ତିର୍ତ୍ତୋଲ ବ୍ଲକରେ ହରିଶ୍ଚନ୍ଦ୍ର ଯୋଜନା କେଳେଙ୍କାରୀ: ଜୀବିତଙ୍କୁ ମୃତ ଦର୍ଶାଇ ସହାୟତା ରାଶି ଚଳୁ
ଜଗତ୍ସିଂହପୁର ଅଫିସ୍,୧୯ା୨: ଗରିବ ତଥା ନିରାଶ୍ରୟ ଲୋକଙ୍କ ମୃତ୍ୟୁ ପରେ ସେମାନଙ୍କ ମୃତଦେହ ଦାହ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ଯୋଗାଇ ଦେଉଛନ୍ତି। ମାତ୍ର ଏହି ରାଶି ଆତ୍ମସାତ କରିବାକୁ ଅନେକ ସରକାରୀ...
ଦୁର୍ବୃତ୍ତ ଝାମ୍ପିନେଲେ ୨ ଲକ୍ଷ ଟଙ୍କା
ଜଗତ୍ସିଂହପୁର ଅଫିସ୍, ୧୯ା୨: ଜଗତ୍ସିଂହପୁର ସହରରୁ ମଙ୍ଗଳବାର ପୂର୍ବାହ୍ନରେ ଲୁଟ୍ ହୋଇଛି। ବିରିଡ଼ି ଥାନା ଅନ୍ତର୍ଗତ ଅଣଖିଆର ସତ୍ୟବ୍ରତ ବିଶ୍ୱାଳ ନାମକ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ଟଙ୍କା ଦୁର୍ବୃତ୍ତ ଲୁଟ୍ କରିଛନ୍ତି। ବିଶ୍ୱାଳ ସ୍ଥାନୀୟ ଏକ ବ୍ୟାଙ୍କରୁ ୨ ଲକ୍ଷ...
ପ୍ରାର୍ଥନାବେଳେ ଶ୍ରେଣୀଗୃହ ସଫା କରୁଛନ୍ତି ପିଲା
ନାଉଗଁା,୧୨ା୨(ସ୍ବ.ପ୍ର.): ବିଦ୍ୟାଳୟରେ ଶୈକ୍ଷିକ ବାତାବରଣକୁ ସରସ, ସୁନ୍ଦର କରିବା ସହିତ ପିଲାଙ୍କ ମସ୍ତିଷ୍କକୁ ଶୃଙ୍ଖଳିତ ରଖିବା ପାଇଁ ଦୈନିକ ପ୍ରାର୍ଥନା କରାଯାଇଥାଏ। ଏହି ପ୍ରାର୍ଥନାରେ କେବଳ ପିଲାମାନେ ନୁହନ୍ତି ଶିକ୍ଷୟିତ୍ରୀଶିକ୍ଷକ ମଧ୍ୟ ଭାଗ ନେଇଥାନ୍ତି। କିନ୍ତୁ ପ୍ରାର୍ଥନା ସମୟରେ କିଛି...
୮୧ କେନ୍ଦ୍ରରେ ପରୀକ୍ଷା ଦେବେ ୧୫ ହଜାର ଛାତ୍ରୀଛାତ୍ର
ଜଗତ୍ସିଂହପୁର ଅଫିସ୍,୫ା୨: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷହେବ। ଏନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଚଳିତବର୍ଷ ଜଗତ୍ସିଂହପୁର ଜିଲାର...
ତହସିଲ କାର୍ଯ୍ୟାଳୟରେ ପୂର୍ବତନ ଏମ୍ପିଙ୍କ ଧାରଣା: କାଠ ବୋଝେଇ ଟ୍ରାକ୍ଟର ଜବତକୁ ବିରୋଧ
କୁଜଙ୍ଗ,୫ା୨(ଡି.ଏନ.ଏ.): ଏକ କାଠ ବୋଝେଇ ଟ୍ରାକ୍ଟରକୁ କୁଜଙ୍ଗ ପୋଲିସ ଜାନୁୟାରୀ ୨୬ରେ ଜବତ କରିଥିଲା। ତେବେ ଏହାକୁ ବେଆଇନ ଦର୍ଶାଇ ପୂର୍ବତନ ଏମ୍ପି ତଥା ଭାଜପା ନେତା ବିଭୂପ୍ରସାଦ ତରାଇ ଓ ତାଙ୍କ ସମର୍ଥକ ମଙ୍ଗଳବାର କୁଜଙ୍ଗ ତହସିଲ କାର୍ଯ୍ୟାଳୟରେ...
ଲୁଟ୍ ଘଟଣାରେ ଜଣେ ଗିରଫ
ବିରିଡ଼ି, ୨୪।୧ (ଡି.ଏନ୍.ଏ.): ବିରିଡ଼ି ଥାନା ଅଧୀନ ଦଳେଇଘାଇଠାରେ ଏକ ଧାନ ବୋଝେଇ ଟ୍ରକ (ନଂ.-ଓଆର୍-ଏଭି-୧୮୩୯) ଡ୍ରାଇଭରଙ୍କଠାରୁ ହୋଇଥିବା ଲୁଟ୍ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେ ହେଲେ ନିକଟସ୍ଥ ମଧ୍ୟ ଶାସନ...
