Tag Archives: marriage

ବିବାହକୁ ପୂରିଲା ୧୪ ବର୍ଷ, ଏବେ କାର୍ଡ ବାଣ୍ଟୁଛନ୍ତି ଦୁଇ ସନ୍ତାନର ମା-ବାପା, ଏମିତି କାହାଣୀ ଶୁଣି ନ ଥିବେ…

ଡେରାଡୁନ,୧୪ା୫: ଉତ୍ତରାଖଣ୍ଡର ପିଥୋରାଗଡ଼ରେ ୧୪ ବର୍ଷ ପୂର୍ବେ ଏକ ଦମ୍ପତି ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। କିନ୍ତୁ ଏବେ ଏହି ଦମ୍ପତି ନିଜର ବିବାହ କାର୍ଡ ବାଣ୍ଟୁଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏହା...

ହୃଦୟ ଭାଙ୍ଗିଦେଲେ ସ୍ବାମୀ, ପ୍ରତାରିତ ପରେ ପରସ୍ପରକୁ ବିବାହ କରିନେଲେ ଦୁଇ ବାନ୍ଧବୀ, ଭବିଷ୍ୟତ ଯୋଜନା ସମ୍ପର୍କରେ କହିଲେ…

ଲକ୍ଷ୍ନୌ,୧୩ା୫: ଉତ୍ତରପ୍ରଦେଶରେ ଏକ ଅଜବ ଘଟଣା ଘଟିଛି। ଦୁଇ ବାନ୍ଧବୀଙ୍କ ସ୍ବାମୀମାନେ ଯେତେବେଳେ ଉଭୟଙ୍କୁ ପ୍ରତାରିତ କଲେ ଏହି ଦୁଇ ବାନ୍ଧବୀ ପରସ୍ପରକୁ ବିବାହ କରିନେଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉତ୍ତରପ୍ରଦେଶର ବଦାୟୁଁରେ ଦୁଇ ବାନ୍ଧବୀ ଶିବ...

ମଣ୍ଡପରେ ବରଙ୍କୁ କନ୍ୟାଙ୍କ ସାଙ୍ଗ ପଚାରିଲେ ଏମିତି ଏକ ପ୍ରଶ୍ନ, ଉତ୍ତର ଶୁଣି ସିଧା ବାହାଘର ଭାଙ୍ଗିଦେଲେ କନ୍ୟା

ମଧ୍ୟପ୍ରଦେଶର ପ୍ରୟାଗରାଜରେ ଏକ ଅଜବ ଘଟଣା ଘଟିଛି। ବିବାହ ମଣ୍ଡପରେ ବରଯାତ୍ରୀଙ୍କ ସହ ପହଞ୍ଚିଥିଲେ ବର। କନ୍ୟାଙ୍କ ସହ ପରିବାର, ବନ୍ଧୁବାନ୍ଧବ ସମସ୍ତେ ବି ପହଞ୍ଚିଥିଲେ। ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଠିକ୍‌ ହସ୍ତଗଣ୍ଠି ପଡ଼ିବା ପୂର୍ବରୁ କନ୍ୟା ଏହି...

ବିବାହ ପରେ ପୁରୁଷମାନେ କେବେ ବି କରନ୍ତୁନି ଏହି ଭୁଲ୍‌, ନଚେତ୍‌ ସବୁ ହୋଇଯିବ ଓଲଟପାଲଟ

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନେତା, କୂଟନୀତିଜ୍ଞ ଏବଂ ଦାର୍ଶନିକ ଥିଲେ। ଯଦି ଆମେ ଚାଣକ୍ୟଙ୍କ ଦ୍ୱାରା କୁହାଯାଇଥିବା କଥାଗୁଡ଼ିକୁ ବୁଝିବା ଏବଂ ସେଗୁଡ଼ିକୁ ଆମ ଜୀବନରେ ପ୍ରୟୋଗ କରିବା, ତେବେ ଆମେ କେବଳ ଯେ, ସଫଳ ବ୍ୟକ୍ତି ହୋଇପାରିବା...

୭ ବର୍ଷରେ ୨୦ଥର ବିବାହ କରି ଚର୍ଚ୍ଚାରେ ଏହି ଯୁବତୀ, ଦୈନିକ ରୋଜଗାର କରୁଛନ୍ତି ୧୭ ହଜାର

ବେଜିଂ: ସମ୍ପ୍ରତି ଚାଇନାରେ ସାମାଜିକ ଚାପର ମୁକାବିଲା ପାଇଁ ଛଦ୍ମ ବିବାହର ଧାରା ଆରମ୍ଭ ହୋଇଛି। ଦକ୍ଷିଣ ପଶ୍ଚିମ ଚାଇନାର ଚେଙ୍ଗଦୁ ସହରର କାଓ ମେଇ ନାମ୍ନୀ ଜଣେ ଯୁବତୀ ଗତ ୭ ବର୍ଷ ମଧ୍ୟରେ ୨୦ ଥର ଛଦ୍ମ...

ହାତ ଯୋଡ଼ି ଯୌତୁକ ନେବାକୁ ମନା କରିଦେଲେ, ମାତ୍ର ୧ ଟଙ୍କାରେ ବିବାହ କରି ଉଦାହରଣ ସାଜିଲେ ଏହି…

ଜୟପୁର: ବିବାହ ସମୟରେ ଯୌତୁକ ନେବା ଏକ ସାମାଜିକ ବ୍ୟାଧି। ହେଲେ ବର୍ଷ ବର୍ଷ ଧରି ଚାଲି ଆସିଥିବା ଏଭଳି ପରମ୍ପରା ଲାଗି ଅନେକ ଝିଅ ଏବଂ ଝିଅଙ୍କ ପରିବାର ହଇରାଣ ହେବାର ନଜିର ରହିଛି। ଯୌତୁକ ଲାଗି କେଉଁଠି...

