Tag Archives: maharashtra

ବଡ଼ ଜାଲିଆତିର ଖୁଲାସା: ଗାଁରେ ଜନସଂଖ୍ୟା ୧୫୦୦, ତିନି ମାସରେ ୨୭,୦୦୦ ଶିଶୁ ଜନ୍ମ!

ମୁମ୍ବାଇ,୧୮ା୧୨: ମହାରାଷ୍ଟ୍ରର ଏକ ଛୋଟ ଗାଁରେ ଏପରି ଏକ ଘଟଣା ଘଟିଛି, ଯାହା ପ୍ରଶାସନର ନିଦ ହଜାଇ ଦେଇଛି। ୟବତମାଲ ଜିଲାର ଆର୍ନି ତହସିଲ ଅନ୍ତର୍ଗତ ଶେନ୍ଦୁରୁସାନି ଗ୍ରାମ ପଞ୍ଚାୟତରେ ମାତ୍ର ୩ ମାସ ମଧ୍ୟରେ ୨୭,୩୯୭ ଜନ୍ମ ପଞ୍ଜିକରଣ କରାଯାଇଥିବା…

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ ୭୪ ଲକ୍ଷ ଟଙ୍କାରେ ପହଞ୍ଚିବାରୁ ସେ ନିଜ କିଡନୀ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି।…

ୟୁପି ପରେ ମହାରାଷ୍ଟ୍ରକୁ ବ୍ୟାପିଲା ‘ଆଇ ଲଭ୍‌ ମହମ୍ମଦ’ ବିବାଦ

ଅହିଲ୍ୟାନଗର, ୩୦ା୯: ମହାରାଷ୍ଟ୍ରର ଅହିଲ୍ୟାନଗର ଜିଲା ମିଲିଓ୍ବାଡ଼ା ଅଞ୍ଚଳରେ ‘ଆଇ ଲଭ୍‌ ମହମ୍ମଦ’ ଲେଖାଥିବା ଏକ ରଙ୍ଗୋଲିକୁ ନେଇ ଉତ୍ତେଜନା ଦେଖାଦେଇଛି। ରବିବାର ରାତିରେ କେତେଜଣ ଅଚିହ୍ନା ବ୍ୟକ୍ତି ଏକ ରଙ୍ଗୋଲି ପ୍ରସ୍ତୁତ କରି ସେଥିରେ ଆଇ ଲଭ୍‌ ମହମ୍ମଦ ଲେଖିଥିଲେ।…

ମହାରାଷ୍ଟ୍ରରେ ତୀବ୍ର ହେଉଛି ଭାଷା ବିବାଦ

ପାଲଘର,୧୪ା୭: ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ଏବଂ ରାଜ୍‌ ଠାକ୍‌ରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) କର୍ମୀମାନେ ରାଜ୍ୟର ପାଲଘର ଜିଲାରେ ଜଣେ ଆପ୍ରବାସୀ ଅଟୋରିକ୍ସା ଡ୍ରାଇଭରଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିଛନ୍ତି। ଏହି ଘଟଣା ରାଜ୍ୟରେ ଭାଷା ପ୍ରସଙ୍ଗକୁ ନେଇ…

ଭାରତରେ ବଢ଼ିଲା କୋଭିଡ-୧୯ ମାମଲା, ଏହି ଦୁଇ ରାଜ୍ୟରେ ସର୍ବାଧିକ ମାମଲା

ନୂଆଦିଲ୍ଲୀ,୧୯ା୫: ୨୦୧୯ର କରୋନା ଭାଇରସ ରୋଗ (କୋଭିଡ-୧୯) ପୁନରାଗମନ କରୁଥିବା ଜଣାପଡ଼ୁଛି, ଏସିଆର ଦୁଇ ବଡ଼ ସହର ହଂକଂ ଏବଂ ସିଙ୍ଗାପୁରରେ ମାମଲାରେ ନାଟକୀୟ ବୃଦ୍ଧି ଦେଖାଦେଇଛି। ମେ ୧୨ ତାରିଖରୁ ୧୬୪ଟି ନୂଆ ମାମଲା ରିପୋର୍ଟ ହେବା ସହିତ ଭାରତରେ…

ଗୋଟିଏ ସପ୍ତାହରେ ହୋଇଗଲେ ଚନ୍ଦା: ଆତଙ୍କରେ ତିନି ଗାଁର ଲୋକେ

ନୂଆଦିଲ୍ଲୀ,୮ା୧: ମହାରାଷ୍ଟ୍ରର ବୁଲଢନା ଜିଲାର ତିନୋଟି ଗାଁର ଅନେକ ବାସିନ୍ଦା ଗତ କିଛି ଦିନ ମଧ୍ୟରେ କେଶ ଝଡ଼ିବା ପରେ ଏକ ସପ୍ତାହ ମଧ୍ୟରେ ଚନ୍ଦା ହୋଇଯାଇଛନ୍ତି। ସ୍ୱାସ୍ଥ୍ୟ ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ସାର ଔଷଧ ଯୋଗୁଁ ଜଳ ପ୍ରଦୂଷଣ…

ମହାରାଷ୍ଟ୍ରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବାତିଲ, ଗାଁ’କୁ ପଳାଇଲେ ଏକନାଥ ସିନ୍ଦେ

