Tag Archives: National

ହୃଦୟ ଜିତୁଛି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସାଧାସିଧା ବ୍ୟକ୍ତିତ୍ୱ

ଡେରାଡୁନ,୨୬।୧୨: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ସାଧାରଣଜନତାଙ୍କ ମଧ୍ୟରେ ସେତେ ଲୋକପ୍ରିୟ ନୁହନ୍ତି। ହେଲେ ତାଙ୍କର ସାଧାସିଧା ଜୀବନଶୈଳୀ ତାଙ୍କୁ ସମସ୍ତଙ୍କ ସହ ଯୋଡ଼ିବାରେ ଲାଗିଛି। ମଙ୍ଗଳବାର ଟେହରୀ ହସ୍ତଶିଳ୍ପ ପ୍ରଦର୍ଶନୀରେ ସେଭଳି କିଛି ଦୃଶ୍ୟ ନଜର ଆସିଛି। ଏଠାରେ…

ୟୁଟ୍ୟୁବ୍‌ରେ ବିଶ୍ୱର No1 ନେତା ପାଲଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ,୨୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ନଂ୧ ନେତା ଭାବେ ୟୁଟ୍ୟୁବ୍‌ ଚ୍ୟାନେଲରେ ୨ କୋଟି ସବସ୍କ୍ରାଇବର୍ସର ଉପଲବ୍ଧି ହାସଲ କରିଛନ୍ତି। ତାଙ୍କର ଭିଡିଓଗୁଡ଼ିକ ୪୫୦ କୋଟି ଥର ଦେଖାଯାଇଥିବା ବେଳେ ସବସ୍କ୍ରାଇବର୍ସ, ଭିଡିଓ ଭ୍ୟୁ ଏବଂ ରାଜନୈତିକ ନେତାମାନଙ୍କ ଦ୍ୱାରା…

ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ: ପ୍ରାର୍ଥନା କରୁଥିବା ବେଳେ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କୁ ଗୁଳି କରି ହତ୍ୟା

ବାରାମୂଳା,୨୪।୧୨: ଜମ୍ମୁ-କଶ୍ମୀରରେ ପୁଣି ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି। ବାଳାମୂଳାରେ ଜଣେ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଏସ୍‌ଏସ୍‌ପି ମହମ୍ମଦ ଶଫି ମୀର। ସେ ମସଜିଦରେ ନମାଜ ପଢ଼ୁଥିବା ବେଳେ ଆତଙ୍କବାଦୀ ଗୁଳମାଡ଼ କରିଥିଲେ। ତେବେ ଗୁଳିକାଣ୍ଡ…

ଦଳ ପାଇଁ ତ୍ୟାଗ: ୬ ବର୍ଷ ଧରି ଖାଲି ପାଦରେ ଥିଲେ ଏହି ଭାଜପା ନେତା, ଶିବରାଜ ଜୋତା ପିନ୍ଧାଇ ପୂରଣ କଲେ ‘ପ୍ରତିଜ୍ଞା’

ଭୋପାଳ,୨୩।୧୨: ନିଜ ଦଳ ଲାଗି ଜଣେ କର୍ମକର୍ତ୍ତା କିଭଳି ତ୍ୟାଗ କରିପାରେ ତାର ବିରଳ ଉଦାହରଣ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି। ଏଠାରେ ଜଣେ ଭାଜପା ନେତା ଦଳର ବିଜୟ ପରେ ଦୀର୍ଘ ୬ ବର୍ଷ ପରେ ଜୋତା-ଚପଲ ପିନ୍ଧିଛନ୍ତି। ଏହି ସମୟରେ…

ନୂଆ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ମୁଣ୍ଡରେ ହାତ ରଖିଲେ ବସୁନ୍ଧରା: ନିଜସ୍ବ ଇଚ୍ଛା ନା ହାଇକମାଣ୍ଡଙ୍କ ଆଦେଶ ସେ ନେଇ…

ଜୟପୁର,୧୭।୧୨: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଶୁକ୍ରବାର ନବନିର୍ବାଚିତ ସିଏମ୍‌ ଭଜନଲାଲ୍‌ ଶର୍ମାଙ୍କ ମୁଣ୍ଡରେ ନିଜ ହାତ ରଖିଥିଲେ। ଏହାକୁ ନେଇ ରାଜନୈତିକମହଲରେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ୧୧ ଘଣ୍ଟା ଯାଏ ସେ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ।…

ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି କାହିଁକି ହେଲା? ରାହୁଲ ଗାନ୍ଧୀ କହିଲେ କାରଣ

ନୂଆଦିଲ୍ଲୀ,୧୬।୧୨: ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ରହିଛି। ଏହି କ୍ରମରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଏପରିକି ମହଙ୍ଗା ମାଡ଼ ଏବଂ ବେରୋଜଗାରୀ ହିଁ ପାର୍ଲାମେଣ୍ଟ ଉପଦ୍ରବ…

ପାର୍ଲାମେଣ୍ଟ ବାହାରେ ନିଜକୁ ଜଳାଇବାକୁ ଚାହୁଁଥିଲେ ଅଭିଯୁକ୍ତ ସାଗର! ଡାଏରୀରେ ଲେଖିଥିଲେ ‘ବିଦାୟ ନେବାର ବେଳ…’

