IPLରେ ସର୍ବାଧିକ ବିଜୟ ହାସଲ କରିଥିବା ଅଧିନାୟକ: ଧୋନୀ ଶୀର୍ଷରେ, ରୋହିତ ଦ୍ୱିତୀୟ ସ୍ଥାନରେ, ବିରାଟଙ୍କ ଆଗରେ ରହିଛନ୍ତି…
ନୂଆଦିଲ୍ଲୀ,୨୮।୧୧: ଇଣ୍ଡିଆନ ପ୍ରିମିୟର୍ ଲିଗ (IPL) ର ୧୯ ବର୍ଷର ଇତିହାସରେ ସବୁଠାରୁ ସଫଳ ଅଧିନାୟକ କିଏ? ଏହି ପ୍ରଶ୍ନ ଆସିବା ମାତ୍ରେ ମନକୁ ପ୍ରଥମେ ଏମ.ଏସ. ଧୋନୀ ଏବଂ ରୋହିତ ଶର୍ମାଙ୍କ ନାମ ଆସିଥାଏ। ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସକୁ…

