ଚାଲ ଦୁଷ୍ଟାମି କରିବା ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’ କେହି କହିଲେ ‘କୁଳର ଦୀପ ଜଳିଲା।’ ଆଉ କେହି ଆଶୀର୍ବାଦ ଦେଲେ ‘ବଡ଼…