ମ୍ୟାଟ୍ରିକରେ ଭଲ ରେଜଲ୍ଟ ପାଇଁ ବ୍ଲୁ-ପ୍ରିଣ୍ଟ: ପିଏମଶ୍ରୀ ବିଦ୍ୟାଳୟର ମାନଦଣ୍ଡ ଅନୁଧ୍ୟାନ କଲେ ଯୁଗ୍ମ ନିର୍ଦ୍ଦେଶକ,A1-A2 ଗ୍ରେଡ୍ ଉପରେ…
ଗୁଡାରୀ,୧୪।୧୦(ପ୍ରମୋଦ କୁମାର ପତି): ଗୁଡାରୀ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ବିଭିନ୍ନ ମାନଦଣ୍ଡ ଅନୁଧ୍ୟାନ କରିଛନ୍ତି ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପବିତ୍ର ମୋହନ ସାହୁ। ପରିଦର୍ଶନ ସମୟରେ ଯୁଗ୍ମ ନିର୍ଦ୍ଦେଶକ ବିଦ୍ୟାଳୟ ପରିସରରେ ଥିବା ବିଜ୍ଞାନ…

