ଜୁରେଲ-ଗୁରନୁରଙ୍କ ଚମତ୍କାର ପ୍ରଦର୍ଶନ ଭାଙ୍ଗିଲେ ୨୭ ବର୍ଷ ପୁରୁଣା ରେକର୍ଡ
ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଧ୍ରୁବ ଜୁରେଲ ଏବଂ ଗୁରନୁର ବ୍ରାରଙ୍କ ଯୋଡ଼ି ୨୭ ବର୍ଷ ପୁରୁଣା ଏକ ରେକର୍ଡ ଭାଙ୍ଗି ଦେଇଛନ୍ତି। ଭାରତର ପ୍ରଥମ ଇନିଂସରେ, ଜୁରେଲ ଏବଂ ବ୍ରାର ୯ମ ୱିକେଟ ପାଇଁ ୧୨୩ଟି…