ବ୍ୟାଙ୍କରୁ ଚୋରି ଉଦ୍ୟମ ପଣ୍ଢ, ଅଭିଯୁକ୍ତ ଗିରଫ
ଜଗତ୍ସିଂହପୁର ଅଫିସ୍, ୨୪।୧:ଜଗତ୍ସିଂପୁର ବ୍ଲକ ଶାଳଜଙ୍ଗ ସିଣ୍ଡିକେଟ୍ ବ୍ୟାଙ୍କରୁ ବୁଧବାର ରାତିରେ ହୋଇଥିବା ଚୋରି ଉଦ୍ୟମ ପଣ୍ଡ ହୋଇଛି। ଖବରପାଇ ବ୍ୟାଙ୍କ ଶାଖା ପରିଚାଳକଙ୍କ ସମେତ ଗ୍ରାମବାସୀ ସେଠାରେ ପହଞ୍ଚତ୍ ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି। ଅଭିଯୁକ୍ତ...
ତ୍ରିକୋଣୀୟ ପ୍ରେମରୁ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ଇମା ଉଦ୍ଦିନ କୋର୍ଟଚାଲାଣ
ପାରାଦୀପ, ୨୪।୧ (ସ୍ବ.ପ୍ର.):ତ୍ରିକୋଣୀୟ ପ୍ରେମ ସମ୍ପର୍କ ଯୋଗୁ ପାରାଦୀପ ମଡେଲ ଥାନା ଅଧୀନ ନୂଆବଜାର ମଣିମନ୍ଦିର ପାଖ ବସ୍ତିର ଶରତ ଜେନାଙ୍କୁ ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତ ଇମା ଉଦ୍ଦିନଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ...
ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା
ଏରସମା, ୨୨।୧ (ସ୍ବ.ପ୍ର.):ଏରସମା ବ୍ଲକ ଅଧୀନ ଜିରାଇଲୋ ପଞ୍ଚାୟତର ଶରବା ଗ୍ରାମ ନିକଟରେ ପ୍ରସ୍ତାବିତ ଚିଙ୍ଗୁଡି ପ୍ରକ୍ରିୟାକରଣ ପ୍ରକଳ୍ପକୁ ବିରୋଧ କରି ମଙ୍ଗଳବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଆରମ୍ଭ ହୋଇଛି। ଏହି ଉପଲକ୍ଷେ ଜିରାଇଲୋ ପଞ୍ଚାୟତ ଭିଟାମାଟି ସୁରକ୍ଷା...
ବୃହତ୍ ବନ୍ଦର ଆଥ୍ଲେଟିକ୍ ମିଟ୍ ଉଦ୍ଘାଟିତ
ପାରାଦୀପ, ୧୭।୧ (ସ୍ବ.ପ୍ର.): ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ୍ଠାରେ ଗୁରୁବାର ସର୍ବଭାରତୀୟ ବୃହତ୍ ବନ୍ଦର ଆଥ୍ଲେଟିକ୍ ମିଟ୍ ଗୁରୁବାରଠାରୁ ଆରମ୍ଭ ହୋଇଛି। ଅଲ୍ ଇଣ୍ଡିଆ ମେଜର ପୋର୍ଟ ସ୍ପୋଟର୍ସ କାଉନ୍ସିଲ ଓ ପାରାଦୀପ ପୋର୍ଟ ଟ୍ରଷ୍ଟ ମିଳିତ ଆୟୋଜନରେ ଅନୁଷ୍ଠିତ ଏହି...
ସତ୍ୟର ଅନ୍ୟ ନାମ ସାମ୍ବାଦିକତା
ଜଗତ୍ସିଂହପୁର ଅଫିସ୍, ୧୭।୧:ସତ୍ୟର ଅନ୍ୟ ନାମ ସାମ୍ବାଦିକତା। ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ଗାନ୍ଧୀଙ୍କ ନୀତି ଓ ଆଦର୍ଶକୁ ଅନୁକରଣ କରିବା ଉଚିତ ବୋଲି ଗୁରୁବାର ଏକବିଂଶତମ ଜଗତ୍ସିଂହପୁର ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଅନୁଷ୍ଠିତ ସାହିତ୍ୟ ଆସରରେ ଅତିଥି ଭାବେ...
ମିଶନ ଶକ୍ତି ଗୃହ ନିର୍ମାଣରେ ବିଳମ୍ବ
ବାଲିଆ, ୧୭।୧:ବିରିଡି ବ୍ଲକ ଅଞ୍ଚଳରେ ୨୩୪ଟି ପ୍ରକଳ୍ପ ନିର୍ମାଣ ପାଇଁ ଆମ ଗାଁ ଆମ ବିକାଶ ଯୋଜନାରେ ୪ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ମାତ୍ର ବ୍ଲକ ପ୍ରଶାସନର ଆନ୍ତରିକତା ଅଭାବରୁ ଦେଢ଼ ବର୍ଷ ପରେ ବି...