ବୃଦ୍ଧଙ୍କୁ ଟାଣି ନେଇଥିଲା କୁମ୍ଭୀର, ଆଜି ମିଳିଲା କ୍ଷତାକ୍ତ ମୃତଦେହ, ଡାହାଣ ହାତକୁ ସମ୍ପୂର୍ଣ୍ଣ ଗିଳି…
କଳିଙ୍ଗନଗର,୧୭ା୧୦(ଶୁଭାଶିଷ ରାଉତ): ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ। ଶୁକ୍ରବାର ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଥିଲା। ତେବେ ଆଜି କ୍ଷତାକ୍ତ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଡାହାଣ ହାତଟି ସମ୍ପୂର୍ଣ୍ଣ ରୂପେ ଖାଇଦେଇଛି ନରହନ୍ତା କୁମ୍ଭୀର। ଘଟଣାସ୍ଥଳରୁ ଦେଢ଼ କିଲୋମିଟର…

