Tag Archives: Jasprit Bumrah

ଭାରତୀୟ ଟିମ୍‌ ପାଇଁ ଖୁସି ଖବର, ଆଫଗାନିସ୍ତାନ ସିରିଜରେ…

ନୂଆଦିଲ୍ଲୀ,୧୦।୯: ଭାରତୀୟ କ୍ରିକେଟ୍ ଦଳ ପାଇଁ ଏକ ବଡ଼ ଖୁସି ଖବର। ଦଳର ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମରା ସମ୍ପୂର୍ଣ୍ଣ ଫିଟ୍ ଘୋଷିତ ହୋଇଛନ୍ତି। ଆସନ୍ତା ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ…

ଫିଟନେସ ପରୀକ୍ଷାରେ ପାସ କଲେ ଜସପ୍ରିତ ବୁମରାହ; ଜାଣନ୍ତୁ କେଉଁ ସିରିଜରେ ଖେଳିବେ

ନୂଆଦିଲ୍ଲୀ,୩୧।୭: ଭାରତର ପ୍ରସିଦ୍ଧ ଦ୍ରୁତ ବୋଲର ଜସପ୍ରିତ ବୁମରାହ ତାଙ୍କ ଫିଟନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ଭାରତୀୟ ଦଳ ଏବଂ ଏହାର ପ୍ରଶଂସକମାନଙ୍କ ପାଇଁ ଏକ ଭଲ ଖବର। ଦଳରେ ବୁମରାହଙ୍କ ଉପସ୍ଥିତି ସର୍ବଦା ପ୍ରତିପକ୍ଷ ଦଳ ଉପରେ ଏକ…

୯୬୭ ଦିନ ପରେ ଭାରତୀୟ କ୍ରିକେଟ୍‌ରେ ଘଟିବାକୁ ଯାଉଛି ଏମିତି: ନିଆରା ଦୃଶ୍ୟ ଦେଖିବାକୁ ଚାହିଁରହିଛନ୍ତି ପ୍ରଶଂସକ

ନୂଆଦିଲ୍ଲୀ,୧୩।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଜୁଲାଇ ୧୪ରେ ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚ ଏପରି ଏକ ଦୃଶ୍ୟ ଦେଖିବ, ଯାହା ୯୬୭ ଦିନ ଅର୍ଥାତ୍‌ ଗତ ୩୨ ମାସ ଧରି କ୍ରିକେଟ…

ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ହେଲେ ବୁମ୍‌ରା! VIDEOରୁ ଖୋଲିଲା ରାଜ୍‌

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟ ଦଳର ଷ୍ଟାର ଫାଷ୍ଟ ବୋଲର ଜସପ୍ରୀତ ବୁମରାଙ୍କୁ IPL 2026 ସମୟରେ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବାର ଦେଖାଯାଇଥିଲା। ସେ ବଲିଉଡ ଫିଲ୍ମ ‘ନାୟକ: ଦି ରିଅଲ ହିରୋ’ରୁ ପ୍ରେରଣା ନେଇ ଗୋଟିଏ ଦିନ ପାଇଁ…

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା। ବର୍ତ୍ତମାନର ରିପୋର୍ଟ ଅନୁସାରେ ସେମାନଙ୍କ ଦରମା ବୃଦ୍ଧି ପାଇବାକୁ ଯାଉଛି। ଏହି ବିଷୟ…

ସଚିନ ରେନ୍ଦୁଲକରଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବୁମ୍‌ରା: ଏହି ମାମଲାରେ…

ନୂଆଦିଲ୍ଲୀ,୧୦।୩: ଟିମ ଇଣ୍ଡିଆର ଟି୨୦ ବିଶ୍ୱକପ ଟାଇଟଲ ବିଜୟରେ ଅନେକ ଖେଳାଳିଙ୍କ ହାତ ଥିଲା। କିନ୍ତୁ ଫାଇନାଲରେ ଏମିତି ଏକ ରେକର୍ଡ ମଧ୍ୟ ସୃଷ୍ଟି ହୋଇଥିଲା, ଯାହା ଏତେଟା ଆଲୋଚନା ହୋଇ ନ ଥିଲା। ଜସପ୍ରୀତ ବୁମରା ତାଙ୍କ ଚମତ୍କାର ବୋଲିଂ…

T20 World Cup: କାହାକୁ ମିଳିଲା କେଉଁ ଆଓ୍ବାର୍ଡ, ସଞ୍ଜୁ ସାମସନ-ବୁମାରାଙ୍କୁ….

