Tag Archives: Local News

‘ଅବସରକାଳୀନ ନିରାମୟ ଜୀବନ କାମନା’…ଦିଗପହଣ୍ଡିରେ ୪ ଶିକ୍ଷକ,ଜଣେ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୧।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୪ ଅବସରପ୍ରାପ୍ତ ଶିକ୍ଷକ ଏବଂ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ ମୁଖ୍ୟଅତିଥି ଏବଂ ସହ ଗୋଷ୍ଠୀ…

ଘର ବାରିପଟେ ଥିବା ବେଳେ ହେଲା ବଜ୍ରପାତ, ଚାଲିଗଲା ୭ ବର୍ଷର ଅମିତଙ୍କ ଜୀବନ

ପାରଳାଖେମୁଣ୍ଡି,୩୦।୫(ଗିରିଧାରୀ ପରିଚ୍ଛା): ବଜ୍ରପାତରେ ଚାଲିଗଲା ୭ବର୍ଷର ଶିଶୁର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଗୁମ୍ମା ବ୍ଲକର ସେରଙ୍ଗ ପଞ୍ଚାୟତର କୁମୁଡିଆ ଗ୍ରାମରେ। ମୃତ ଶିଶୁ ଜଣଙ୍କ ହେଲେ ବଙ୍ଗୁରୁ ଗମାଙ୍ଗଙ୍କ ପୁଅ ଅମିତ ଗମାଙ୍ଗ(୭)। ସୂଚନା…

ଦିଗପହଣ୍ଡି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅବିନାଶ ମିଶ୍ର

ଦିଗପହଣ୍ଡି,୩୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବିନାଶ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କୁ ଏନ୍‌ଏସି ଅଧ୍ୟକ୍ଷ ପ୍ରଫଲ୍ଲ ପଣ୍ଡା ଏବଂ କର୍ମଚାରୀମାନଙ୍କ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ପୂର୍ବରୁ କାର୍ଯ୍ୟରତ…

ଦାଉ ସାଧୁଛି ଅଦିନିଆ ବର୍ଷା: ବିଲରେ ଗଜା ହେଉଛି ପାଚିଲା ଧାନ, ଭଡ଼ା ତାରପୋଲିନ ଭରସାରେ ଚାଷୀ

ରିଷିଡା,୩୦।୫ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଗତ ୨୫ ତାରିଖ ଠାରୁ ରବି (ଡାଲୁଅ) ଧାନ ପାଇଁ ମଣ୍ତି ଖୋଲିଛି। ଏହାର କିଛି ଦିନ ପରେ ଜିଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଏଥିଯୋଗୁ ଲୋକେ…

ହୋମଗାର୍ଡ ଶାରୀରିକ ପରୀକ୍ଷା ବେଳେ ଅଘଟଣ: ଟଳିପଡ଼ିଲେ ଜଣେ ପ୍ରାର୍ଥୀ, ୭ ଗୁରୁତର…

ଗଜପତି,୨୯।୫(ଗିରିଧାରୀ ପରିଚ୍ଛା): ଗଜପତିରେ ହୋମଗାର୍ଡ ପଦବୀ ଲାଗି ଚାଲିଥିବା ଶାରୀରିକ ପରୀକ୍ଷା ସମୟରେ ଅଘଟଣ। ଏଥିରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।…

୪୩୬ ଟଙ୍କା ଦେଇ ୨ ଲକ୍ଷ ଟଙ୍କାର ମୃତ୍ୟୁ ବୀମାର ଲାଭ ଉଠାଇଲେ ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟା

କେସିଙ୍ଗା,୨୯।୫(ତୁମେଶ୍ବର ସାହୁ): କେନ୍ଦ୍ର ତଥା ରାଜ୍ୟ ସରକାର ଜନସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି l ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ମାଧ୍ୟମରେ ଭାରତସରକାର ସମସ୍ତ ଜନସାଧାରଣ ମାନଙ୍କୁ ୪୩୬ ଟଙ୍କା ବିନିମୟରେ ୨ ଲକ୍ଷ…

ସାବିତ୍ରୀର ଦିନକ ପରେ…ସ୍ବାମୀଙ୍କୁ ପ୍ରଥମେ ଟାଙ୍ଗିଆରେ ହାଣିଲେ, ବଞ୍ଚିଥିବେ ଭାବି ଇଟାରେ ମୁଣ୍ଡକୁ ଛେଚିଲେ ସ୍ତ୍ରୀ

କବିସୂର୍ଯ୍ୟନଗର,୨୮ା୫( କୃପାସିନ୍ଧୁ ସ୍ବାଇଁ)- ବେଗୁନିଆପଡା ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଘଟିଛି ଏକ ହତ୍ୟାକାଣ୍ଡ। ସ୍ବାମୀଙ୍କୁ ଟାଙ୍ଗିଆରେ ହାଣିବା ପରେ ଇଟାରେ ମୁଣ୍ଡକୁ ଛେଚି ମାରିଛନ୍ତି ସ୍ତ୍ରୀ। ଧରା ନ ପଡ଼ିବାକୁ ସେ ମଙ୍ଗଳବାରରୁ ସ୍ବାମୀଙ୍କ ମୃତଦେହ ଘର ଭିତରେ ଲୁଚାଇ…