7 Mistakes after Marriage: ବିବାହ ପରେ ଭୁଲ୍‌ରେ ବି ପୁରୁଷମାନେ କରନ୍ତୁ ନାହିଁ ଏହି ୭ ଭୁଲ୍‌, ଭାଙ୍ଗିଯାଇପାରେ ସମ୍ପର୍କ…

ବିବାହ କେବଳ ଦୁଇଜଣ ବ୍ୟକ୍ତି ନୁହନ୍ତି ବରଂ ଦୁଇ ପରିବାର ମଧ୍ୟରେ ଏକ ଅତୁଟ ସମ୍ପର୍କ। ବିବାହ ପରେ ଦାୟିତ୍ୱ ବଢ଼ିଯାଇଥାଏ। ଏହାକୁ ସୂଚାରୁରୂପେ ତୁଲାଇବା ଅତ୍ୟନ୍ତ ଜରୁରୀ। ବୈବାହିକ ଜୀବନ ସମ୍ଭାଳିବାରେ ବେହୁସିଆର ହେଲେ ଛାଡ଼ପତ୍ରରେ କଥା ପହଞ୍ଚି...

୪ଜଣଙ୍କୁ ବିବାହ କରିଛନ୍ତି ରସିକିଆ ଡାକ୍ତର

ଭୁବନେଶ୍ୱର,୧୦ା୨(ସୂର୍ଯ୍ୟକାନ୍ତ ବେହେରା): ମିଛ କହି ବିବାହ କରିବା ଓ ନାନା ବାହାନାରେ ଠକେଇ ଘଟଣା ବଢ଼ି ଚାଲିଛି। ପୂର୍ବରୁ ଏମିତି ବହୁ ଅଭିଯୋଗ ଆସିବା ପରେ ପୋଲିସ ପଦକ୍ଷେପ ଗ୍ରହଣ କରିଛି। ଏବେ ପୁଣି ଜଣେ ରସିକିଆ ଡାକ୍ତରଙ୍କ ପ୍ରେମ...

ସରକାରଙ୍କ ନୂଆ ଘୋଷଣା: ସହର ଛାଡ଼ି ଗାଁରେ ବିବାହ କର, ଅବିବାହିତା ଝିଅଙ୍କୁ ମିଳିବ ମୋଟା ଅଙ୍କର ଅର୍ଥ

ଟୋକିଓ,୩୦ା୮: ଜାପାନ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅବିବାହିତ ଝିଅମାନଙ୍କୁ ଟଙ୍କା ଦିଆଯିବା ସହ ସହର ଛାଡ଼ି ଗାଁକୁ ଯାଇ ବିବାହ କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ଗାଁରେ ମହିଳାଙ୍କ ସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି...

ବାହାଘରର ଦୁଇ ଦିନ ପୂର୍ବରୁ ଝିଅକୁ ହତ୍ୟା କଲା ଭାବି ସ଼୍ବାମୀ

ରାୟପୁର,୨୪।୦୭: ଛତିଶଗଡ଼ର ଦୁର୍ଗ ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ବାହାଘରର ଦୁଇ ଦିନ ପୂର୍ବରୁ ପୁଅଟି ବିବାହ କରିବାକୁ ସ୍ଥିର କନ୍ୟାକୁ ହତ୍ୟା କରିଛି । ମିଳିଥିବା ସୂଚନା ଅନୁସାରେ ପୁଅଟି ଏକ ପୋଖରୀ ପାଖରେ...

ବରଣମାଳା ଦେବାକୁ ମନ୍ଦିର ଯାଉଥିଲେ ପ୍ରେମୀଯୁଗଳ, ବାଟରେ ପ୍ରେମିକାଙ୍କୁ…

ଭୋଗରାଇ,୧୨ା୭(ପ୍ରଦୀପ ଦାସ): ମନ୍ଦିରରେ ବରଣମାଳା ଦେଇ ବିବାହ କରିବାକୁ ଆସୁଥିଲେ ପ୍ରେମୀଯୁଗଳ। ମାତ୍ର ନିୟତିର ନିୟମ ଥିଲା ଅଲଗା। ବସ୍‌ ପଛରେ ସ୍କୁଟିଟି ପିଟି ହୋଇଯିବାରୁ ଛିଟିକି ପଡ଼ିଥିଲେ ପ୍ରେମୀଯୁଗଳ। ପ୍ରେମିକାଙ୍କ ମୁଣ୍ଡ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ...

ଶିକ୍ଷାଠାରୁ ବିବାହରେ ଅଧିକ ଖର୍ଚ୍ଚ କରୁଛନ୍ତି ଭାରତୀୟ

ଭୁବନେଶ୍ୱର,୧ା୭(ଅନୁରାଧା ମହାରଣା): ଭାରତୀୟମାନେ ଖାଦ୍ୟକୁ ବାଦ ଦେଲେ ସବୁଠାରୁ ଅଧିକ ଖର୍ଚ୍ଚ ବିବାହ ଉତ୍ସବରେ ଖର୍ଚ୍ଚ କରନ୍ତି। ଏପରିକି ଭାରତୀୟତମାନେ ଶିକ୍ଷା ପାଇଁ ବ୍ୟୟ କରୁଥିବା ଅର୍ଥର ଦୁଇଗୁଣାରୁ ଅଧିକ ବିବାହରେ ଖର୍ଚ୍ଚ କରିଥାନ୍ତି। ଭାରତୀୟ ବିବାହ ଉଦ୍ୟୋଗକୁ ନେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri