ରାହୁଲଙ୍କ ବଡ଼ ହୃଦୟ: ଢାବାରେ କଲେ ଏମିତି, ଲେକେ ଚକିତ
ନୂଆଦିଲ୍ଲୀ,୨୫।୮: ୨୪ ଅଗଷ୍ଟରେ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ତାଙ୍କ ମହାଗଠବନ୍ଧନର ନେତାମାନଙ୍କ ସହିତ ତାଙ୍କ ନେତୃତ୍ୱରେ ଚାଲିଥିବା ‘ଭୋଟର ଅଧିକାର ଯାତ୍ରା’ରେ ପହଞ୍ଚିଥିଲେ। ଯେଉଁଠାରେ ରୋଡ ଶୋ’ ସମୟରେ ସେ ପୂର୍ଣ୍ଣିଆର ଗଢ଼ବନେଲିର ଅପନା ଢାବାରେ ଅଟକି...
ଭୟଙ୍କର ସଡ଼କ ଦୁର୍ଘଟଣା: ଅଟୋକୁ ଧକ୍କା ଦେଲା ଟ୍ରକ, ୮ ମୃତ
ପାଟନା,୨୩।୮: ଶନିବାର ସକାଳେ ପାଟନା ଜିଲାର ଦାନିଆୱାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୬ ଜଣ ଆହତ ହୋଇଛନ୍ତି। ସମସ୍ତ ଲୋକ ଏକ ଅଟୋରେ ଗଙ୍ଗାରେ ସ୍ନାନ କରିବାକୁ ନାଳନ୍ଦାରୁ ଫତୁହା ଯାଉଥିବା...
ଭାରତକୁ ପୁଣି ଫେରିବ TikTok! ସରକାର ଦେଲେ ଏହି ଜବାବ
ନୂଆଦିଲ୍ଲୀ,୨୩।୮: ଶୁକ୍ରବାର ଭାରତ ସରକାରଙ୍କ ସୂତ୍ରରୁ କୁହାଯାଇଛି ଯେ TikTok ଉପରୁ ପ୍ରତିବନ୍ଧକ ଉଠାଇବା ପାଇଁ କୌଣସି ଅନୁମତି ଦିଆଯାଇ ନାହିଁ। ଏହି ବିବୃତ୍ତି ଏପରି ସମୟରେ ଆସିଛି ଯେତେବେଳେ କିଛି ବ୍ୟବହାରକାରୀ ଦାବି କରିଥିଲେ ଯେ ସେମାନେ TikTok...
ଭାରତ ସହ ପଙ୍ଗା ନେବା ପଡିଲା ମହଙ୍ଗା, ବଡ଼ ସମସ୍ୟାରେ ଫସିଲେ ଟ୍ରମ୍ପ
ଓ୍ବାଶିଂଟନ୍,୨୨।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ପ୍ରତି କଠୋର ମନୋଭାବ ପୋଷଣ କରିଛନ୍ତି। ସେ ପୂର୍ବରୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଲାଗୁ କରିଥିଲେ, କିନ୍ତୁ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଏଥିପାଇଁ ଟ୍ରମ୍ପ ତାଙ୍କ...
୨୬ରେ ରାଜ୍ୟସଭାପତି ମନମୋହନ ସାମଲଙ୍କ କଳାହାଣ୍ଡି ଗସ୍ତ: ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ଦେବେ ଗୁରୁମନ୍ତ୍ର
ଭବାନୀପାଟଣା,୨୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ଆସନ୍ତା ୨୬ ତାରିଖ ମଙ୍ଗଳବାର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗସ୍ତ ରହିଛି। ଏହାକୁ ନେଇ ଶୁକ୍ରବାର ଭବାନୀପାଟଣା ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଆୟୋଜନ...
ସଂସଦର ସୁରକ୍ଷାରେ ବଡ଼ ତ୍ରୁଟି : କାନ୍ଥ ଡେଇଁ ଭିତରକୁ ପଶିଗଲେ ବ୍ୟକ୍ତି
ନୂଆଦିଲ୍ଲୀ,୨୨।୮: ଶୁକ୍ରବାର ଜଣେ ବ୍ୟକ୍ତି ସଂସଦ ଭବନର ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ପାଚେରୀ ଉପରକୁ ଚଢ଼ିଥିଲେ। କିନ୍ତୁ, ପରେ ସୁରକ୍ଷା କର୍ମୀମାନେ ତାଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ସୂତ୍ର ଅନୁଯାୟୀ, ଏହି ଘଟଣା ସକାଳ ପ୍ରାୟ ୬.୩୦ ସମୟରେ...
