ହାତ ଟେକିଦେଲେ BCCI, ଆଇପିଏଲ ଚେୟାରମ୍ୟାନ; କହିଲେ- ‘RCB ଇଭେଣ୍ଟ ବିଷୟରେ କୌଣସି ସୂଚନା ନଥିଲା’ ବେଙ୍ଗାଲୁରୁ,୪।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ବୁଧବାର (ଜୁନ୍ ୪) ବେଙ୍ଗାଲୁରୁରେ ପ୍ରଶଂସକମାନଙ୍କ ସହ ସେମାନଙ୍କର ପ୍ରଥମ ଆଇପିଏଲ ଟାଇଟଲ ଜିତିବାର ଉତ୍ସବ ପାଳନ କରିଥିଲେ, କିନ୍ତୁ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଏକ ଭିଡ଼ଜନିତ ପରିସ୍ଥିତିରେ ଅତି କମରେ...