ନୂଆଦିଲ୍ଲୀ,୯।୩: ୨୦୨୬ ଟି-୨୦ ବିଶ୍ୱକପର ଶେଷ ତିନୋଟି ମ୍ୟାଚ୍‌ରେ ସଞ୍ଜୁ ସାମସନଙ୍କ ପ୍ରଦର୍ଶନ ଟିମ୍ ଇଣ୍ଡିଆକୁ ଟାଇଟଲ୍ ଜିତିବାରେ ଯଥେଷ୍ଟ ସାହାଯ୍ୟ କରିଥିଲା। ପ୍ରଥମେ ପ୍ଲେଇଂ ଇଲେଭେନରୁ ବାଦ ଦିଆଯିବା ପରେ, ସଞ୍ଜୁ ଏବେ ଆଇସିସି ଟି-୨୦ ବିଶ୍ୱକପ୍ ପ୍ଲେୟାର ଅଫ୍…

ମାଇକେଲ କ୍ଲାର୍କଙ୍କ ବଡ଼ ଭବିଷ୍ୟବାଣୀ, ଟି-୨୦ ବିଶ୍ୱକପ୍ ଫାଇନାଲରେ ଏହି ଖେଳାଳି ହେବେ ପ୍ଲେୟର ଅଫ….

ନୂଆଦିଲ୍ଲୀ,୮।୩: ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ମାଇକେଲ କ୍ଲାର୍କ ୨୦୨୬ ଟି- ୨୦ ବିଶ୍ୱକପ୍ ପାଇଁ ଏକ ଭବିଷ୍ୟବାଣୀ କରିଛନ୍ତି । କ୍ଲାର୍କ ସେହି ଖେଳାଳିଙ୍କ ବିଷୟରେ କହିଥିଲେ ଯିଏ ବିଶ୍ୱକପ୍ ଫାଇନାଲରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିବାରେ ସଫଳ…

ଖୁସିରେ ଏମିତି ଡେଇଁଲେ ସାକ୍ଷୀ, ସମ୍ଭାଳିଲେ ଧୋନୀ: ଦେଖନ୍ତୁ Video

ମୁମ୍ବାଇ,୬।୩: ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ହୋଇଥିଲା। ଟିମ ଇଣ୍ଡିଆ ଏକ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲା। ମୁମ୍ବାଇର ୱାଙ୍ଖେଡେ…

ସୂର୍ଯ୍ୟକୁମାରଙ୍କୁ ବଡ଼ ଝଟ୍‌କା: ସେମିଫାଇନାଲ୍‌ ପୂର୍ବରୁ…

ନୂଆଦିଲ୍ଲୀ,୪।୩: ଟି୨୦ ବିଶ୍ୱକପ ମଧ୍ୟରେ ଆଇସିସି ଅନ୍ତର୍ଜାତୀୟ ଟି୨୦ ରାଙ୍କିଙ୍ଗ ପ୍ରକାଶ କରିଛି। ଏଥିରେ ଭାରତୀୟ ବ୍ୟାଟସମ୍ୟାନ ଏବଂ ବୋଲରଙ୍କ ଉନ୍ନତି ପରିଲକ୍ଷିତ ହୋଇଛି। ବିଶେଷକରି ସଞ୍ଜୁ ସାମସନଙ୍କ ପ୍ରଭାବଶାଳୀ ଫର୍ମ ଯୋଗୁ ତାଙ୍କୁ ଜବରଦସ୍ତ ଫାଇଦା ମିଳିଛି। ତିଲକ ବର୍ମା…

ସଦ୍ୟତମ ICC ର଼୍ୟାଙ୍କିଙ୍ଗରେ ଜସପ୍ରିତ ବୁମରା ମାରିଲେ ଲମ୍ବାଡିଆଁ, ନମ୍ବର ୧ରେ ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨୬।୨ : ICC T20 ବିଶ୍ୱକପ ୨୦୨୬ର ହାଇ-ଭୋଲଟେଜ ସୁପର ୮ମ୍ୟାଚ ମଧ୍ୟରେ, ICC ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି, ଯାହା ପୁଣି ଥରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ ପ୍ରଦର୍ଶନ କରୁଛି। ଭାରତୀୟ ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ସଦ୍ୟତମ ICC…

ଇତିହାସ ରଚିଲେ ବୁମ୍‌ରା, ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ପରେ ବି କଲେ ଅନନ୍ୟ ରେକର୍ଡ

ନୂଆଦିଲ୍ଲୀ,୨୩।୨: ଜସପ୍ରିତ ବୁମ୍‌ରା ପୁଣିଥରେ ପ୍ରମାଣ କରିଛନ୍ତି ଯେ ବଡ଼ ମ୍ୟାଚରେ ତାଙ୍କଠାରୁ ଭଲ ଆଉ କେହି ନାହାନ୍ତି। ସେ ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ୱିକେଟ ନେଇ ଇତିହାସ ସୃଷ୍ଟି କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?