ନିରାଶ ହେଲେ ସ୍ମିଥ୍, ତ୍ରିଶତକ ମାରିଥିବା ନାୟାରଙ୍କୁ ବି କେହି କିଣିଲେ ନାହିଁ; ଦେଖନ୍ତୁ ଅନସୋଲ୍ଡ ଖେଳାଳିଙ୍କ ତାଲିକା
ଦୁବାଇ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪ ଲାଗି ମଙ୍ଗଳବାର ମିନି ଅକ୍ସନ ଶେଷ ହୋଇଛି। ଏହି ସମୟରେ ଅନେକ ଚର୍ଚ୍ଚିତ ଖେଳାଳିଙ୍କ ଉପରେ ନିଲାମ ଡକା ଯାଇଥିଲା। ମିଚେଲ ଷ୍ଟାର୍କ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଥିଲେ। ତାଙ୍କୁ...
ଏକଦା ଅଧିନାୟକ ଭାବେ ଜିତାଇଥିଲେ ଟାଇଟଲ୍, ଏବେ ଓ୍ବାର୍ନରଙ୍କୁ ବ୍ଲକ୍ କରିଛି ସନରାଇଜର୍ସ ହାଇଦ୍ରାବାଦ
ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ର ଓପନର ଡେଭିଡ ଓ୍ବାର୍ନରଙ୍କୁ ବ୍ଲକ୍ କରିଛି ସନରାଇଜର୍ସ ହାଇଦ୍ରାବାଦ। ଏହାର ଅଧିନାୟକ ଭାବେ ଓ୍ବାର୍ନର ଆଇପିଏଲ୍ ୨୦୧୬ ଟାଇଟଲ୍ ଜିତିଥିଲେ। ହେଲେ ଏବେ ତାଙ୍କୁ ସମାନ ଦଳ ବ୍ଲକ କରିଥିବାରୁ ଓ୍ବାର୍ନର କ୍ଷୋଭ ପ୍ରକାଶ...
୭୭ ଖେଳାଳିଙ୍କ ପାଇଁ ଖର୍ଚ୍ଚ ହେବ ୨୬୩ କୋଟି ଟଙ୍କା
ନୂଆଦିଲ୍ଲୀ,୧୮।୧୨: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ପାଇଁ ନିଲାମ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହେବ। ସମସ୍ତ ଫ୍ରାଞ୍ଚାଇଜ ଏଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହା ପ୍ରଥମ ଥର ପାଇଁ ଭାରତ ବାହାରେ ନିଲାମର ଆୟୋଜନ କରାଯାଉଛି। ଆଇପିଏଲ ୨୦୨୪ ନିଲାମ ପାଇଁ...
ରୋହିତଙ୍କୁ ହଟାଇ ହାର୍ଦ୍ଦିକଙ୍କୁ ସୁଯୋଗ ଦେବା ମୁମ୍ବାଇକୁ ପଡ଼ିପାରେ ମହଙ୍ଗା, ଏହା ହେଉଛି ୫ ବଡ଼ କାରଣ
ନୂଆଦିଲ୍ଲୀ,୧୬।୧୨: ଡିସେମ୍ବର ୧୫ରେ ହୋଇଥିବା ଏକ ଘୋଷଣା ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଛି କହିଲେ ଚଳେ। କାରଣ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ନିଷ୍ପତ୍ତି ନେଇ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ଦେଇଛି। ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ...
ବଡ଼ ଘୋଷଣା: ହାର୍ଦ୍ଦିକ ପାଣ୍ଡ୍ୟା ହେଲେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ
ନୂଆଦିଲ୍ଲୀ,୧୫।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ଘୋଷଣା କରିଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇର ନୂଆ ଅଧିନାୟକ ଭାବେ ଦାୟିତ୍ୱ ମିଳିଛି। ସେ ରୋହିତ ଶର୍ମାଙ୍କ ସ୍ଥାନ ନେବେ। ଆଇପିଏଲ୍ରେ ଗୁଜରାଟ ଟାଇଟନ୍ସ ଅଧିନାୟକ...
ଟି-୧୦ ଫର୍ମାଟରେ ଆଇପିଏଲ୍-୨ ଯୋଜନା କରୁଛି ବିସିସିଆଇ, ଜାଣନ୍ତୁ କେବେ ଖେଳାଯିବ
ମୁମ୍ବାଇ,୧୫।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ସଫଳତା ପରେ ୨୦୨୪ ସୁଦ୍ଧା ଟାୟାର-୨ କ୍ରିକେଟ ଲିଗ୍ ଆୟୋଜନ କରିବାକୁ ଚିନ୍ତା କରୁଛି ବିସିସିଆଇ। ବିସିସିଆଇ ସଚିବ ଜୟ ଶାହା ପ୍ରସ୍ତାବିତ ଲିଗ୍ ପାଇଁ ଏକ ବ୍ଲୁ ପ୍ରିଣ୍ଟରେ ଉପରେ କାମ...