ଅଣ୍ଡା ନୁହେଁ ଚିକେନ ଖାଇବୁ…ଛତ୍ରପୁର ଉପକାରାଗାରରେ କଏଦୀଙ୍କ ଅନଶନ ପରେ…

ଛତ୍ରପୁର,୨୮ା୫(ଦିଲୀପ ସାମଲ): ଛତ୍ରପୁର ଉପ କାରାଗାରରେ କଏଦୀମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି, ତେଣୁ ସେମାନେ ଅନଶନ କରିବେ ବୋଲି ଏକ ଅଡିଓ କ୍ଲିପ୍‌ ଭାଇରାଲ ହୋଇଥିଲା। ଏ ନେଇ ଜେଲ ଅଧୀକ୍ଷିକା କେ. ଅବନ୍ତୀ ସିଂଙ୍କୁ ପଚାରିବାରୁ ସେ କହିଛନ୍ତି, ବୁଧବାର…

ଜେଲ ଯିବା ବେଳେ ରାଗରେ ଚିହିଁକି ଉଠିଲେ ପୁଞ୍ଜିଲାଲ, ଆଙ୍ଗୁଠି ଦେଖାଇ…

ବଲାଙ୍ଗୀର, ୨୮।୫(ସୁନିଲ କୁମାର ମହାନ୍ତି)- ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ବୁଧବାର ପାଟଣାଗଡ଼ ଏଡିଜେ କୋର୍ଟରେ ପ୍ରକାଶ ପାଇଛି। ଏହି ବହୁଚର୍ଚ୍ଚିତ ମାମଲାର ଏକମାତ୍ର ତଥା ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ…

ପତିତ କିସମ ଜମିକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ: ବିବାଦୀୟ ଜମିରେ ନାଲିପତାକା ପୋତିଲା ରାଜସ୍ବ, ପୋଲିସ ବିଭାଗ

ଦାରିଙ୍ଗବାଡ଼ି, ୨୮ା୫(ଅରୁଣ ସାହୁ): ଦାରିଙ୍ଗବାଡ଼ି ତହସିଲ ଅଧୀନ ତରବାଡ଼ି ଗ୍ରାମରେ ଏକ ସରକାରୀ ଜମିକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ମଧ୍ୟରେ ବିବାଦ ସହ ଗଣ୍ଡଗୋଳ ପରିସ୍ଥିତି ଦେଖାଯାଇଛି। ଏହାର ସମାଧାନ ପାଇଁ ବୁଧବାର ଦାରିଙ୍ଗବାଡ଼ି ତହସିଲଦାର ଶରତ ଶବର ଏବଂ…

ସମ୍ପାଦକଙ୍କୁ ବହିଷ୍କାର ଦାବି ଘଟଣା, ବିପୁଳିଙ୍ଗି ସେବା ସମବାୟ ସମିତିରେ ତଦନ୍ତ

ଛତ୍ରପୁର,୨୮ା୫(ଦିଲ୍ଲୀପ ସାମଲ) : ଛତ୍ରପୁର ବ୍ଲକ ବିପୁଳିଙ୍ଗି ସେବା ସମବାୟ ସମିତିରେ ଚଳିତବର୍ଷ ଧାନକିଣାରେ ବ୍ୟାପକ ଦୁର୍ନୀତି ହୋଇଛି । ସମବାୟ ସମିତି ସମ୍ପାଦକ ନିଜ ପରିବାର ନାମରେ ଟୋକନ ଆଣି ନିଜ ଧାନ ବିକ୍ରି କରିବା ସହିତ ଚାଷୀଙ୍କ ଧାନ…

ଲଗାଣ ବର୍ଷା ସତ୍ତ୍ୱେ ପିଚୁ ଢ଼ାଳି ଚାଲିଛି ରାସ୍ତା କାମ, ବିରୋଧ କରିବାରୁ ନାଲିଆଖି ଦେଖାଇଲେ ଠିକାଦାର

ପାରଳାଖେମୁଣ୍ଡି,୨୭।୫(ଗିରିଧାରୀ ପରିଛା): ଗଜପତି ପୂର୍ତ୍ତ ବିଭାଗର ଯନ୍ତ୍ରୀ, ଠିକାଦାର, କର୍ମଚାରୀ ଆଦିଙ୍କ କାମ ଉପରେ କୌଣସି ପ୍ରକାରର ଲଗାମ ନାହିଁ । ଯାହାର ସଦ୍ୟ ଚିତ୍ର ଦେଖିବାକୁ ମିଳିଛି ପିଚୁ ରାସ୍ତା ତିଆରିରେ ହେଉଥିବା ବ୍ୟାପକ ଅନିୟମିତତାରେ। ସୂଚନାନୁଯାୟୀ, ଜିଲାରେ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?