ବିହାରରେ ରାହୁଲଙ୍କୁ କୁନି ବାଳକ ପଚାରିଲେ- ଆପଣ ବିବାହ କେବେ କରିବେ? ଜବାବରେ…
ପାଟନା,୩୧।୧: ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ରାହୁଲ ଗାନ୍ଧୀ ବିହାରରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ଜଣେ ୬ ବର୍ଷର ୟୁଟ୍ୟୁବର୍ ବିବାହ କେବେ କରିବେ ବୋଲି ପ୍ରଶ୍ନ ପଚାରିଥିଲେ। ଏହାର ଜବାବରେ ଏବେ ମୁଁ କାମ କରୁଛି। ଯେବେ କାମ ଶେଷ…
‘ଇଭିଏମ୍ ଅଛି ତ ମୋଦି ଅଛନ୍ତି’
ନୂଆଦିଲ୍ଲୀ,୩୧।୧: ଚଣ୍ଡିଗଡ଼ ମେୟର ନିର୍ବାଚନରେ ଭାଜପାର ବିଜୟକୁ ନେଇ ଉଭୟ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଶିବସେନା ଏମ୍ପି ସଞ୍ଜୟ ରାଉତ। ଖୋଲାଖୋଲି ଭାବେ ଅନେକ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଥିବା ସଞ୍ଜୟ କହିଛନ୍ତି ଯେ ଇଭିଏମ୍ ଅଛି…
ଦୁଇଟି ଏମ୍ଫିଲ୍ କୋର୍ସର ବୈଧତା ବଢ଼ାଇଲା UGC, ଜାଣନ୍ତୁ କେଉଁ ପର୍ଯ୍ୟନ୍ତ କରିପାରିବେ ଆଡମିଶନ
ନୂଆଦିଲ୍ଲୀ,୩୧।୧: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦୁଇଟି ଏମ୍ଫିଲ୍ ପାଠ୍ୟକ୍ରମର ବୈଧତା ବୃଦ୍ଧି କରିଛି। ଏଥିରେ କ୍ଲିନିକାଲ ସାଇକୋଲୋଜି ଏବଂ ସାଇକ୍ରାଟ୍ରିକ ସୋସିଆଲ ଓ୍ବାର୍କରେ ଏମ୍ଫିଲ୍ ଅନ୍ତର୍ଭୁକ୍ତ।ଏହି ଦୁଇଟିର ବୈଧତା ୨୦୨୫-୨୦୨୬ ଶିକ୍ଷାବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମଙ୍ଗଳବାର ଆୟୋଗ ପକ୍ଷରୁ…
ତେଜସ୍ବୀ ଯାଦବଙ୍କୁ ୮ ଘଣ୍ଟା ଯାଏ ପଚରାଉଚରା କଲା ଇଡି, ୬୦ ପ୍ରଶ୍ନର ଉତ୍ତର ମାଗିଲା…
ପାଟନା,୩୦।୧: ଆର୍ଜେଡି ନେତା ତେଜସ୍ବୀ ଯାଦବଙ୍କୁ ‘ଲ୍ୟାଣ୍ଡ ଫର୍ ଜବ୍ ସ୍କାମ୍’ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୮ ଘଣ୍ଟା ଧରି ପଚରାଉଚରା କରିଛି। ମନି ଲଣ୍ଡରିଂ ଆଇନ ଅନୁଯାୟୀ ପଚରାଉଚରା କରାଯିବା ପରେ ମଙ୍ଗଳବାର ଅପରାହ୍ନରେ ସେ ବାହାରିଥିଲେ। ଆର୍ଜେଡି ମୁଖ୍ୟ ଲାଲୁ…
ବିଶ୍ୱ କ୍ରିକେଟରେ ଚାଲିବ ଜୟ ଶାହାଙ୍କ ଦବ୍ଦବା? ଖୁବ୍ଶୀଘ୍ର ବିସିସିଆଇ ସଚିବଙ୍କୁ ମିଳିପାରେ ବଡ଼ ପଦବୀ
ନୂଆଦିଲ୍ଲୀ,୩୦।୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ସର୍ବୋଚ୍ଚ ପଦରେ ପୁଣିଥରେ ଏକ ଭାରତୀୟଙ୍କୁ ଦେଖାଯାଇପାରେ। ଭାରତରେ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସଚିବ ଜୟ ଶାହା ଚଳିତ ବର୍ଷ ଶେଷ ସୁଦ୍ଧା ଆଇସିସି ଅଧ୍ୟକ୍ଷଙ୍କ ଦାୟିତ୍ୱ ତୁଲାଇପାରନ୍ତି। ଆଗାମୀ କିଛି ଘଣ୍ଟା ମଧ୍ୟରେ ଏନେଇ…
ଝାଡ଼ଖଣ୍ଡରେ ଲାଗିବ କି ରାଷ୍ଟ୍ରପତି ଶାସନ…ରାଜନୈତିକ ଅସ୍ଥିରତା ମଧ୍ୟରେ କାହିଁକି ଚର୍ଚ୍ଚାରେ ଅନୁଚ୍ଛେଦ-୩୫୫?
