ମାଟ୍ରିକ ପରୀକ୍ଷା ଫଳ: ସରକାରୀ ଅପେକ୍ଷା ବେସରକାରୀ ବିଦ୍ୟାଳୟ ଛାତ୍ରୀଛାତ୍ର ଆଗରେ
ପାଟଣା,୨୨।୫(ସ୍ବ.ପ୍ର.): ମଙ୍ଗଳବାର ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳ। କେନ୍ଦୁଝର ଜିଲା ପାଟଣା ବ୍ଲକ ସରକାରୀ ବିଦ୍ୟାଳୟର ପରୀକ୍ଷା ଫଳ ଖରାପ ରହିଥିବା ବେଳେ ବେସରକାରୀ ବିଦ୍ୟାଳୟର ଫଳ ଭଲ ହୋଇଛି। ପାଟଣାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର...
ହାଟଡ଼ିହୀ ବ୍ଲକ: ଏ-୧ ଗ୍ରେଡ୍ରେ ପାସ୍ କଲେ ୬ ପରୀକ୍ଷାର୍ଥୀ
ହାଟଡ଼ିହୀ,୨୨।୫(ଡି.ଏନ୍.ଏ.): ମଙ୍ଗଳବାର ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳ। କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକର ୬ ପରୀକ୍ଷାର୍ଥୀ ଏ-୧ ଗ୍ରେଡ୍ରେ ପାସ୍ କରିଛନ୍ତି। ବଡ଼ରମ୍ପାସ ହାଇସ୍କୁଲର ବିଶ୍ୱଜିତ୍ ସ୍ବାଇଁ ସବୁଠାରୁ ଅଧିକ ୫୫୯ ନମ୍ବର ରଖିଛନ୍ତି। ସେହିପରି କଳିଙ୍ଗା ହାଇସ୍କୁଲର...
ମାଟ୍ରିକ ପରୀକ୍ଷା ଫଳ: ପୁରୀ ଜିଲାରେ ପାସ୍ହାର ୭୮.୨୫%
ପୁରୀ ଅଫିସ, ୨୧।୫: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା(ମାଟ୍ରିକ) ଫଳ ମଙ୍ଗଳବାର ପୂର୍ବାହ୍ନ ୯ଟାରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ପୁରୀରେ ଜିଲାରେ ପାସ ହାର ୭୮.୨୫ ପ୍ରତିଶତ ରହିଛି। ଚଳିତ ବର୍ଷ...
ମାଟ୍ରିକ ପରୀକ୍ଷା ଫଳ: କେନ୍ଦୁଝର ଜିଲାରେ ପାସ ହାର ୭୧.୪୬%
କେନ୍ଦୁଝର, ୨୧ା୫(ସ୍ବ.ପ୍ର.): ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲାରେ ପାସ ହାର ୭୧.୪୬% ରହିଥିବା ଜିଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର କହିଛନ୍ତି। ସମୁଦାୟ ୪୭୩ ଉଚ୍ଚ ବିଦ୍ୟାଳୟର ୨୩୨୪୩ ପରୀକ୍ଷାର୍ଥୀ ଫର୍ମ ପୂରଣ...
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ଗଞ୍ଜାମ ଜିଲାରେ ପାସହାର ୭୨ %
ବ୍ରହ୍ମପୁର ଅଫିସ,୨୧ା୫: ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଗଞ୍ଜାମ ଜିଲାରେ ପାସ ହାର ୭୧.୮୫% ରହିଛି। ଜିଲାରେ ମୋଟ ୪୮ ହଜାର ୭୭୭ ଛାତ୍ରୀଛାତ୍ର ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ। ସେଥିରୁ ୪୭୧...
ମାଟ୍ରିକ ପରୀକ୍ଷା ଫଳ: ବାଜିମାରିଲେ ଝିଅ, ଝାରସୁଗୁଡ଼ାରେ ସର୍ବାଧିକ ପାସ୍ ହାର ୮୫.୪୮%
କଟକ ଅଫିସ,୨୧।୫: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ...