Tag Archives: Naveen Patnaik

ବିଜେଡି: ବୈଠକ ପରେ ବୈଠକ

ଭୁବନେଶ୍ୱର,୧୦ା୪(ରବିନାରାୟଣ ଜେନା): ସଂସଦର ଉଭୟ ସଦନରେ ଓ୍ବକ୍‌ଫ ବିଲ୍‌ ପାରିତ ହୋଇ ବିଜ୍ଞପ୍ତି ହୋଇସାରିଲାଣି। ହେଲେ ରାଜ୍ୟ ସଭାରେ ବିଜେଡିର ବିବେକାନୁମୋଦିତ ମତଦାନ ପ୍ରସଙ୍ଗକୁ ନେଇ ସୃଷ୍ଟି ହୋଇଥିବା ଝଡ଼ ଥମିବାର ନାଁ ଧରୁନାହିଁ। ଗତ ୪ ଦିନ ଧରି...

ପୁଣି ପାଣ୍ଡିଆନଙ୍କ ପାଇଁ ଓକିଲାତି କଲେ ନବୀନ, କହିଲେ ‘ତାଙ୍କୁ ବଦନାମ କରିବା ଉଚିତ ନୁହେଁ’

ଭୁବନେଶ୍ୱର,୯।୪: ପୁଣିଥରେ ଭିକେ. ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ନବୀନ ପଟ୍ଟନାୟକ। ବୁଧବାର ନବୀନ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରୀୟା ରଖି ଘଟଣା ସମ୍ପର୍କରେ ଏବଂ ପାଣ୍ଡିଆନଙ୍କ ସପକ୍ଷରେ ବୟାନ ଦେଇଛନ୍ତି। ନବୀନ କହିଛନ୍ତି, “ମୁଁ ଏଠାରେ କହିବାକୁ ଚାହୁଁଛି ଯେ...

ବିଜେଡିକୁ ନେଇ AI କଲା ବଡ଼ ଭବିଷ୍ୟବାଣୀ, ଯଦି ସତ ହୁଏ…

ଭୁବନେଶ୍ୱର,୯।୪: ବିଜେଡିର ଭବିଷ୍ୟତ ଏବେ କ’ଣ ହେବ ତା’ ନେଇ ଓଡ଼ିଶା ରାଜନୀତିରେ ଜୋରଦାର ଚର୍ଚ୍ଚା ଚାଲିଛି। ୨୪ ବର୍ଷର ଦୀର୍ଘ ଶାସନ ପରେ ୨୦୨୪ ନିର୍ବାଚନରେ ବିଜେଡି ଭାଜପା ଠାରୁ ପରାଜୟ ହାସଲ କରିଥିଲା। ଏହା ପରେ ଦଳର...

ପ୍ରତାପଙ୍କ ଘରେ ସିକ୍ରେଟ ମିଟିଂ, ବବି ସାମିଲ୍‌, ସଂଧ୍ୟାବେଳକୁ ବଡ଼ ଘୋଷଣା!

ଭୁବନେଶ୍ୱର,୯।୪: ବିଜେଡିରେ ବଡ଼ ହଲଚଲ। ଗୋଟିଏ ପରେ ଗୋଟିଏ ଘନଘନ ବସୁଛି ବୈଠକ। ଘରୋଇ ହୋଟେଲରେ ବିଜେଡିର ବରିଷ୍ଠ ନେତାଙ୍କ ମେଳି ପରେ ଏପଟେ ପ୍ରତାପ ଦେବଙ୍କ ବାସ ଭବନରେ ବସିଛି ବଡ଼ ବୈଠକ । ଏଠାରେ କେଉଁ ପ୍ରସଙ୍ଗରେ...

ପାଣ୍ଡିଆନଙ୍କୁ ବଞ୍ଚାଇବାକୁ ଉଦ୍ୟମ: ମଞ୍ଚରୁ ନବୀନ ଉଭାନ

ଭୁବନେଶ୍ୱର,୯ା୪(ସୁନିତ୍‌ ମିଶ୍ର):ଓ୍ବକ୍‌ଫ ବିଲ୍‌କୁ ନେଇ ବିଜେଡିରେ ଦେଖାଦେଇଥିବା ଦ୍ୱନ୍ଦ୍ୱ ଭିତରେ ଛନ୍ଦିହୋଇପଡ଼ିଥିବା ଭି.କେ. ପାଣ୍ଡିଆନ୍‌ଙ୍କୁ ବଞ୍ଚାଇବାକୁ ଦଳ ଭିତରେ ଜୋର୍‌ଦାର ଉଦ୍ୟମ ଆରମ୍ଭ ହୋଇଯାଇଛି। ଏହାକୁ ସମ୍ଭାଳିିବାକୁ ପାଣ୍ଡିଆନ୍‌ଙ୍କ ଜଣେ ସହଯୋଗୀ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି। ଗତ ୫...

କ୍ଷମତା ଯିବା ପରେ କାମୁଛି ଦବଦବା: ପୌରାଧ୍ୟକ୍ଷାଙ୍କ ବ୍ୟାନରରେ ରହିଲାନି ନବୀନଙ୍କ ଫଟୋ

ଭଦ୍ରକ,୮।୪(ସନାତନ ରାଉତ): ୱକ୍‌ଫ ବିଲ୍‌ରେ ବିଜେଡିର ରାଜ୍ୟ ସଭା ସଦସ୍ୟଙ୍କ ଭୋଟିଂକୁ ନେଇ ସାରା ରାଜ୍ୟରେ ରାଜନୀତି ହଲ୍‌ଚଲ୍‌ ହୋଇଥିବା ବେଳେ ଭଦ୍ରକରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ରବିବାର ଶ୍ରୀରାମ ନବମୀ ନଗର ସଂକୀର୍ତ୍ତନ ଶୋଭାଯାତ୍ରା ପାଇଁ...

