ସନ୍ୟାସ ନେବା ପରେ ପତ୍ନୀଙ୍କ ସହ ଏମିତି ଟାଇମ ସ୍ପେଣ୍ଡ କରୁଛନ୍ତି ଏମଏସ ଧୋନୀ!
ନୂଆଦିଲ୍ଲୀ,୨୦।୧୧: ପୂର୍ବତନ ଭାରତୀୟ ଅଧିନାୟକ ଏମ ଏସ ଧୋନୀଙ୍କ ପତ୍ନୀ ସାକ୍ଷୀ ଇନଷ୍ଟାଗ୍ରାମରେ ତାଙ୍କ ଜନ୍ମଦିନ ପାଳନର କିଛି ଫଟୋ ଏବଂ ଏକ ଭିଡିଓ ଶେୟାର କରିଛନ୍ତି। ସାକ୍ଷୀ ନଭେମ୍ବର ୧୯ ଗୁରୁବାର ଦିନ ତାଙ୍କର ୩୮ତମ ଜନ୍ମଦିନ ପାଳନ କରିଥିଲେ।…