ନୂଆଦିଲ୍ଲୀ,୧୬।୧୨: ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି କ୍ରମରେ ଶନିବାର ଅଭିଯୁକ୍ତ ସାଗର ଶର୍ମା ସଦନ ବାହାରେ ନିଜକୁ ନିଆଁ ଲଗାଇବାକୁ ଯୋଜନା କରିଥିବା ଜଣାପଡ଼ିଛି। ଏଥିଲାଗି ସେ ସ୍ବତନ୍ତ୍ର ଭାବେ ଉପଲବ୍ଧ…

ବାପା ସାଧାରଣ କୃଷକ, ନିଜେ ଶିକ୍ଷକ; ଚର୍ଚ୍ଚାରେ ପାର୍ଲାମେଣ୍ଟ ଉପଦ୍ରବ ପଛର ମାଷ୍ଟରମାଇଣ୍ଡ ଲଳିତ ଝା

ନୂଆଦିଲ୍ଲୀ,୧୫।୧୨: ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ମାମଲାର ମାଷ୍ଟରମାଇଣ୍ଡ ହେଉଛନ୍ତି ଲଳିତ ଝା। ଶୁକ୍ରବାର ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ତେବେ ଲଳିତଙ୍କ ବାପା ଜଣେ ସାଧାରଣ କୃଷକ ବୋଲି ଜଣାପଡ଼ିଛି। ଏବେ ସେ ୭ ଦିନ ଲାଗି…

ଭଜନଲାଲ୍‌ଙ୍କ ଶପଥ ଗ୍ରହଣ ପରେ ପରେ ରାଜସ୍ଥାନ ଶାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ…

ଜୟପୁର,୧୫।୧୨: ରାଜସ୍ଥାନରେ ସରକାର ପରିବର୍ତ୍ତନ ହୋଇଛି। ଶୁକ୍ରବାର ଭଜନଲାଲ୍‌ ଶର୍ମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହାପରେ ରାଜ୍ୟର ଶାସନ ବ୍ୟବସ୍ଥା ବଦଳିବା ଆରମ୍ଭ ହୋଇଛି। ଟି. ରବିକାନ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ଆଇଏଏସ୍‌ ଆନନ୍ଦୀ…

ସଂସଦ ଦର୍ଶକ ଗ୍ୟାଲେରୀରୁ ଡେଇଁଥିଲେ ମନୋରଞ୍ଜନ, ଏବେ ଚମକାଇଲା ବାପାଙ୍କ ପ୍ରତିକ୍ରିୟା…

ନୂଆଦିଲ୍ଲୀ,୧୩।୧୨: ଲୋକ ସଭାରେ ବୁଧବାର ୨ ଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଡେଇଁ ହଙ୍ଗାମା କରିଥିଲେ। ଉଭୟଙ୍କ ପରିଚୟ ସାଗର ଏବଂ ମନୋରଞ୍ଜନ ଭାବେ ହୋଇଛି। ଦୁହେଁ ହଠାତ୍‌ ଗ୍ୟାଲେରୀରୁ ଡେଇଁ ପଡ଼ି ଧୂଆଁ ଛାଡ଼ିବା ଯୋଗୁ ଗୃହରେ ଭୟର ବାତାବରଣ…

ନିଜେ ଇ-ରିକ୍ସା ଚାଳକ,ବାପା ବଢ଼େଇ…ପାର୍ଲାମେଣ୍ଟରେ ହଙ୍ଗାମା କରି ଚର୍ଚ୍ଚାରେ ଲକ୍ଷ୍ନୌର ସାଗର ଶର୍ମା

ନୂଆଦିଲ୍ଲୀ,୧୩।୧୨: ପାର୍ଲାମେଣ୍ଟ ସୁରକ୍ଷାରେ ବୁଧବାର ବଡ଼ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି। ଦର୍ଶକ ଗ୍ୟାଲେରୀରୁ ୨ ଜଣ ଯୁବକ ଏମ୍‌ପିମାନଙ୍କ ଲାଗି ଉଦ୍ଦିଷ୍ଟ ସ୍ଥାନକୁ ଡେଇଁଥିଲେ। ପରେ ସ୍ମୋକ୍‌ ଷ୍ଟିକ୍‌ ଦ୍ୱାରା ପାର୍ଲାମେଣ୍ଟରେ ଧୁଆଁ ଛାଡ଼ିଥିଲେ। ଏହି ଦୃଶ୍ୟ ଦେଖି କିଛି…

ଦ୍ୱିଗୁଣା ହେଲା ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଜନଲାଲ୍‌ ଶର୍ମାଙ୍କ ଖୁସି, ଜାଣନ୍ତୁ…

ଜୟପୁର,୧୩।୧୨: ରାଜସ୍ଥାନର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଶୁକ୍ରବାର ଅର୍ଥାତ ଡିସେମ୍ବର ୧୫ରେ ଶପଥ ନେବେ। ଜୟପୁରର ରାମନିବାସ ବାଗ ସ୍ଥିତ ଅଲବର୍ଟ ହଲ୍‌ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତାଙ୍କ ସହ ଦିୟା କୁମାରୀ ଏବଂ ପ୍ରେମଚାନ୍ଦ ବୈରଓ୍ବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri