ମୁସଲମାନ ମହିଳାଙ୍କୁ ଆଇଡି ଚେକ୍ ପାଇଁ ମୁହଁ ଦେଖାଇବାକୁ କହି ବିବାଦରେ ଭାଜପା ପ୍ରାର୍ଥୀ, ରୁଜୁ କଲା ମାମଲା ପୋଲିସ ନୂଆଦିଲ୍ଲୀ, ୧୩ା୫: ହାଇଦ୍ରାବାଦରୁ ଭାଜପା ପ୍ରାର୍ଥୀ କମ୍ପେଲା ମାଧବୀ ଲଥା ଏକ ପୋଲିଂ ବୁଥରେ ବୁର୍ଖା ପିନ୍ଧିଥିବା ମୁସଲମାନ ମହିଳାମାନଙ୍କୁ ଭୋଟର ପରିଚୟ ପତ୍ରରେ ଥିବା ଫଟୋ ସହିତ ମିଳାଇବା ପାଇଁ ମୁହଁ ଦେଖାଇବାକୁ କହି ସମସ୍ୟାରେ ପଡିଛନ୍ତି। ପୋଲିସ...