ବିହାରରୁ ପାକିସ୍ତାନକୁ ଏଭଳି ମେସେଜ୍ ପଠାଇଲେ ପିଏମ ମୋଦି, ଶୁଣିଲେ ଥରିବେ ଅସୀମ ମୁନିର-ଶେହବାଜ
ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ନିର୍ବାଚନ ପୂର୍ବରୁ ଲୋକମାନଙ୍କୁ ସମ୍ବୋଧିତ କରିବା ସମୟରେ ଗୟାକୁ ସେହି ଭୂମି ଭାବରେ ବର୍ଣ୍ଣନା କରିଥିଲେ ଯେଉଁଠାରେ ଭଗବାନ ବୁଦ୍ଧ ଜ୍ଞାନ ପାଇଥିଲେ। ସେ ଏଠାରେ ଅନେକ ପ୍ରକଳ୍ପର ଉଦଘାଟନ ମଧ୍ୟ କରିଛନ୍ତି।...
ଚାଷୀଙ୍କ ପାଇଁ ଗୁଡ୍ନ୍ୟୁଜ ! ଏହି କୃଷକଙ୍କ ଖାତାକୁ ଆସିବ ୧୮ ହଜାର ଟଙ୍କା, ଜାଣନ୍ତୁ କିପରି…
ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅର୍ଥାତ୍ ପିଏମ-କିଷାନ ଅଧୀନରେ ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଏକ ବଡ଼ ଖବର। ଯଦି ଆପଣ ସେହି ଚାଷୀଙ୍କ ମଧ୍ୟରୁ ଜଣେ ଯେଉଁମାନେ ୧୧ତମ କିସ୍ତି ପରେ ଯୋଜନାର ଟଙ୍କା ପାଇ...
ପୁଟିନଙ୍କୁ ଭେଟିଲେ ଜୟଶଙ୍କର, ଜାଣନ୍ତୁ ଦୁହିଁଙ୍କ ମଧ୍ୟରେ କ’ଣ ହେଲା…
ମସ୍କୋ,୨୧।୮: ଗୁରୁବାର ଭାରତ ରୁଷିଆ ସହିତ ସମ୍ପର୍କକୁ ଆହୁରି ମଜବୁତ କରିବାର ବାର୍ତ୍ତା ଦେଇଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମସ୍କୋରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟି ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ବୈଠକ...
ବିଜୟ ଥାଲାପାଥିଙ୍କ ବଡ଼ ଘୋଷଣା: ୨୦୨୬ ନିର୍ବାଚନରେ…
ନୂଆଦିଲ୍ଲୀ,୨୧।୮: ଅଭିନେତା ବିଜୟଙ୍କ ଟିଭିକେ ଦଳ ଆସନ୍ତା ବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନରେ ରାଜନୈତିକ ପଦାର୍ପଣ କରିବ। ମାଦୁରାଇରେ ଅନୁଷ୍ଠିତ ଦଳର ଦ୍ୱିତୀୟ ରାଜ୍ୟ ସମ୍ମିଳନୀ ସମୟରେ, ବିଜୟ ସୂଚିତ କରିଥିଲେ ଯେ ତାଙ୍କ ଦଳ ଅନେକ ଆସନରେ ପ୍ରତିଦ୍ୱନ୍ଦ୍ୱିତା...
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧,୦୮,୦୦,୦୦,୦୦୦ ଟଙ୍କାର ବଡ଼ ଠକେଇ! ଲୋକଙ୍କ ଆକାଉଣ୍ଟକୁ ପଳାଉଛି ଟଙ୍କା
ନୂଆଦିଲ୍ଲୀ,୨୦।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମୋଦି ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ମଧ୍ୟରୁ ଗୋଟିଏ, ଏପର୍ଯ୍ୟନ୍ତ ଏହି ଯୋଜନାରେ ସେହି ଲୋକମାନଙ୍କୁ ଘର ଯୋଗାଇ ଦିଆଯାଇଛି ଯେଉଁମାନଙ୍କର ମୁଣ୍ଡ ଉପରେ ଛାତ ନାହିଁ। କିନ୍ତୁ ପ୍ରୟାଗରାଜରେ ଏହି ଯୋଜନା ସହିତ ଜଡିତ...
ମୁମ୍ବାଇରେ ବର୍ଷା ବିତ୍ପାତ: ୨୪ ଘଣ୍ଟାରେ ୬ ଜଣଙ୍କର ମୃତ୍ୟୁ
ମୁମ୍ବାଇ,୨୦।୮: ମହାରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ଏବଂ ବନ୍ୟା ସମ୍ବନ୍ଧୀୟ ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ନାନ୍ଦେଡ ଜିଲାରେ ବନ୍ୟା ଭଳି ପରିସ୍ଥିତି ଯୋଗୁ...
Archives