ଦୁଇଫାଳ ହେଲା ବିଜେଡି: ଦଳେ ପାଣ୍ଡିଆନଙ୍କ ସପକ୍ଷରେ, ଦଳେ ବିପକ୍ଷରେ

ଭୁବନେଶ୍ୱର,୭ା୪: ବିଜୁ ଜନତା ଦଳର ଭବିଷ୍ୟତ ଭିକେ ପାଣ୍ଡିଆନଙ୍କ ଆଗରେ ପଛରେ ଘୁରି ବୁଲୁଛି। ସେ ଯେମିତି ଚାହିଁବେ ଦଳର ଭବିଷ୍ୟତ ସେପରି ହେବ। କାରଣ ଦଳର ଅଧେ ନେତା ପାଣ୍ଡିଆନଙ୍କ ସମର୍ଥନ କରୁଥିବା ବେଳେ ଅଧେ ଖୋଲାଖୋଲି ବିରୋଧ...

ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କଲେ ଏମପି ମୁନା ଖାନ୍‌, କହିଲେ-ମୁଁ ସିଧା ଯାଇ…

ଭୁବନେଶ୍ୱର,୭ା୪: ଓ୍ବକ୍‌ଫ ବିଲ୍‌କୁ ନେଇ ବିଜୁ ଜନତା ଦଳ(ବିଜେଡି)ରେ ଉଠିଥିବା ଝଡ଼ ଥମିବାର ନାଁ ନେଉନାହିଁ। କେଉଁ ପରିସ୍ଥିତିରେ ଦଳର ଭୋଟ୍ ଦୁଇଭାଗ ହୋଇଗଲା ତାହାକୁ ଗ୍ରହଣ କରିପାରୁନାହାନ୍ତି ବିଜେଡି ନେତା। ଏହାରି ମଧ୍ୟରେ ରାଜ୍ୟସଭା ଏମପି ମୁନା ଖାନ୍‌...

‘BJPରେ ମିଶିବାକୁ ଚାହୁଁଛନ୍ତି ରାଜ୍ୟର ସବୁ BJD ନେତା’

ଭୁବନେଶ୍ୱର,୬।୪: ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡିରେ ସବୁକିଛି ଠିକ୍‌ ଚାଲିନାହିଁ। ଓ୍ବକଫ୍‌ ବିଲ୍‌କୁ ନେଇ ଦଳୀୟ ମୁଖ୍ୟ ଆଭିମୁଖ୍ୟ ସ୍ପଷ୍ଟ କରିବା ସତ୍ତ୍ୱେ ଏମ୍‌ପି ସସ୍ମିତ ପାତ୍ର ଏହାକୁ ସମର୍ଥନ ଦେଇଥିଲେ। ଏହି ଘଟଣାକୁ ନେଇ ଏବେ ଦଳ...

୨୮ ଆସନ ହରେଇବ ବିଜେଡି: ଦେବାଶିଷ

ଭୁବନେଶ୍ୱର, ୬ା୪(ସୁନିତ୍‌ ମିଶ୍ର): ଉପକୂଳ ଅଞ୍ଚଳର ୨୮ଟି ବିଧାନସଭା ଆସନରେ ସଂଖ୍ୟାଲଘୁଙ୍କ ସଂଖ୍ୟା ବହୁ ଅଧିକ ରହିଛି। ଏଥିମଧ୍ୟରୁ ଗୋଟିଏ ଗୋଟିଏ ଆସନରେ ସଂଖ୍ୟାଲଘୁଙ୍କ ସଂଖ୍ୟା ୩୦ରୁ ୪୦ ହଜାର ପର୍ଯ୍ୟନ୍ତ ମଧ୍ୟ ରହିଛି। ଓ୍ବକ୍‌ଫ ବିଲ୍‌କୁ ନେଇ ଯେଉଁଭଳି...

ସସ୍ମିତଙ୍କ ବିରୋଧରେ ଆକ୍ସନ? BJDରେ ହଇଚଇ

ଭୁବନେଶ୍ୱର,୪।୪: ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ତଥା ରାଜ୍ୟ ସଭା ଏମପି ସସ୍ମିତ ପାତ୍ରଙ୍କ ବିରୋଧରେ ପଦକ୍ଷେପ ନେବା ପାଇଁ ଦାବି ଉଠିଛି। ଏହି ଦାବି ପଛରେ ରହିଛି ସମ୍ପ୍ରତି ସଂସଦରେ ଘଟିଥିବା ଘଟଣା, ଯେଉଁଠାରେ ସସ୍ମିତ...

ନବୀନ ନିବାସରୁ ବଡ଼ ଅପଡେଟ୍‌, ନବୀନ କଲେ ସ୍ପଷ୍ଟ?

ଭୁବନେଶ୍ୱର,୪।୪: ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ଏହି ବିଲ ଶୁକ୍ରବାର ସକାଳେ ରାଜ୍ୟ ସଭାରେ ପାରିତ ହୋଇଥିବା ସମୟରେ ଦଳୀୟ ଏମପିଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। କୁହାଯାଉଛି ଯେ, ଦଳର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri