IPL ନିଲାମୀ ପାଇଁ ରେଜିଷ୍ଟ୍ରଶନ କଲେ ସେହ୍ବାଗଙ୍କ ପୁଅ: ଜାଣନ୍ତୁ କେତେ ରହିଛି ବେସ୍ ପ୍ରାଇସ୍
ନୂଆଦିଲ୍ଲୀ,୨୫।୧୧: ଆଇପିଏଲ ୨୦୨୭ ନିଲାମୀକୁ ନେଇ କ୍ରିକେଟ ମହଲରେ ଉତ୍ସାହ ବଢ଼ିବାରେ ଲାଗିଛି। ନିଲାମୀ ପାଇଁ ଆଉ ପ୍ରାୟ ୨୦ ଦିନ ବାକି ଥିବାବେଳେ ଖେଳାଳିଙ୍କ ପଞ୍ଜୀକରଣକୁ ନେଇ ଆସିଛି ବଡ଼ ଖବର। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର୍ ବୀରେନ୍ଦ୍ର…