ନୂଆଦିଲ୍ଲୀ,୨୯।୧୧: ମହାରାଷ୍ଟ୍ରର ଭାଜପା ନେତୃତ୍ୱାଧୀନ ସହଯୋଗୀ ବା ମହାୟୁତି, ଦେବେନ୍ଦ୍ର ଫଡନାଭିସ୍, ଏକନାଥ ସିନ୍ଦେ ଏବଂ ଅଜିତ ପାୱାର ଗତ ସନ୍ଧ୍ୟାରେ ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିଥିଲେ। ଫଡନାଭିସ୍ ମୁଖ୍ୟମନ୍ତ୍ରୀ ହେବା ପ୍ରାୟ ନିଶ୍ଚିତ ହୋଇଥିବାବେଳେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ…

ନିର୍ବାଚନକୁ ଓହ୍ଲାଇବେ ପୂର୍ବତନ ଡିଜିପି, ଜଣାପଡ଼ିଲା ନୂଆ ପାର୍ଟିର ନାଁ

ମୁମ଼୍ବାଇ, ୨୭।୦୭: ମହାରାଷ୍ଟ୍ରର ପୂର୍ବତନ ଡିଜିପି ସଞ୍ଜୟ ପାଣ୍ଡେ ଆଗାମୀ ବିଧାନସଭା ନିର୍ବାଚନରେ ନିଜର ରାଜନୈତିକ ଇନିଂସ ଆରମ୍ଭ କରିବାକୁ ଯଆଉଛନ୍ତି। ପୂର୍ବତନ ଡିଜିପି ସଞ୍ଜୟ ପାଣ୍ଡେ ମୁମ୍ବାଇର ଭର୍ସୋଭା ଆସନରୁ ବିଧାନସଭା ର୍ନିବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହାପୂର୍ବରୁ ସେ ତାଙ୍କର…

ବିବାହ ଦିନ ଗିରଫ, ହାଜତରେ ଆଦିବାସୀ ଯୁବକଙ୍କ ମୃତ୍ୟୁ

ଭୋପାଳ,୧୭ା୭: ମଧ୍ୟପ୍ରଦେଶର ଗୁନା ଜିଲାରେ ପାରଧି ଜନଜାତିର ଜଣେ ୨୫ ବର୍ଷୀୟ ଯୁବକଙ୍କର ପୋଲିସ ହାଜତରେ ମୃତ୍ୟୁ ଘଟିଛି। ଏହାକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ଯୁବକଙ୍କ ପରିବାରକୁ ନ୍ୟାୟ ଦାବିରେ ବିକ୍ଷୋଭ ଜୋର୍‌ଦାର ହୋଇଛି। ମୃତକ ଦେବ…

ରାଜ୍ୟ ସରକାରଙ୍କ ନୂଆ ଯୋଜନା, ଅନଲାଇନରେ ବିକ୍ରି କରିବେ ବାଲି

ନୂଆଦିଲ୍ଲୀ,୧୭।୨: ରାଜ୍ୟରେ ବାଲି ମାଫିଆଙ୍କ ଉପଦ୍ରବ ରୋକିବା ପାଇଁ ଅନଲାଇନରେ ବାଲି ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ‘ବିନା ଲାଭ ବିନା କ୍ଷତି’ରେ ଏହି ବିକ୍ରି ହେବ ବୋଲି କହିଛନ୍ତି ମହାରାଷ୍ଟ୍ର ରାଜସ୍ୱ ମନ୍ତ୍ରୀ ରାଧାକୃଷ୍ଣ ଭିକେ ପାଟିଲ।…

ଭାଜପାରେ ସାମିଲ ହେଲେ ଅଶୋକ ଚଭନ୍‌, କିନ୍ତୁ ପ୍ରଥମ ଇଚ୍ଛା ରହିଗଲା ଅଧୁରା

ପୁଣେ,୧୩।୨: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ତାଙ୍କର ପ୍ରଥମ ଇଚ୍ଛା ପୂରଣ ହୋଇ ପାରି ନାହିଁ। ଆଲୋଚନା ହେଉଛି କି ଅଶୋକ ଦିଲ୍ଲୀରେ ଅମିତ ଶାହାଙ୍କ ଉପସ୍ଥିତିରେ ଭାଜପାରେ ଯୋଗଦେବାକୁ ଚାହୁଁଥିଲେ।…

ମରାଠା ସଂରକ୍ଷଣ ଦାବିରେ ଦୁଇ ଜଣଙ୍କ ଆତ୍ମହତ୍ୟା

ପୁଣେ,୨୭।୧୦: ମହାରାଷ୍ଟ୍ରର ମରାଠା ସମ୍ପ୍ରଦାୟ ସଂରକ୍ଷଣ ପାଇଁ ଏହାର ଚାହିଦାକୁ ଆହୁରି ତୀବ୍ର କରିଛି। ଆଜିକାଲି ମହାରାଷ୍ଟ୍ର ରାଜନୀତିରେ ଏହି ପ୍ରସଙ୍ଗକୁ ରାଜନୀତି ତୀବ୍ର ହୋଇଛି। ଏହି ସମୟରେ ମରାଠା ସଂରକ୍ଷଣ ଦାବିରେ ମରାଠାୱାଡା ଅଞ୍ଚଳରେ ଆଉ ଦୁଇ ଜଣ ଆତ୍ମହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?