିର୍ବାଚିତ ହେବେ। ଖାଲିଥିବା ୧୧ ଆସନ ମଧ୍ୟରୁ ଜେଡିୟୁକୁ ମିଳିଥିବା ଦ୍ୱିତୀୟ…
ନୀତୀଶଙ୍କ ମୁହଁରେ ହସ: ଏନ୍ଡିଏ ସହ ପୁଣି ମେଣ୍ଟ ପରେ ପ୍ରଥମଥର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ
ନୂଆଦିଲ୍ଲୀ,୭।୧: ଏନ୍ଡିଏ ସହ ପୁଣି ମେଣ୍ଟ ପରେ ପ୍ରଥମଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏହି ସମୟରେ ସେ ବେଶ୍ ଖୁସି ଜଣାପଡୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ନୀତୀଶ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ।…
ମେଣ୍ଟ ବଦଳାଇ ନବମ ପାଳି, ନୀତୀଶଙ୍କ ପଞ୍ଚମ ଶିବିର ପରିବର୍ତ୍ତନ
ନୂଆଦିଲ୍ଲୀ,୨୯।୧: ୧ ଦଶନ୍ଧି ମଧ୍ୟରେ ଏହା ହେଉଛି ନୀତୀଶଙ୍କ ପଞ୍ଚମ ଶିବିର ପରିବର୍ତ୍ତନ। ବାରମ୍ବାର ମେଣ୍ଟ ବଦଳାଉଥିବାରୁ ତାଙ୍କୁ ରାଜନୈତିକ ମହଲରେ ‘ପଲ୍ଟୁ ରାମ’ ଓ ‘ପଲଟୁ କୁମାର’ ଭଳି ଆଖ୍ୟା ଦିଆଯାଇଛି। ନୀତୀଶ ୨୦୦୦ ମାର୍ଚ୍ଚରେ ଭାଜପା ସମର୍ଥନରେ ପ୍ରଥମ…
ଯଦି ଏପରି ନ ଘଟେ ରାଜନୀତି ଛାଡିଦେବି: କାହିଁକି ଏମିତି କହିଲେ ପ୍ରଶାନ୍ତ କିଶୋର
ପାଟନା,୨୮।୧: ବିହାଟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳବଦଳ ରାଜନୀତିକୁ ନେଇ ତାଙ୍କୁ ଟାର୍ଗେଟ୍ କରିଛନ୍ତି ଜନ ସୁରଜ ସଂଯୋଜକ ପ୍ରଶାନ୍ତ କିଶୋର। ସେ କହିଛନ୍ତି, ନୀତୀଶ ଚତୁର ନୁହେଁ ଧୃତ ଅଟନ୍ତି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। ଏଥି ସହିତ ସାମ୍ବାଦିକ…

