ଅନନ୍ୟ ପରମ୍ପରା: କୁମ୍ଭୀର ସହ ବିବାହ
ମେକ୍ସିକୋ ସିଟି: ମେକ୍ସିକୋର ଦକ୍ଷିଣ ଓକ୍ସାକା ରାଜ୍ୟରେ ଅବସ୍ଥିତ ସାନ୍ ପେଡ୍ରୋ ହୁଆମେଲୁଲା ସହରରେ ଗତ ୨୩୦ ବର୍ଷ ଧରି ପ୍ରତି ବର୍ଷ ଏକ ଅନନ୍ୟ ପରମ୍ପରାକୁ ପାଳନ କରାଯାଇଆସୁଛି, ଯାହା ସମ୍ପ୍ରତି ସାରାବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଏଠାକାର...
ନଭେମ୍ବରରେ କ୍ରିକେଟର ରିଙ୍କୁ ସିଂଙ୍କ ବଧୂ ସାଜିବେନି ପ୍ରିୟା ସରୋଜ, ଜାଣନ୍ତୁ ଏହାର କାରଣ
ନୂଆଦିଲ୍ଲୀ,୨୪।୬: ଭାରତୀୟ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ ଏବଂ ସମାଜବାଦୀ ପାର୍ଟିର ଯୁବ ଏମପି ପ୍ରିୟା ସରୋଜଙ୍କ ବିବାହ ସମ୍ପର୍କରେ ଏକ ବଡ଼ ସୂଚନା ଆସିଛି। କୁହାଯାଉଛି ଯେ ବିବାହ ୧୮ ନଭେମ୍ବରରେ ବାରାଣସୀରେ ହେବାର ଥିଲା। କିନ୍ତୁ ଏବେ ଏହି...
ବନ୍ୟାପାଣି ପାର୍ ହୋଇ କନ୍ୟାଙ୍କ ହାତ ଧରିବାକୁ ଡଙ୍ଗାରେ ଗଲେ ବର
ବାରିପଦା,୨୩ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ନେଦା ଗ୍ରାମରେ ବରକୁ ଡଙ୍ଗାରେ ବସାଇ ବରଯାତ୍ରୀମାନେ କନ୍ୟା ଘର ଅଭିମୁଖେ ଯାଉଥିବାର ରୋଚକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗୋଟିଏ ପଟେ ଅଦିନିଆ ବର୍ଷା ଲାଗି...
ବିବାହକୁ ନେଇ ପ୍ରଥମଥର ବଡ଼ କଥା କହିଲେ ମହୁଆ, ଜାଣନ୍ତୁ କ’ଣ କହିଲେ
ନୂଆଦିଲ୍ଲୀ,୫।୬: ତୃଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ରା ବିଜେଡି ନେତା ପିନାକୀ ମିଶ୍ରଙ୍କ ସହ ତାଙ୍କ ବିବାହ ଖବର ଉପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗୁରୁବାର (ଜୁନ ୫, ୨୦୨୫) , ଟିଏମସି ଏମପି ମହୁଆ...
ବାହାଘରର ୩ ମାସ ପରେ ପୁଣି କନ୍ୟାଙ୍କ ଘରେ ବରଯାତ୍ରୀ ନେଇ ପହଞ୍ଚିଲେ ବର, ରାଗିଗଲେ କନ୍ୟା ପିତା, ଜାଣନ୍ତୁ ପୂରା ରୋଚକ ଘଟଣା…
ବିବାହର ତିନି ମାସ ପରେ କେହି ପୁଣି ବିବାହ କରିବା କଥା କେବେ ଶୁଣିଛନ୍ତି କି? ତାହା ମଧ୍ୟ ପୁଣି ଥରେ ସେହି କନ୍ୟାଙ୍କ ସହିତ। ହଁ ଏହା ଉତ୍ତରପ୍ରଦେଶର ମିର୍ଜାପୁରରେ ଘଟିଛି। ଏଠାରେ ଜଣେ ବରକୁ ବରଯାତ୍ରୀ ନେଇ...
ଝିଅର ସବାରୀ ଉଠିବା ପୂର୍ବରୁ ଉଠିଲା ମା’ର କୋକେଇ, ଚା’ ସହ କେକ୍ ଖାଇବା ବେଳେ…
ଥିରୁଭାନନ୍ତପୁରମ୍,୧ା୬: କେରଳର ମଲାପ୍ପୁରମରେ ଜଣେ ୪୪ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି। ଯେଉଁଦିନ ମହିଳାଙ୍କ ମୃତ୍ୟୁ ହୋଇଥିଲା, ତା’ପରଦିନ ଅର୍ଥାତ୍ ମେ’ ୩୧ରେ ତାଙ୍କ ଏକମାତ୍ର ଝିଅର ବିବାହ ହେବାର ଥିଲା, ଯାହା ପୂର୍ବରୁ ମା’ଙ୍କ ମୃତ୍ୟୁ ଘଟିଛି। ମହିଳାଙ୍କ...
ବିବାହକୁ ପୂରିଲା ୧୪ ବର୍ଷ, ଏବେ କାର୍ଡ ବାଣ୍ଟୁଛନ୍ତି ଦୁଇ ସନ୍ତାନର ମା-ବାପା, ଏମିତି କାହାଣୀ ଶୁଣି ନ ଥିବେ…
ଡେରାଡୁନ,୧୪ା୫: ଉତ୍ତରାଖଣ୍ଡର ପିଥୋରାଗଡ଼ରେ ୧୪ ବର୍ଷ ପୂର୍ବେ ଏକ ଦମ୍ପତି ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। କିନ୍ତୁ ଏବେ ଏହି ଦମ୍ପତି ନିଜର ବିବାହ କାର୍ଡ ବାଣ୍ଟୁଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏହା...
ହୃଦୟ ଭାଙ୍ଗିଦେଲେ ସ୍ବାମୀ, ପ୍ରତାରିତ ପରେ ପରସ୍ପରକୁ ବିବାହ କରିନେଲେ ଦୁଇ ବାନ୍ଧବୀ, ଭବିଷ୍ୟତ ଯୋଜନା ସମ୍ପର୍କରେ କହିଲେ…
ଲକ୍ଷ୍ନୌ,୧୩ା୫: ଉତ୍ତରପ୍ରଦେଶରେ ଏକ ଅଜବ ଘଟଣା ଘଟିଛି। ଦୁଇ ବାନ୍ଧବୀଙ୍କ ସ୍ବାମୀମାନେ ଯେତେବେଳେ ଉଭୟଙ୍କୁ ପ୍ରତାରିତ କଲେ ଏହି ଦୁଇ ବାନ୍ଧବୀ ପରସ୍ପରକୁ ବିବାହ କରିନେଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉତ୍ତରପ୍ରଦେଶର ବଦାୟୁଁରେ ଦୁଇ ବାନ୍ଧବୀ ଶିବ...
ମଣ୍ଡପରେ ବରଙ୍କୁ କନ୍ୟାଙ୍କ ସାଙ୍ଗ ପଚାରିଲେ ଏମିତି ଏକ ପ୍ରଶ୍ନ, ଉତ୍ତର ଶୁଣି ସିଧା ବାହାଘର ଭାଙ୍ଗିଦେଲେ କନ୍ୟା
ମଧ୍ୟପ୍ରଦେଶର ପ୍ରୟାଗରାଜରେ ଏକ ଅଜବ ଘଟଣା ଘଟିଛି। ବିବାହ ମଣ୍ଡପରେ ବରଯାତ୍ରୀଙ୍କ ସହ ପହଞ୍ଚିଥିଲେ ବର। କନ୍ୟାଙ୍କ ସହ ପରିବାର, ବନ୍ଧୁବାନ୍ଧବ ସମସ୍ତେ ବି ପହଞ୍ଚିଥିଲେ। ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଠିକ୍ ହସ୍ତଗଣ୍ଠି ପଡ଼ିବା ପୂର୍ବରୁ କନ୍ୟା ଏହି...
ବିବାହ ପରେ ପୁରୁଷମାନେ କେବେ ବି କରନ୍ତୁନି ଏହି ଭୁଲ୍, ନଚେତ୍ ସବୁ ହୋଇଯିବ ଓଲଟପାଲଟ
ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନେତା, କୂଟନୀତିଜ୍ଞ ଏବଂ ଦାର୍ଶନିକ ଥିଲେ। ଯଦି ଆମେ ଚାଣକ୍ୟଙ୍କ ଦ୍ୱାରା କୁହାଯାଇଥିବା କଥାଗୁଡ଼ିକୁ ବୁଝିବା ଏବଂ ସେଗୁଡ଼ିକୁ ଆମ ଜୀବନରେ ପ୍ରୟୋଗ କରିବା, ତେବେ ଆମେ କେବଳ ଯେ, ସଫଳ ବ୍ୟକ୍ତି ହୋଇପାରିବା...
୭ ବର୍ଷରେ ୨୦ଥର ବିବାହ କରି ଚର୍ଚ୍ଚାରେ ଏହି ଯୁବତୀ, ଦୈନିକ ରୋଜଗାର କରୁଛନ୍ତି ୧୭ ହଜାର
ବେଜିଂ: ସମ୍ପ୍ରତି ଚାଇନାରେ ସାମାଜିକ ଚାପର ମୁକାବିଲା ପାଇଁ ଛଦ୍ମ ବିବାହର ଧାରା ଆରମ୍ଭ ହୋଇଛି। ଦକ୍ଷିଣ ପଶ୍ଚିମ ଚାଇନାର ଚେଙ୍ଗଦୁ ସହରର କାଓ ମେଇ ନାମ୍ନୀ ଜଣେ ଯୁବତୀ ଗତ ୭ ବର୍ଷ ମଧ୍ୟରେ ୨୦ ଥର ଛଦ୍ମ...
ହାତ ଯୋଡ଼ି ଯୌତୁକ ନେବାକୁ ମନା କରିଦେଲେ, ମାତ୍ର ୧ ଟଙ୍କାରେ ବିବାହ କରି ଉଦାହରଣ ସାଜିଲେ ଏହି…
ଜୟପୁର: ବିବାହ ସମୟରେ ଯୌତୁକ ନେବା ଏକ ସାମାଜିକ ବ୍ୟାଧି। ହେଲେ ବର୍ଷ ବର୍ଷ ଧରି ଚାଲି ଆସିଥିବା ଏଭଳି ପରମ୍ପରା ଲାଗି ଅନେକ ଝିଅ ଏବଂ ଝିଅଙ୍କ ପରିବାର ହଇରାଣ ହେବାର ନଜିର ରହିଛି। ଯୌତୁକ ଲାଗି କେଉଁଠି...
Archives
