‘ପାକିସ୍ତାନ ଗୁଳି ଚଲାଇଲେ, ପରିଣାମ ବିନାଶକାରୀ ହେବ: ଆମେରିକା ଉପରାଷ୍ଟ୍ରପତିଂକୁ ସିଧା ଶୁଣାଇଦେଲେ ମୋଦି ନୂଆଦିଲ୍ଲୀ,୧୧।୫: ଅପରେଶନ ସିନ୍ଦୁର ଶେଷ ହୋଇନାହିଁ; ଯଦି ସେମାନେ ଗୁଳି ଚଳାନ୍ତି, ଆମେ ଗୋଲା ଚଳାଇବୁ, ଏବଂ ଯଦି ସେମାନେ ଆକ୍ରମଣ କରନ୍ତି, ଆମେ ପାଲଟା ଆକ୍ରମଣ କରିବୁ। ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି:...