କୋଲକାତାର ରାସ୍ତାରୁ ଗାଏବ ହେଉଛି ‘ହଳଦିଆ ଟ୍ୟାକ୍ସି’, ଶୀଘ୍ର ପାଲଟିବ ଇତିହାସ…!
କୋଲକାତା,୨୪।୧୨: ସ୍ବପ୍ନର ସହର କୋଲକାତା। ଭିକ୍ଟୋରିଆ ମେମୋରିଆଲ, ହାଓ୍ବଡା ବ୍ରିଜ, ରସଗୋଲା, ଟ୍ରାମ ଏବଂ ହଳଦିଆ ଟାକ୍ସି ଆଦି ଏହାର ପରିଚୟ ବୋଲି କୁହାଯାଏ। ଏସବୁ ମଧ୍ୟରୁ ସହରବାସୀଙ୍କ ହୃଦୟର ନିକଟତର ଥିବା ‘ହଳଦିଆ ଟ୍ୟାକ୍ସି’ ଇତିହାସ ପାଲଟିବାକୁ ଯାଉଛି। କହିବାର…
ତାଶି ନାମଗାଲ୍ କିଏ? ଯାହାଙ୍କ ନିଧନରେ ଶୋକବ୍ୟକ୍ତ କଲା ଭାରତୀୟ ସେନା, କାର୍ଗିଲ ଯୁଦ୍ଧରେ…
ନୂଆଦିଲ୍ଲୀ,୨୧।୧୨: କାର୍ଗିଲ ଯୁଦ୍ଧର ପ୍ରଚ୍ଛଦ ପଟର ନାୟକ ଆଉ ନାହାନ୍ତି। ୧୯୯୯ରେ କାର୍ଗିଲ ସେକ୍ଟରରେ ପାକିସ୍ତାନର ଅନୁପ୍ରବେଶ ବିଷୟରେ ଭାରତୀୟ ସୈନିକମାନଙ୍କୁ ସୂଚନା ଦେଇଥିବା ମେଷପାଳକ ତାଶି ନାମଗାଲ୍ଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଚଳିତ ବର୍ଷ…
ନାତି ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅତୁଲ ସୁଭାଷଙ୍କ ମା’, ୩ ରାଜ୍ୟ ସରକାରଙ୍କୁ ନୋଟିସ
ନୂଆଦିଲ୍ଲୀ,୨୦।୧୨: ବହୁଚର୍ଚ୍ଚିତ ଇଞ୍ଜିନିୟର ଅତୁଲ ସୁଭାଷ ମୋଦିଙ୍କ ଆତ୍ମହତ୍ୟା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଅତୁଲଙ୍କ ମା’ ନିଜର ୪ ବର୍ଷର ନାତିଙ୍କ କଷ୍ଟଡି ଦାବି କରିଛନ୍ତି। ଏହାକୁ ନେଇ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ, ହରିୟାଣା ଏବଂ କର୍ନାଟକ…
ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାରେ ପହଞ୍ଚିଲା ଠେଲାପେଲା କାଣ୍ଡ, ଜାଣନ୍ତୁ କେଉଁ କେଉଁ ଧାରାରେ ପଞ୍ଜିକୃତ ହେଲା ଅଭିଯୋଗ…
ନୂଆଦିଲ୍ଲୀ,୧୯।୧୨: ସଂସଦରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଗୁରୁବାର ହୋଇଥିବା ମୁହାଁମୁହିଁ ସ୍ଥିତିକୁ ନେଇ ରାଜନୀତି ସରଗରମ ରହିଛି। ଘଟଣାକୁ ନେଇ ଉଭୟ ଦଳର ପ୍ରତିନିଧି ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାରେ ପହଞ୍ଚିଛନ୍ତି। ପ୍ରଥମେ ଭାଜପା ଏମ୍ପି ଅନୁରାଗ ଠାକୁର, ବନସୁରୀ ସ୍ବରାଜ…
ଅମିତ ଶାହାଙ୍କୁ ବଞ୍ଚାଇବା ଲାଗି ଷଡଯନ୍ତ୍ର ରଚିଛି ଭାଜପା; ଠେଲାପେଲାକୁ ନେଇ ପ୍ରିୟଙ୍କାଙ୍କ ବଡ଼ ଅଭିଯୋଗ…
ନୂଆଦିଲ୍ଲୀ,୧୯।୧୨: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଜପା ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଉପରେ ଲଗାଯାଉଥିବା ଠେଲାପେଲା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏସବୁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ରକ୍ଷା କରିବା ଲାଗି ଷଡଯନ୍ତ୍ର ବୋଲି ସେ କହିଛନ୍ତି। ଏପରିକି ଭାଜପା…
ମୁଁ ଇସ୍ତଫା ଦେଲେ ଖଡ୍ଗେଙ୍କର କିଛି ଲାଭ ହେବ ନାହିଁ, ଆଉ ୧୫ ବର୍ଷ ଅପେକ୍ଷା କରନ୍ତୁ: ଅମିତ ଶାହା
ନୂଆଦିଲ୍ଲୀ,୧୮।୧୨: ଆମ୍ବେଦକର ବିବାଦକୁ ନେଇ ଗୃହ ମନ୍ତ୍ରୀ ଅମିତ ଶାହା କଂଗ୍ରେସ ଉପରେ ବର୍ଷିଛନ୍ତି। ସମ୍ବିଧାନକୁ ନେଇ ବିତର୍କ ବେଳେ ରାଜ୍ୟ ସଭାରେ ସେ ଯାହା ବି କହିଥିଲେ କଂଗ୍ରେସ ତାକୁ କାଠି ଅଧା ଦେଖାଇଛି ବୋଲି ସେ କହିଛନ୍ତି। ଏହାଛଡ଼ା…
ମୁମ୍ବାଇ ଲୋକାଲ୍ ଟ୍ରେନ୍ର ମହିଳା କୋଚ୍ରେ ଉଲଗ୍ନ ଅବସ୍ଥାରେ ଚଢ଼ିଗଲେ ବ୍ୟକ୍ତି, ତା’ ପରେ ଯାହା ହେଲା Video ଦେଖିଲେ…
ମୁମ୍ବାଇ,୧୭।୧୨: ମୁମ୍ବାଇ ଲୋକାଲ ଟ୍ରେନ୍ରେ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ହଠାତ୍ ମହିଳା କୋଚ୍ରେ ଜଣେ ବ୍ୟକ୍ତି ନିବସ୍ତ୍ର ହୋଇ ଚଢ଼ି ଯାଇତିଲେ। ଏହା ଦେଖି ମହିଳାମାନେ ଚିତ୍କାର କରି ଉଠିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ…
ସଂସଦରେ ପହଞ୍ଚିବା ପରେ ପ୍ରିୟଙ୍କାଙ୍କ ବ୍ୟାଗ୍କୁ ନେଇ ହଙ୍ଗାମା, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ,୧୭।୧୨: କଂଗ୍ରେସ ଏମ୍ପି ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟାଗ୍କୁ ନେଇ ହଙ୍ଗାମା। ସୋମବାର ସେ ପାଲେଷ୍ଟାଇନ ଲେଖାଥିବା ବ୍ୟାଗ୍ ନେଇ ସଂସଦରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଥିଲା। ଉକ୍ତ ବ୍ୟାଗ୍ରେ ପାଲେଷ୍ଟାଇନ୍ ମୁକ୍ତ ହେବ ବୋଲି ଲେଖାଯାଇଥିଲା। ସୋସିଆଲ ମିଡିଆରେ ଏହାର ଫଟୋ…
ବନ୍ଧା ହେଲେ ଅତୁଲ ସୁଭାଷଙ୍କ ପତ୍ନୀ ନିକିତା; ଶାଶୁ-ଶଳାଙ୍କୁ ମଧ୍ୟ…
ବେଙ୍ଗାଲୁରୁ,୧୫।୧୨: AI ସଫ୍ଟଓ୍ବୟାର ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ପୋଲିସ ପତ୍ନୀ ତଥା ଅଭିଯୁକ୍ତ ନିକିତା ସିଙ୍ଘାନିଆଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ନିକିତା ହରିୟାଣାର ଗୁରୁଗ୍ରାମରେ ଗିରଫଦାରି ଭୟରେ ଲୁଚି ରହିଥିଲେ। ତାଙ୍କ ସହ ମା’ ନିଶା ସିଙ୍ଘାନିଆ…
ଲୋକ ସଭାରେ ଆସନକୁ ନେଇ INDIA ମେଣ୍ଟ-କଂଗ୍ରେସ ମଧ୍ୟରେ ଫାଟ: ସମସ୍ତେ ଚାହାନ୍ତି ‘୮ମ ଧାଡ଼ି’ରେ ସିଟ୍; କାରଣ…
ନୂଆଦିଲ୍ଲୀ,୪।୧୨: ଲୋକ ସଭାରେ ଜାରି ଶୀତକାଳୀନ ଅଧିବେଶନ ସମୟରେ ତେଲୁଗୁ ଦେଶମ ପାର୍ଟିର ବରିଷଠ ଏମ୍ପି ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡି ଗୃହରେ ତାଙ୍କୁ ମିଳିଥିବା ଆସନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ୫ଥରର ଏମ୍ପି। ହେଲେ ତାଙ୍କୁ ୮ମ ଧାଡ଼ିରେ…
ଭୂକମ୍ପ ଝଟ୍କାରେ ଥରିଲା ତେଲେଙ୍ଗାନା-ହାଇଦ୍ରାବାଦ-ମହାରାଷ୍ଟ୍ର
ହାଇଦ୍ରାବାଦ,୪।୧୨: ତେଲେଙ୍ଗାନା-ଆନ୍ଧ୍ରପ୍ରଦେଶର ଅନେକ ଅଞ୍ଚଳରେ ବୁଧବାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ରହିଥିଲା। କେବଳ ଏତିକି ନୁହେଁ ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୭.୨୦ରୁ ୭.୨୬ ମଧ୍ୟରେ ଲୋକେ …
ପୃଥିବୀରୁ ନିଶ୍ଚିହ୍ନ ହୋଇଯିବ ସମାଜ…ଜନସଂଖ୍ୟା ହ୍ରାସକୁ ନେଇ ଉଦ୍ବେଗ ପ୍ରକାଶ କଲେ ମୋହନ ଭାଗବତ
ନୂଆଦିଲ୍ଲୀ,୧।୧୨: ଜନସଂଖ୍ୟା ହ୍ରାସ ନେଇ ସଂଗଠନର ମୁଖ୍ୟ ମୋହନ ଭଗବତ ଉଦ୍ବେଗ ପ୍ରକାଶ କରିଛନ୍ତି। ଭାଗବତ କହିଛନ୍ତି ଯେ ଜନସଂଖ୍ୟା ହ୍ରାସ ଏକ ଚିନ୍ତାର ବିଷୟ। ଜନସଂଖ୍ୟା ଅଭିବୃଦ୍ଧି ହାର ୨.୧ ହେବା ଉଚିତ। ଯଦି ଏହାଠାରୁ କମ ହୁଏ ତେବେ…
Archives