ରାଞ୍ଚି,୩୦।୧: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମିଳିଛନ୍ତି। ତାଙ୍କ ବାସଭବନରେ ତଦନ୍ତ ଲାଗି ପହଞ୍ଚିଥିବା ଇଡି ଟିମ୍ ତାଙ୍କୁ ଖୋଜିଲେ ବି ପାଇ ନ ଥିଲା। ଏବେ ନାଟକୀୟ ଢ଼ଙ୍ଗରେ ସେ ରାଞ୍ଚି ପହଞ୍ଚିଛନ୍ତି। ଏପରିକି ବିଧାୟକମାନଙ୍କ ସହ ବୈଠକ କରିଛନ୍ତି।…
ରବିବାର ସକାଳ ୧୦ଟାରେ ଇସ୍ତଫା ଦେବେ ନୀତୀଶ, ଅପରାହ୍ନରେ ନେବେ ଶପଥ-ରିପୋର୍ଟ
ପାଟନା,୨୭।୧: ବିହାର ରାଜନୀତି ସହ ଜଡ଼ିତ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ସକାଳ ୧୦ଟାରେ ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ଦେବେ। ଏହାପରେ ଏନ୍ଡିଏ ସହ ମେଣ୍ଟ କରି ପୁଣିଥରେ ସେ ଅପରାହ୍ନ ୪ଟାରେ…
ନୀତୀଶଙ୍କ ଆଉ କେତେ ଥର ଭାଜପାକୁ ଯିବେ, କ’ଣ ଇତିହାସ ରଚିବେ: ଶିବାନନ୍ଦ
ପାଟନା,୨୬।୧: ନୀତୀଶ କୁମାରଙ୍କ ପଲଟୁରାମ ନୀତି ଯୋଗୁ ବିହାର ରାଜନୀତି ଏବେ ଚର୍ଚ୍ଚାରେ ରହିଛି। ଆର୍ଜେଡିର ନେତାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ଖପ୍ପା ହୋଇଛନ୍ତି। ଏବେ ଲାଲୁ ଯାଦବଙ୍କ ହାତ ଛାଡ଼ିବା ଲାଗି ପ୍ରସ୍ତୁତ ଥିବା ନୀତୀଶଙ୍କ ହାବଭାବ ଦେଖି ଆର୍ଜେଡିର…
ରାଜନୀତିରେ ପାଦ ରଖିବେ ସୁପରଷ୍ଟାର ଥଲାପତି ବିଜୟ, ଖୁବ୍ଶୀଘ୍ର କରିବେ ନିଜ ଦଳ ନେଇ ଘୋଷଣା
ହାଇଦ୍ରାବାଦ,୨୬।୧: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାରମାନେ ଫିଲ୍ମ ବ୍ୟତିତ ରାଜନୀତିରେ ମଧ୍ୟ ରୁଚି ରଖିବାର ନଜିର ରହିଛି। ଅନେକ ଅଭିନେତା ଏଭଳି ଅଛନ୍ତି ଯେଉଁମାନେ ଫିଲ୍ମ କରିବା ପରେ ରାଜନୀତିରେ ସକ୍ରିୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ମୁଖ୍ୟମନ୍ତ୍ରୀ ପଦରେ ମଧ୍ୟ…
ଆର୍ଏସ୍ଏସ୍ ହାତରେ କାଠକଣ୍ଡେଇ ଭଳି ବ୍ୟବହାର କରୁଛନ୍ତି ପ୍ରଧାନମନ୍ତ୍ରୀ: ଖାର୍ଗେ
ନୂଆଦିଲ୍ଲୀ,୨୬।୧: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍ଏସ୍ଏସ୍) ହାତରେ ମୋଦି ଭଳି ବ୍ୟବହାର କରୁଛନ୍ତି। ଏପରିକି ସଂଘ ଏବଂ ଭାଜପା ସମ୍ବିଧାନକୁ ବିକୃତ କରିବାକୁ ଷଡ଼ଯନ୍ତ୍ର କରୁଥିବା ସେ ଅଭିଯୋଗ…
Bihar Crisis: ଜେଡିୟୁ ରାସ୍ତାରେ ଆର୍ଜେଡି, ଲାଲୁ ପକାଇଲେ ମାଞ୍ଝିଙ୍କ ପୁଅକୁ ଉପମୁଖ୍ୟମନ୍ତ୍ରୀ କରିବା ଥୋପ
ପାଟନା,୨୬।୧: ବିହାର ରାଜନୀତିରେ ହାଇଡ୍ରାମାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ନୀତୀଶ କୁମାର ଏନ୍ଡିଏ ସହ ଡିଲ୍ କରିବାକୁ ପ୍ରସ୍ତୁତ ଥିବା ବେଳେ ଆର୍ଜେଡି ମଧ୍ୟ ସରକାର ଗଢ଼ିବାକୁ ନେଇ ଜାଲ ବିଛାଉଛି। ଲାଲୁ ଯାଦବ…
ନୀତୀଶ-ତେଜସ୍ବୀଙ୍କ ମଝିରେ ପଡ଼ିଥିବା ଖାଲି ଚୌକି କହୁଛିି ମେଣ୍ଟ ଭାଙ୍ଗିବାର କାହାଣୀ
ପାଟନା,୨୬।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜର ପଲଟୁରାମ ରାଜନୀତିକୁ ନେଇ ପୁଣିଥରେ ଚର୍ଚ୍ଚାରେ। ସେ ପୁଣିଥରେ ଲାଲୁ ପ୍ରସାଦ ଯାଦବଙ୍କ ଆର୍ଜେଡି ହାତ ଛାଡ଼ି ଭାଜପା ସହ ମେଣ୍ଟ କରିବାକୁ ପ୍ରସ୍ତୁତି ଚଳାଇଥିବା ଚର୍ଚ୍ଚା ଜୋର ଧରିଛି। ଏସବୁ ମଧ୍ୟରେ…
Archives


