Tag Archives: National

ଦୀପାବଳିରେ ଏହି ମହିଳାଙ୍କୁ ମିଳିବ ମାଗଣା ଗ୍ୟାସ୍‌ ସିଲିଣ୍ଡର, କରନ୍ତୁ ଗୋଟିଏ କାମ, ନଚେତ୍‌…

ନୂଆଦିଲ୍ଲୀ,୨୭।୯: ଆଗାମୀ ମାସରେ ଦୀପାବଳି। ସାରା ଦେଶର ଲୋକମାନେ ଉତ୍ସାହର ସହିତ ଦୀପାବଳିକୁ ଅପେକ୍ଷା କରିଛନ୍ତି। ସାରା ଦେଶରେ ଆନନ୍ଦର ପରିବେଶ ରହିଛି। ଦୀପାବଳି ସମୟରେ, କେନ୍ଦ୍ର ସରକାର ଏବଂ ବିଭିନ୍ନ ରାଜ୍ୟର ସରକାର ନାଗରିକମାନଙ୍କ ପାଇଁ ବିଭିନ୍ନ ଯୋଜନା ଆରମ୍ଭ…

ଡିଭାଇଡର ସହିତ ଧକ୍କା ହେଲା ମହିନ୍ଦ୍ରା ଥାର୍‌, ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ

ଗୁରୁଗ୍ରାମ,୨୭।୯: ଗୁରୁଗ୍ରାମର ଜାତୀୟ ରାଜପଥ ୪୮ର ଏକଜିଟ ୯ରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ, ଗୁରୁଗ୍ରାମର ରାଜୀବ ଚୌକ ଅଭିମୁଖେ ଯାଉଥିବା ଏକ ମହିନ୍ଦ୍ରା ଥାର୍‌ ଏକଜିଟ ନେବା ସମୟରେ ଏକ ଡିଭାଇଡର ସହିତ ଧକ୍କା…

ଅକ୍ଟୋବର ୧ରୁ ନୂଆ ନିୟମ: ହେବ ବଡ଼ ପରିବର୍ତ୍ତନ, ଲୋକଙ୍କ ପକେଟ୍‌ ହେବ ଖାଲି!

ନୂଆଦିଲ୍ଲୀ,୨୩।୯: ଅକ୍ଟୋବର ୧ ତାରିଖରୁ ଭାରତରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟାମକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି, ଯେଉଁଥିରେ ଅନଲାଇନ ଗେମିଂକୁ ନିୟନ୍ତ୍ରଣ କରୁଥିବା ଏକ ନୂତନ ଆଇନ ଏବଂ ଭାରତୀୟ ରେଳବାଇର ଟିକେଟ ବୁକିଂ ନିୟମରେ ଉନ୍ନତି ଅନ୍ତର୍ଭୁକ୍ତ। ଏହା ସହିତ,…

ଯୁବବର୍ଗଙ୍କୁ ଲାଗିବ ଝଟକା! ଅକ୍ଟୋବର ୧ରୁ ବଦଳିବ ଏହି ନିୟମ…

ନୂଆଦିଲ୍ଲୀ,୧୯।୯: କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର କହିଛନ୍ତି , ଅନଲାଇନ ଗେମିଂ ସହିତ ଜଡିତ ନୂତନ ନିୟମ ଅକ୍ଟୋବର ୧ରୁ କାର୍ଯ୍ୟକାରୀ ହେବ। ସେ କହିଛନ୍ତି, ଆମେ ପ୍ରାୟ ତିନି ବର୍ଷ ଧରି ଏହି ଶିଳ୍ପ…

ଏହି ସ୍ବତନ୍ତ୍ର ସମୟରେ ଖୋଲିବ ଟ୍ରେଡିଂ, ମାତ୍ର ଗୋଟିଏ ଘଣ୍ଟା ଆପଣଙ୍କୁ କରିପାରେ ମାଲାମାଲ

ନୂଆଦିଲ୍ଲୀ,୧୮।୯: ଚଳିତ ବର୍ଷ ଦୀପାବଳି ପର୍ବ ୨୦ ଅକ୍ଟୋବରରେ ପାଳନ କରାଯିବ। ସାଧାରଣତଃ ଏହି ଦିନ ଷ୍ଟକ ବଜାର ବନ୍ଦ ରହିଥାଏ, କିନ୍ତୁ ବର୍ଷ ବର୍ଷ ଧରି ଷ୍ଟକ ବଜାରରେ ଏକ ବିଶେଷ ରୀତିନୀତି ପାଳନ କରାଯାଉଛି। ଏଠାରେ ମୁହୂର୍ତ୍ତ ଟ୍ରେଡିଂ…

ଯୁବବର୍ଗଙ୍କ ବଲ୍ଲେ ବଲ୍ଲେ: ପ୍ରତିମାସରେ ୧୦୦୦ ଟଙ୍କା ଦେବେ ସରକାର, ଏମିତି କରନ୍ତୁ ଆବେଦନ

ପାଟନା,୧୮।୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ସେ ରାଜ୍ୟର ବେକାର ସ୍ନାତକ ଯୁବକ ଯୁବତୀଙ୍କ ପାଇଁ ଏହି ଘୋଷଣା କରିଛନ୍ତି। ସରକାର ୨୦ରୁ ୨୫ବର୍ଷ ବୟସର ବେକାର ଯୁବକ ଯୁବତୀଙ୍କୁ ପ୍ରତି…

ମୋମୋରେ ନିଶା ଔଷଧ ମିଶାଇ ସ୍ତ୍ରୀଙ୍କୁ ଦେଲେ ଖାଇବାକୁ, ଆଉ ନିଜ ସାଙ୍ଗଙ୍କ ସହ ମିଶି କଲେ…

ଭୋପାଳ,୧୭।୯: ମଧ୍ୟପ୍ରଦେଶର ଛତରପୁରରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କକୁ କଳଙ୍କିତ କରୁଥିବା ଏକ ମାମଲା ସାମ୍ନାକୁ ଆସିଛି। ସ୍ବାମୀ ମୋମୋରେ ଏକ ନିଶାଦ୍ରବ୍ୟ ମିଶାଇ ତା’ପରେ ତାଙ୍କ ବନ୍ଧୁମାନଙ୍କ ସହିତ ମିଶି ତାଙ୍କ ସ୍ତ୍ରୀଙ୍କୁ ଗଣବଳାତ୍କାର କରିଛନ୍ତି। ପୀଡିତାଙ୍କ ବୟାନକୁ ଆଧାର କରି…

ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୦ ବଡ଼ ପଦକ୍ଷେପ

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ଅନେକ ଜନକଲ୍ୟାଣକାରୀ ପଦକ୍ଷେପ ନେଇଛନ୍ତି। ତାଙ୍କ ନୀତିଗୁଡ଼ିକ ଦେଶବାସୀଙ୍କ ଦୈନନ୍ଦିନ ଜୀବନକୁ ପୁନଃ ଆକାର ଦେଇଛି। ସେ କେବଳ ବ୍ୟବସ୍ଥା ନୁହେଁ, ବରଂ ମାନସିକତାରେ ପରିବର୍ତ୍ତନ ଘଟାଇଛନ୍ତିି । ୧.…

ପ୍ରଧାନମନ୍ତ୍ରୀଙ୍କୁ ୭୫

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୭୫ ବର୍ଷ ବୟସରେ ପଦାର୍ପଣ କରୁଛନ୍ତି। ଏହି ଅବସରରେ ଭାଜପା ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଜନକଲ୍ୟାଣକାରୀ ଓ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯିବ। ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରୁ ସାରା ଦେଶରେ ସ୍ବାସ୍ଥ୍ୟ ଓ…

ମୋଦିଙ୍କୁ ଫୋନ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ, ମୋଦି ଦେଲେ ଏମିତି ଜବାବ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୧୭।୯: ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ବହୁତ ଭଲ ଫୋନ କଥାବାର୍ତ୍ତା ହୋଇଛି ଏବଂ ଏହି ସମୟରେ ସେ ତାଙ୍କ ବନ୍ଧୁଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ,…

ହସ୍ପିଟାଲରେ ଥିଲେ ନବଜାତ ଶିଶୁ, ହେଲା ଭୂମିକମ୍ପ, ନର୍ସ କଲେ ଏମିତି, ଦେଖନ୍ତୁ ଭିଡିଓ…

ଆସାମ,୧୫।୯: ରବିବାର ସନ୍ଧ୍ୟାାରେ ଉତ୍ତର-ପୂର୍ବ ଭାରତ ଏବଂ ସଂଲଗ୍ନ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ୫.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଭୂମିକମ୍ପ ଯୋଗୁଁ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଭୟରେ ଘରୁ ବାହାରକୁ ଦୌଡ଼ିବାକୁ ଲାଗିଲେ, ତେବେ ଆସାମର ନାଗାଓଁ ଜିଲାର ଏକ…

PhonePe ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲା RBI, ଲଗାଇଲା ଏତେ ଟଙ୍କାର ଜରିମାନା

ନୂଆଦିଲ୍ଲୀ, ୧୩।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଫିନଟେକ କମ୍ପାନୀ PhonePe ଉପରେ ୨୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ପ୍ରିପେଡ ପେମେଣ୍ଟ ଉପକରଣ ସହିତ ଜଡିତ କିଛି ନିୟମକୁ ଠିକ ଭାବରେ ପାଳନ ନକରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?