ଘୋଷଣା ହେଲା ଆଇପିଏଲ୍ ୨୦୨୪ ପ୍ଲେୟାର ନିଲାମ ତାଲିକା, ଓଡ଼ିଶାର ଦୁଇ ଖେଳାଳି ପାଇଲେ ସୁଯୋଗ
ମୁମ୍ବାଇ,୧୧।୧୨: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ପ୍ଲେୟାର ନିଲାମ ପାଇଁ ରୋଷ୍ଟର ପ୍ରକାଶିତ ହୋଇଛି। ଦୁବାଇର କୋକାକୋଲା ଏରେନାରେ ଡିସେମ୍ବର ୧୯, ୨୦୨୩ ରେ ଏହି ନିଲାମ ହେବ। ଏଥିରେ ମୋଟ ୩୩୩ କ୍ରିକେଟରଙ୍କ ନାଁ ନିଲାମୀ ପାଇଁ...
୨ କୋଟି ମୂଳ ମୂଲ୍ୟ ଥିବା ଏହି ଖେଳାଳିଙ୍କ ଉପରେ ଲାଗିପାରେ ୧୦ କୋଟି ଟଙ୍କାର ନିଲାମ
ନୂଆଦିଲ୍ଲୀ,୫ା୧୨: ଆଇପିଏଲ ୨୦୨୪ ନିଲାମୀ ଡିସେମ୍ବର ୧୯ ତାରିଖରେ ଦୁବାଇରେ ହେବାକୁ ଯାଉଛି। ବର୍ତ୍ତମାନ ଏହି ତାରିଖ ଆସିବାକୁ କିଛି ଦିନ ରହିଛି। କିନ୍ତୁ ଏହା ପୂର୍ବରୁ ଖେଳାଳି ଏବଂ ପ୍ରଶଂସକ ମାନଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଲାଣି। ଖାସ କରି...
ଆଇପିଏଲ୍ ୨୦୨୪ରେ ଏହି ୩ କ୍ରିକେଟର୍ଙ୍କ ଉପରେ ହେବ ଟଙ୍କା ବର୍ଷା: ରାତାରାତି ହୋଇଯିବେ କୋଟିପତି
ନୂଆଦିଲ୍ଲୀ,୩୦।୧୧: ଡିସେମ୍ବର ୧୯ରେ ଦୁବାଇରେ ଆଇପିଏଲ୍ ୨୦୨୪ ପାଇଁ ନିଲାମ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ କିଛି ଖେଳାଳିଙ୍କୁ ନିଲାମରେ ବିପୁଳ ପରିମାଣର ଟଙ୍କା ବର୍ଷା ଦିଆଯିବ ବୋଲି ଆଶା କରାଯାଏ। ଅବଶ୍ୟ ଏଥର...
ଧୋନୀଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଏବି ଡି ଭିଲିୟର୍ସ
ନୂଆଦିଲ୍ଲୀ,୩୦।୧୧: ଆଇପିଏଲ୍ ୨୦୨୪ରେ ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ପଡ଼ିଆରେ ଖେଳୁଥିବା ନଜର ଆସିବେ। ଧୋନୀଙ୍କୁ ଚେନ୍ନାଇ ସୁପର କିଙ୍ଗସ ଦଳରେ ରଖିଛି। ପୂର୍ବରୁ ଧୋନୀଙ୍କ ବିଷୟରେ ଅନେକ ପ୍ରକାରର କଳ୍ପନାଜଳ୍ପନା କରାଯାଉଥିଲା। ଆଇପିଏଲ୍ ୨୦୨୩ ପରେ ସେ...
ଆଇପିଏଲ ଅକ୍ସନ ଦିନ ସବୁଠାରୁ ଅଧିକ ବିଜି ରହିବ କେକେଆର
ନୂଆଦିଲ୍ଲୀ,୨୭।୧୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଇପିଏଲ ୨୦୨୪ପାଇଁ ସମସ୍ତ ୧୦ଟି ରିଟେଂଶନ ଏବଂ ରିଲିଜ ଲିଷ୍ଟ ପ୍ରକାଶ ପାଇଛି। ଏହା ପରେ, ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ପରବର୍ତ୍ତୀ ନିଲାମ ପାଇଁ କେତେ...
ନାଟକୀୟ ଭାବେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା: ୨ ଘଣ୍ଟାରେ ବଦଳି ଗଲା ସବୁ ଖେଳ
ନୂଆଦିଲ୍ଲୀ,୨୭।୧୧: ଆଇପିଏଲସ୍ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ଦଳ ସେମାନଙ୍କ ଖେଳାଳିଙ୍କ ରିଲିଜ ଓ ରିଟେନଶନ ତାଲିକା ପ୍ରକାଶ କରିଛନ୍ତି। ଏହି ସଂପର୍କରେ ଗୁଜରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି।...
Archives


